Browsing Category
Featured
କେଉଁ ସମୟରେ କେତେ ପାଣି ପିଇବା ଶରୀର ପାଇଁ ସର୍ବୋତ୍ତମ ? ଜାଣନ୍ତୁ
ସକାଳୁ ଉଠିବା ପରେ ଏକ ଗ୍ଲାସ୍ ନଖଉଷୁମ ପାଣି ପିଇବା ଉଚିତ । ପାଣି ପିଇବା ପାଇଁ ଏହା ହେଉଛି ସବୁଠାରୁ ଉତ୍ତମ ସମୟ। ଶୋଇବା ପରଠାରୁ ଉଠିବା ପର୍ଯ୍ୟନ୍ତ ୮ ଘଣ୍ଟା ସମୟ ଭିତରେ ଶରୀରର ଜଳୀୟ ଅଂଶ ହ୍ରାସ ହୋଇଯାଏ। ସକାଳେ…
ଅଗ୍ନିବୀରରୁ ଅବସର ପରେ ମିଳିବ ଅନେକ ନିଯୁକ୍ତି ସୁଯୋଗ, ଏହି ବିଭାଗଗୁଡ଼ିକରେ ପାଇବେ ସଂରକ୍ଷଣ
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଅଧୀନରେ ଭର୍ତ୍ତି ହୋଇଥିବା ଅଗ୍ନିବୀରଙ୍କୁ ଅନେକ ବିଭାଗରେ ଚାକିରିରେ ଆରାମ ଦିଆଯିବ । ଅଗ୍ନିପଥ ଯୋଜନା ଅଧୀନରେ ଚାରି ବର୍ଷରେ ଅଗ୍ନିବୀରଙ୍କୁ ଅବସର ନେବା ପାଇଁ ବ୍ୟବସ୍ଥା ରହିଛି ।…
ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ୨୩ ହଜାର କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ର୨୩ ହଜାର କୋଟିର ସାମୁଦ୍ରିକ ପ୍ରକଳ୍ପକୁ ମୋଦୀ ସ୍ୱୀକୃତି ପ୍ରଦାନ କରିଛନ୍ତି । ମୋଦୀ…
ଆସନ୍ତା ୨୯ରୁ ଭୁବନେଶ୍ୱର-ଗୌହାଟି ବିମାନ ସେବା : ଏହି ସମୟରେ ଦୈନିକ ହେବ ଚଳାଚଳ
ଭୁବନେଶ୍ୱର : ବର୍ତ୍ତମାନ ଯାତ୍ରୀଙ୍କ ସୁବିଧା ପାଇଁ ଚାରିଆଡେ ବିମାନ ସେବା ଯୋଗାଇ ଦିଆ ଯାଉଛି । ତେବେ ଆକ୍ଟୋବର ୨୯ ତାରିଖରୁ ଭୁବନେଶ୍ୱରରୁ-ଗୌହାଟିକୁ ବିମାନ ସେବା ଯୋଗାଇ ଦିଆଯିବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ…
VIMSARରେ ଆରମ୍ଭ ହେଲା ନୂଆ ଅଧ୍ୟାୟ: ହୃଦରୋଗୀଙ୍କୁ ସୁରକ୍ଷା ଯୋଗାଇବ ‘ଷ୍ଟେମି ପ୍ରକ୍ରିୟା’, ରୋଗୀଙ୍କୁ ମିଳିବ ଶୀଘ୍ର ଚିକିତ୍ସା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହୃଦରୋଗ ଏକ ଭୟଙ୍କର ବିମାରୀ ଭାବେ ଉଭା ହୋଇଛି । ସମାଜର ବିଭିନ୍ନ ବୟସର ଲୋକମାନେ ଏଥିରେ ସଂକ୍ରମିତ ହୋଇ ଅକାଳରେ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ…
ବର୍ଷାରେ ଭିଜିବ ଦଶହରା ପୂଜା : ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର : ଫେରୁଛି ମୌସୁମୀ । ପୁଣି ବଙ୍ଗୋପସାଗରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ । ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । ଲଘୁଚାପ ସୃଷ୍ଟି ସମ୍ଭାବନାର ଆଶଙ୍କା…
Jio ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଉପହାର : ଶସ୍ତାରେ ପାଇବେ ପ୍ରିପେଡ ପ୍ଲାନ
ନୂଆଦିଲ୍ଲୀ : ସାଧାରଣତଃ ଜିଓ ରିଚାର୍ଜର ଅନେକ ଯୋଜନା ପ୍ରଦାନ କରୁଛି । କିନ୍ତୁ ପ୍ରତ୍ୟେକ ଅଫରରେ ଆବଶ୍ୟକ ହେଉଥିବା ଲାଭ ମିଳୁଛି କି ନାହିଁ ଏହାର କିଛି ଗ୍ୟାରେଣ୍ଟି ନାହିଁ । ଯେଉଁ ଯୋଜନାରେ ସମସ୍ତ ସୁବିଧା ଉପଲବ୍ଧ…
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା କଂଗ୍ରେସ
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ୧୭ ତାରିଖରେ ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଗତଥର କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିଥିବା ବେଳେ ଏଥର…
ଫିସକୁ ନେଇ ନୋ ଟେନସନ୍: UPSCର ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ୭୫୦୦ ଟଙ୍କା
ନୂଆଦିଲ୍ଲୀ: ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରେ ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷା ସାମିଲ । ସର୍ବୋତ୍ତମ ପ୍ରସ୍ତୁତି ପାଇଁ ଅନେକ କୋଚିଂ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଶୁଳ୍କ ଆଦାୟ କରନ୍ତି । ଏଭଳି…
ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା: ୫ ଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଅଦାଲତ ଏଥିପାଇଁ ଆଇନ ତିଆରି କରିପାରିବେ ନାହିଁ, ମାତ୍ର ତାହାକୁ…