Browsing Category

Featured

ପାର୍ବଣ ଋତୁରେ ଚିନି ଉପରେ ହେଲା ମହଙ୍ଗା ମାଡ, ପକେଟ ଉପରେ ପଡିବ ଭାରି

ନୂଆଦିଲ୍ଲୀ:  ଭାରତରେ ପାର୍ବଣ ଋତୁ ଆରମ୍ଭ ହୋଇଛି । କିନ୍ତୁ ମୁଦ୍ରାସ୍ଫୀତି ହେତୁ ପାର୍ବଣର ମଧୁରତା ଏଥର ଦୁର୍ବଳ ହୋଇପାରେ । ଏହି ଅବଧି ମଧ୍ୟରେ, ଅନେକ ଖାଦ୍ୟ ସାମଗ୍ରୀ ମୁଦ୍ରାସ୍ଫୀତି ଦ୍ୱାରା ପ୍ରଭାବିତ ହୋଇପାରନ୍ତି…

ବିନା ଭୁଲରେ କଟିଯାଇଛି କି ଆପଣଙ୍କ ଚାଲାଣ ? ଘରେ ବସି ବସି ବାତିଲ କରିପାରିବେ ଜୋରିମାନା, ଜାଣନ୍ତୁ ଟେକନିକ୍

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ସମୟରେ ନିୟମ ଉଲ୍ଲଂଘନ କରୁଥିବା ଡ୍ରାଇଭରମାନଙ୍କର ଚାଲାଣ କାଟିଦେଇଥାନ୍ତି ଟ୍ରାଫିକ ପୋଲିସ । ଚାଲାଣ ହେଉଛି ଏକ ପ୍ରକାର ଜୋରିମାନା, ଯାହାକୁ ଭୁଲ୍ କରି ଭରିବାକୁ ପଡ଼ିଥାଏ । ଏହାପୂର୍ବରୁ…

Today’s gold rate : ସୁନା ଦରରେ ହୋଇଛି ସାମାନ୍ୟ ପରିବର୍ତ୍ତନ, ହାତଛଡା କରନ୍ତୁ ନାହିଁ ଏହି ସୁଯୋଗ

ଭୁବନେଶ୍ୱର: ଆଜି ସୁନା ଦର କେତେକ ସ୍ଥାନରେ କମିଥିବା ବେଳେ କେତେକ ସ୍ଥାନରେ ସ୍ଥିର ରହିଛି । ସୁନା ରୁପା କିଣିବାକୁ ଯାଉଥିବା ଗ୍ରାହକଙ୍କ ପାଇଁ ଭଲ ଖବର! ସୂଚନାଯୋଗ୍ୟ ଯେ, ଆଜି ସୁନାର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ…

Video: ସୁରକ୍ଷିତ ହେଉଛି ଶିମିଳିପାଳ ଅଭୟାରଣ୍ୟ, ନିର୍ଭୟରେ ରାଜ କରୁଛି ଜଙ୍ଗଲର ରାଜା

ବାରିପଦା : ଧୀରେ ଧୀରେ ବୃଦ୍ଧି ପାଉଛି ଶିମିଳିପାଳରେ ମହାବଳ ବାଘ ସଂଖ୍ୟା । ସୁରକ୍ଷିତ ଏବଂ ସ୍ୱଭାବିକ ହେଉଛି ଶୀମିଳିପାଳ ଅଭୟାରଣ୍ୟ । ବାଘର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥିବା ବେଳେ ଏବେ ଘଞ୍ଚ ଜଙ୍ଗଲରେ ଏକ…

୭୬୫ ଯାତ୍ରୀଙ୍କୁ ନେଇ ଗଡିବ ମେଟ୍ରୋ : ଜାନୁୟାରୀ ୧ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀରୁ କଟକ ପର୍ଯ୍ୟନ୍ତ ଗଡିବ ମେଟ୍ରୋ । ୭୬୫ଜଣଙ୍କୁ ନେଇ ରାଜଧାନୀରେ ଚାଲିବ ମେଟ୍ରୋ ରେଳ । ପ୍ରଥମେ ୩ଟି କୋଚକୁ ନେଇ ଏହି ରେଳ ଚଳପ୍ରଚଳ ହେବ । ମେଟ୍ରୋର ଚାହିଦା ବୃଦ୍ଧି ହେଲେ କୋଚ୍ ସଂଖ୍ୟା…

୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ: ତାରିଖ ଘୋଷଣା କଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଛି । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ,…

(Video) ପ୍ରକୃତିର ଅଜବ ଦୃଶ୍ୟ! ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ବହୁତ କିଛି ପରିବର୍ତ୍ତନ ହେବାରେ ଲାଗିଛି । ଅନେକ ସମୟରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହାକୁ କେହି ସହଜରେ ବିଶ୍ୱାସ କରିପାରିନଥାନ୍ତି । ତେବେ ଯଦି ଆପଣଙ୍କୁ କୁହାଯିବ…

ବଡ଼ ଖୁଲାସା! ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରିଛି ଚୀନ, ଭାରତକୁ ଫସାଇବାକୁ ହୋଇଥିଲା ବଡ଼ ଚକ୍ରାନ୍ତ

ନୂଆଦିଲ୍ଳୀ: ଖଲିସ୍ତାନ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପରେ ଏବେ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ନିଜ୍ଜରଙ୍କୁ ଭାରତ ହତ୍ୟା କରିଥିବା ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୟାନ…

ସାବଧାନ୍ ! ମସ୍ତିଷ୍କର ସ୍ନାୟୁକୁ ଦୁର୍ବଳ କରୁଛି ଥଣ୍ଡା ତେଲ, ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପକାଉଛି ପ୍ରଭାବ

ମୁଣ୍ଡବିନ୍ଧା, ଥକ୍କାପଣ ଏବଂ ନିଦ୍ରାହୀନତାରୁ ମୁକ୍ତି ପାଇବା ପାଇଁ ଯଦି ଆପଣ ଥଣ୍ଡା ତେଲ ବ୍ୟବହାର କରୁଛନ୍ତି, ତେବେ ଏହାକୁ ବନ୍ଦ କରନ୍ତୁ । ଏହି ତେଲଗୁଡ଼ିକ ମସ୍ତିଷ୍କର ସ୍ନାୟୁକୁ ଦୁର୍ବଳ କରିଦିଏ । ଏହା ଯୋଗୁଁ…

OSSC ନିଯୁକ୍ତି ବିଜ୍ଞପ୍ତି: ଗ୍ରୁପ-ବି ଓ ଗ୍ରୁପ-ସି ପଦ ଖାଲି, WEO, ଜୁନିୟର ଆସିଷ୍ଟାଣ୍ଟ, ଅଡିଟର ପାଇଁ ଚାକିରି ସୁଯୋଗ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ…