
Browsing Category
Featured
ଲାଇସେନ୍ସ ପାଇଁ ଯୋଗ୍ୟ ନୁହେଁ ଇ-ମ୍ୟୁଜିକ୍ ପ୍ଲାଟଫର୍ମ: କପିରାଇଟ୍ ଆକ୍ଟକୁ ନେଇ କହିଲେ ହାଇକୋର୍ଟ
ମୁମ୍ବାଇ: ବାଧ୍ୟତାମୂଳକ ଲାଇସେନ୍ସ କେବଳ ଟେଲିଭିଜନ, ରେଡିଓ ଇତ୍ୟାଦି ପାରମ୍ପାରିକ ପ୍ଲାଟଫର୍ମ ଉପରେ କପିରାଇଟ୍ ଗୀତ ବଜାଇବାକୁ ଦାବି କରାଯାଇପାରିବ। ଏହା ଇଣ୍ଟରନେଟ୍ ଉପରେ ଲାଗୁ କରାଯାଇପାରିବ ନାହିଁ ବୋଲି ବମ୍ବେ…
(Video) ବନ୍ଦେ ଭାରତ ଟ୍ରେନକୁ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର: ଟ୍ରାକରେ କିଏ ରଖିଛି ଇଟା, ପଥର?
ନୂଆଦିଲ୍ଲୀ: ଦେଶରେ ଗୋଟିଏ ପରେ ଗୋଟିଏ ବନ୍ଦେ ଭାରତ ଟ୍ରେନ ଚଳାଇବା ଆରମ୍ଭ କରୁଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ଭାରତ ଅନେକ ସୁନାମ ଅର୍ଜନ କରୁଛି । କିନ୍ତୁ ଏବେ ଏହି ବନ୍ଦେ ଭାରତକୁ ଦୁର୍ଘଟଣାର ଶିକାର କରାଇବା…
କନିଷ୍ଠ ସହାୟକ ପଦ ପାଇଁ ଜାରି ହେଲା ବିଜ୍ଞପ୍ତି: ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମରେ ନିଯୁକ୍ତି ସୁଯୋଗ
ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିମିଟେଡ (ଓପିଏଚଡବ୍ଲ୍ୟୁସି) ପକ୍ଷରୁ କନିଷ୍ଠ ସହାୟକ ପଦ ପାଇଁ ବିଜ୍ଞପ୍ତି…
ସିଗାରେଟ ରଖିଥିଲେ ଏବେଠୁ ସାବଧାନ୍! ବଡ଼ ପଦକ୍ଷେପ ନେବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ନୂଆ ପୋର୍ଟାଲ ଆରମ୍ଭ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଲୋକଙ୍କ ପାଇଁ ଏକ ବଡ଼ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ସିଗାରେଟ ରଖିବା ପଡ଼ିପାରେ ମହଙ୍ଗା । ପାଖରେ ଇ-ସିଗାରେଟ ରଖିବା ଏକ ବେଆଇନ୍ କାର୍ଯ୍ୟ ବୋଲି…
ପ୍ରେମିକଙ୍କ ପାଇଁ ଗାଡ଼ି ପଛରେ ଅଟୋବାଲା ଲେଖିଲା ଏପରି ଜିନିଷ, ଯାହାକୁ ପଢି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
ନୂଆଦିଲ୍ଲୀ: ସାଧାତଣତଃ ଟ୍ରକ ଏବଂ ଅଟୋ ପଛରେ କିଛି ସନ୍ଦେସ ଲେଖାଯିବା ଏକ ସାଧାରଣ କଥା । ହେଲେ କିଛି କିଛି ସମୟରେ ଗାଡ଼ି ପଛରେ ଏପରି ପଞ୍ଚ ଲାଇନ ଲେଖାଯାଏ ଯାହାକି ଲୋକମାନଙ୍କୁ ତାହା ଭାବିବାକୁ ବାଧ୍ୟ କରିଦିଏ । ବହୁ…
ଫ୍ଲିପକାର୍ଟ ସେଲ୍ର ଆଡ୍ରେ ଅମିତାଭ ବଚ୍ଚନ କହିଲେ ମିଛ, ଲାଗିଲା ଏହି ଗମ୍ଭୀର ଅଭିଯୋଗ
ନୂଆଦିଲ୍ଲୀ:ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଆଗାମୀ ସପ୍ତାହରେ Big Billion Days Sale ଆରମ୍ଭ ହେବାକୁ ଯାଉଛି । ଏଥିଲାଗି ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କୁ ମଧ୍ୟ ବ୍ରାଣ୍ଡ ଆମ୍ବାସଡର କରାଯାଇଛି ।…
ଦେଶର ୪ଟି ରାଜ୍ୟରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ୫.୨ ତୀବ୍ରତା
ନୂଆଦିଲ୍ଲୀ: ପୂର୍ବ-ଉତ୍ତର ରାଜ୍ୟ ପଶ୍ଚିମବଙ୍ଗ, ଆସାମ ସମେତ ଦେଶର ୪ଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଭୂପୃଷ୍ଠ ଥରିଥିବା ଦେଖାଯାଇଥିଲା । ମେଘାଳୟରେ…
ପଦକ ସାଉଁଟିବାରେ ଲାଗିଛି ଭାରତ; ମିକ୍ସଡ୍ ରିଲେରେ ଭାରତକୁ ବ୍ରୋଞ୍ଜ
ଓଡିଶା ଭାସ୍କର; ମିକ୍ସଡ୍ ରିଲେରେ ଭାରତକୁ ବ୍ରୋଞ୍ଜ । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ପଦକ ସାଉଁଟିବାରେ ଲାଗିଛି ଭାରତ । ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ତା'ର ଦମଦାର ପଦର୍ଶନ…
ଏସୀୟ କ୍ରୀଡ଼ା: ମହିଳା ଲଙ୍ଗ ଜମ୍ପରେ ଭାରତକୁ ରୌପ୍ୟ ପଦକ
ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ଏସୀୟ କ୍ରୀଡ଼ାରେ ଭାରତ ତା’ର ଜୟଯାତ୍ରା ଅବ୍ୟାହତ ରଖିଛି । ଆଜି କ୍ରୀଡ଼ାର ୯ମ ଦିନ ହୋଇଥିବା ବେଳେ ଏହା ମଧ୍ୟରେ ଭାରତୀୟ ଆଥଲେଟମାନେ ପଦକ ଉପରେ କବଜା କରିବା ଜାରି…
ବିହାର ରାଜ୍ୟର ଜାତିଗତ ସର୍ଭେ ରିପୋର୍ଟକୁ ନେଇ ରାହୁଲ ଗାନ୍ଧୀଙ୍କ ବୟାନ; ‘ଜନସଂଖ୍ୟା ଯେତେ ଅଧିକ, ଅଧିକାର ସେତେ ଅଧିକ’
ପାଟନା: ଆଜି ନୀତୀଶ ସରକାରଙ୍କ ପକ୍ଷରୁ ବିହାର ରାଜ୍ୟରେ ଜାତିଗତ ସର୍ଭେକୁ ନେଇ ରିପୋର୍ଟ ଜାରି କରାଯାଇଛି । ବିହାରର ମୁଖ୍ୟ ସଚିବ ଏକ ପ୍ରେସ କନଫରେନ୍ସ ଜରିଆରେ ଏହି ରିପୋର୍ଟକୁ ପ୍ରକାଶ କରିଛନ୍ତି । ରିପୋର୍ଟ…