fbpx
BSKY SKY
BSKY SKY
Browsing Category

Featured

ଚା’ ପିଇବା ଦ୍ୱାରା ବୟସ କମିଥାଏ ନା ବଢ଼ିଥାଏ? ରିସର୍ଚ୍ଚରୁ ହେଲା ଖୁଲାସା

ଭାରତରେ ଅଧିକାଂଶ ଲୋକ ଚା’କୁ ବେଶ ପସନ୍ଦ କରନ୍ତି । ସକାଳୁ ସକାଳୁ ଚା’ ନପିଇଲେ ତାଙ୍କର ଦିନ ଆରମ୍ଭ ହୁଏନାହିଁ । ଧନୀ ବା ଗରୀବ, ସମସ୍ତଙ୍କୁ ଚା’ ପ୍ରିୟ । ଏହାରି ମଧ୍ୟରେ ଅନୈଲ୍ସ ଅଫ୍ ଇଣ୍ଟର୍ନାଲ୍ ମେଡିସିନ୍ ନାମକ…

Asia Cup 2022: ଆଜି ଟିମ୍ ଇଣ୍ଡିଆ ପାଇଁ କର ବା ମର ମୁକାବିଲା…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ର ସୁପର ୪ ର ଦ୍ୱିତୀୟ ମ୍ୟାଚରେ ଭାରତ ଆଜି ଶ୍ରୀଲଙ୍କାକୁ ଭେଟିବ । ଏହି ମୁକାବିଲା ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି ହେବ । ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ରେ ପରାଜୟ ହେଉଛି…

ପରିସ୍ରା ସହ ଜଡ଼ିତ ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା: ହୋଇପାରେ ଏଡସ୍

ସମଗ୍ର ବିଶ୍ୱରେ ଏଡସର ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧାରିତ ଚିକିତ୍ସା ବାହାରି ନାହିଁ । ଅବଶ୍ୟ ମେଡିସିନ୍ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ।…

ଧରାପଡ଼ିଲା ସିରିଏଲ କିଲର: ରାତିରେ କରୁଥିଲା ହତ୍ୟା, ଦିନରେ ଧର୍ମଶାଳାରେ ଶୋଉଥିଲା

ଗୋଟିଏ ପରେ ଗୋଟିଏ ତିନିଟି ଏବଂ ଭୋପାଳରେ ଜଣେ ଚୌକୀଦାରଙ୍କୁ ହତ୍ୟା କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଏହି ସାଇକୋ କିଲରକୁ ଗିରଫ କରିଛି ସାଗର ପୋଲିସ । ସୂଚନା ଅନୂଯାୟ, ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏହି…

ପିମ୍ପୁଡ଼ି ଆତଙ୍କରେ ଗ୍ରାମବାସୀ ଥରହର: ରାଣୀ ପିମ୍ପୁଡ଼ିକୁ ଖୋଜୁଛି ବିଶେଷଜ୍ଞ ଟିମ୍

ପିପିଲି, (ଓଡ଼ିଶା ଭାସ୍କର) : ପିପିଲି ଚନ୍ଦ୍ରାଦେଈପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଲାଲ୍ ପିମ୍ପୁଡ଼ିଙ୍କ ଆତଙ୍କ ଥମିବାର ନାଁ ନେଉନାହିଁ । ପିମ୍ପୁଡ଼ି ଭୟରେ ଅତିଷ୍ଠ ହୋଇ ୩ଟି ପରିବାର ଇତିମଧ୍ୟରେ ଗାଁ ଛାଡ଼ିଥିବାବେଳେ…

ବଙ୍ଗୋପସାଗରରେ କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ପରେ ଲଘୁଚାପ

ଭୁବନେଶ୍ୱର: କାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୮ରୁ ଦକ୍ଷିଣ ଓଡ଼ିଶା ଓ ୯ରୁ…

ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର: କରିଥିଲା ୮୦୦୦ ରୁ ଅଧିକ ଗାଡ଼ି ଚୋରି

ନୂଆଦିଲ୍ଲୀ: ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର । ଦିଲ୍ଳୀ ମଧ୍ୟ ଜିଲ୍ଲା ପୋଲିସ୍ ଭାରତର ସବୁଠୁ ବଡ଼ ଗାଡ଼ି ଚୋରକୁ ଗିରଫ କରିଛି । ଅଭିଯୁକ୍ତ ଅନୀଲ ଚୌହାନ ଆସାମର ନିବାସୀ । ଅଭିଯୁକ୍ତ ଖୁଲାସା କରିଛି ଯେ ସେ ୧୯୯୦…

ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ: ଭବ୍ୟ ସ୍ୱାଗତ ପାଇଁ ବିଜେଡ଼ିର ପ୍ରସ୍ତୁତ, ୫୦ ହଜାରରୁ ଅଧିକ ଲୋକ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଗତ ୩୧ ତାରିଖରୁ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ଣରେ ଭୁବନେଶ୍ୱର ଫେରିବେ । ତେବେ ଗତ ୪ ତାରିଖରେ ନୂଆଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ…

୪୫ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି: କହିଲେ- ‘ଶିକ୍ଷକମାନେ ଆଲୋକର ବର୍ତ୍ତିକା’

ନୂଆଦିଲ୍ଲୀ: ଶିକ୍ଷକମାନେ ହେଉଛନ୍ତି ଆଲୋକର ବର୍ତ୍ତିକା । ସମାଜକୁ ଦିଗଦର୍ଶନ ଦେବାରେ ସେମାନଙ୍କ ଭୂମିକା ଅବିସ୍ମରଣୀୟ । ଗୁରୁ-ଶିଷ୍ୟର ସମ୍ପର୍କ ଆବହମାନ କାଳରୁ ରହି ଆସିଥିବାବେଳେ ଏବେ ସେହି ପରମ୍ପରାକୁ ବଜାୟ ରଖିବା…

ଅନିଶ୍ଚିତ କାଳ ପାଇଁ ଲକଡାଉନ୍, ସ୍କୁଲ କଲେଜ୍ ସବୁ ବନ୍ଦ: ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସରକାର ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିଶ୍ୱରେ ହୁଏତ କମ୍ ହୋଇଛି । କିନ୍ତୁ ଚୀନ୍ ରେ ଏବେବି କରୋନାର ପ୍ରକୋପ ଜାରି ରହିଛି । ସଂକ୍ରମଣ ଉପରେ ଲଗାମ ଲଗାଇବା ପାଇଁ ଚୀନ୍ ସରକାର ସବୁ ସମ୍ଭବ ପ୍ରୟାସ କରୁଛନ୍ତି ଏବଂ ଗୋଟିଏ ପରେ…