fbpx
Browsing Category

Featured

ଭାବପ୍ରବଣ ହେଲେ ବିରାଟ କୋହଲି: ଫର୍ମରେ ନଥିବା ବେଳେ କହିଲେ ଏହି କଥା

ନୂଆଦିଲ୍ଲୀ: ଆସନ୍ତ କାଲି ଏସିଆ କପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ ହାଇଭୋଲଟେଜ୍ ଟି-୨୦ ମ୍ୟାଚ୍। ଖରାପ୍ ଫର୍ମ ଦେଇ ଗତି କରୁଥିବା ବିରାଟ୍ କୋହଲି କିଛି ଦିନର ବ୍ରେକ୍ ପରେ ପୁଣି ଟିମ୍‌କୁ ଫେରିଛନ୍ତି।…

ବିସିସିଆଇ ସେୟାର କଲା ୧୧ ଖେଳାଳିଙ୍କ ଫଟୋ, ପାକିସ୍ତାନ ବିପକ୍ଷ ମୁକାବିଲାର ଏ ହେଉଛନ୍ତି ଚୂଡାନ୍ତ ଏକାଦଶ !

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଆଜିଠୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ। ତେବେ ଟୁର୍ଣ୍ଣାମେଣ୍ଟର ପ୍ରକୃତ ରୋମାଞ୍ଚ ଅଗଷ୍ଟ ୨୮ ଅର୍ଥାତ ଆସନ୍ତାକାଲି ଦେଖିବାକୁ ମିଳିବ।…

ଅନ୍‌ଲାଇନ୍ ଗେମ୍‌ରୁ ଜିତିଥିବା ଟଙ୍କା ଉପରେ ଲାଗିବ ଟ୍ୟାକ୍ସ, ସୁଧ ସହିତ ୩୦% କର ଦେବାକୁ ହେବ

ନୂଆଦିଲ୍ଲୀ: ଭାରତରେ ୪ଜି ଆସିବା ପରଠୁ ପିଲାମାନଙ୍କ ମଧ୍ୟରେ ଅନ୍‌ଲାଇନ୍ ଗେମିଂ ପ୍ରତି ଆକର୍ଶଣ ଅହେତୁକ ଭାବରେ ବୃଦ୍ଦି ପାଇଛି। କରୋନା କାଳରେ ଲକଡାଉନ୍ ପରଠୁ ଏଥିରେ ଯଥେଷ୍ଟ ବୃଦ୍ଧି ପାଇଥିଲା। ତେବେ ବର୍ତ୍ତମାନ…

କେମିତି ହୋଇଥିଲା ଜୟଲଳିତାଙ୍କ ମୃତ୍ୟୁ ? ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଅରୁମୁଘସ୍ଵାମୀ ଆୟୋଗ

ଚେନ୍ନାଇ: ଜେ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ଅରୁମୁଘସ୍ଵାମୀ ଆୟୋଗ ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ପ୍ରଦାନ କରିଛନ୍ତି। ଏହି ମାମଲାରେ ଆୟାଗ ୫୯୦ ପୃଷ୍ଠାର…

Video: ପିସି କାରାବାରର ଭିଡିଓ ହେଲା ଭାଇରାଲ , ପଞ୍ଚାୟତ ଅଧିକାରୀ ନିଲମ୍ବିତ

ମାଲକାନଗିରି: ଉପାନ୍ତ ଅଞ୍ଚଳରେ ପିସି କାରବାର। ପଞ୍ଚାୟତ ନିର୍ବାହୀ ଅଧିକାରୀ ପିସି ମାଗୁଥିବା ନେଇ ଭିଡିଓ ହେଲା ଭାଇରାଲ। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ…

Anorexia ରୋଗରେ ଶିକାର ହେଉଛନ୍ତି କି ଆପଣ? ଆପଣାନ୍ତୁ ଘରୋଇ ଟିପ୍ସ

ଭୁବନେଶ୍ୱର: ବେଳେବେଳେ କିଛି ଖାଇବାକୁ ଇଚ୍ଛା ହୋଇନଥାଏ । କିନ୍ତୁ ବାରମ୍ବାର ଖାଇବାକୁ ଇଚ୍ଛା ନହେଲେ , ଏହା ରୋଗ ହୋଇପାରେ ଯାହାକୁ ଆନୋରେକ୍ସିଆ କୁହାଯାଏ । ଏଥିରେ ବ୍ୟକ୍ତିକୁ କମ୍ ଭୋକ ଲାଗିଥାଏ ଓ ଭୋଜନର ସ୍ୱାଦ…

BWF World Championships 2022: ସାତ୍ଵିକ-ଚିରାଗଙ୍କ ଭାଙ୍ଗିଲା ସ୍ଵର୍ଣ୍ଣ ପଦକ ସ୍ଵପ୍ନ, କାଂସ୍ୟ ପଦକରେ ସନ୍ତୁଷ୍ଟ ଭାରତୀୟ ଯୋଡି

ନୂଆଦିଲ୍ଲୀ: ସାତ୍ଵିକ ସାଇରାଜ ରଙ୍କି ରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଭାରତୀୟ ଯୁଗଳ ଯୋଡି ଶନିବାର ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୨ର ସେମି ଫାଇନାଲରେ ପରାଜୟ ଭୋଗିଛନ୍ତି। ଏହି ଭାରତୀୟ ଯୋଡିଙ୍କୁ ମାଲେସିଆର…

ଆଜାଦଙ୍କ ଇସ୍ତଫା ପରେ ମନୀଷ ତିଓ୍ଵାରୀଙ୍କ କଡା ଆଭିମୁଖ୍ୟ, କହିଲେ- ମୁଁ କଂଗ୍ରେସର ଭଡାଟିଆ ନେତା ନୁହେଁ

ନୂଆଦିଲ୍ଲୀ: ରାଜ୍ୟସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପାଞ୍ଚ ପୃଷ୍ଠା ସମ୍ବଳିତ…

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ଓଡିଶା ଝିଅ! ହେମନ୍ତଙ୍କ ପରେ କଳ୍ପନାଙ୍କୁ ମିଳିପାରେ ଝାଡଖଣ୍ଡ ଗାଦି

ଭୁବନେଶ୍ୱର: ମୁଁ ଜଣେ ଆଦିବାସୀ ପୁଅ । ଆଦିବାସୀ ସମ୍ପ୍ରଦାୟ ମାନଙ୍କ ପାଇଁ କାର୍ଯ୍ୟକରୁଛି ଆଉ ଆଗକୁ ମଧ୍ୟ କରିବି । କିଛି ଏଭଳି ଦୃଢ଼ ଉକ୍ତି ବାନ୍ଧିଛନ୍ତି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋସିଆଲ ମିଡିଆରେ…

SI ସ୍ୱାଗତିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ସରକାରୀ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ

ଗଜପତି(ଓଡ଼ିଶା ଭାସ୍କର): ଜି.ଉଦୟଗିରି ଥାନା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି । ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସରକାରୀ…