Browsing Category

Featured

ନମାମୀ ଗଙ୍ଗେ ପ୍ରୋଜେକ୍ଟ ସାଇଟରେ ଘଟିଛି ବଡ଼ ଦୂର୍ଘଟଣା : ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ଜଣଙ୍କର ମୃତ୍ୟୁ

ଢେରାଢୁନ : ଉତ୍ତରାଖଣ୍ଡର ଚମୋଲୀ  ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ୧୦ ଜଣ ଲୋକଙ୍କୁ ବହୁତ ଜୋରରେ ଆଘାତ ଲାଗିଛି । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତୀ…

ବିମାନ ପରି ଟ୍ରେନରେ ବି ଲଗେଜ୍ ନେଇଯିବାର ସୀମା ରହିଛି , ଅଧିକ ହେଲେ ଭରିବାକୁ ପଡିପାରେ ମୋଟା ଅଙ୍କର ଜୋରିମାନା

ନୂଆଦିଲ୍ଲୀ:ଭାରତୀୟ ରେଳ ଯୋଗାଯୋଗର ଏକ ବଡ ମାଧ୍ୟମ । ଲୋକମାନେ ଟ୍ରେନରେ ଏକ ସୁବିଧାଜନକ ଉପାୟରେ ଯାତ୍ରା କରିପାରନ୍ତି । ତେବେ ସମସ୍ତଙ୍କ ସୁବଇଦାକୁ ନଜରରେ ରଖି ରେଳ ବିଭାଗ ଯାତ୍ରୀଙ୍କ ଲାଗି ଲଗେଜ୍ ନେଇଯିବାକୁ ନେଇ…

ବେବି ପାଉଡର ଲଗାଇ କ୍ୟାନ୍ସର ହୋଇଥିବା ଅଭିଯୋଗ: କମ୍ପାନୀକୁ ଦେବାକୁ ପଡିବ ୧୫୪ କୋଟି ଜରିମାନା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନଙ୍କୁ କାଲିଫର୍ନିଆର ଜଣେ ବ୍ୟକ୍ତିଙ୍କୁ ୧୮.୮ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ଯିଏ କମ୍ପାନୀର ବେବି ପାଉଡରରୁ ତାଙ୍କୁ କର୍କଟ ରୋଗ ହୋଇଛି ବୋଲି କହିଥିଲେ। କାଲିଫର୍ନିଆର ଜଣେ…

ରିସର୍ଚ୍ଚରୁ ହେଲା ଖୁଲାସା : ସବୁଠାରୁ ଅଧିକ ଫୋନ କିଏ ବ୍ୟବହାର କରେ…..

ନୂଆଦିଲ୍ଲୀ : ବର୍ତ୍ତମାନର ଯୁଗରେ ସ୍ମାର୍ଟ ଫୋନ ସମସ୍ତଙ୍କ ଜୀବନର ଅତୁଟ ବନ୍ଧନ ହୋଇଗଲାଣି । ଆମେ ପ୍ରତ୍ୟେକ ଦିନ ଅନେକ କାମ ଏହି ଫୋନ ମାଧ୍ୟମରେ କରିଥାଉ । ଯେପରି କି, ସର୍ଚ୍ଚ କରିବା, ସୋଶିଆଲ ମିଡିଆ ଚଳାଇବା, ଗେମ…

ବିଶିଷ୍ଟ ଲେଖକ ଓ ସାମ୍ବାଦିକ ଶ୍ରୀ ରମଣଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଜଣାଶୁଣା ତେଲୁଗୁ ଲେଖକ ତଥା ସାମ୍ବାଦିକ ଶ୍ରୀ ରମଣଙ୍କ ପରଲୋକ ଘଟିଛି । ରମଣଙ୍କୁ ମୃତ୍ୟୁ ବେଳକୁ ୭୧ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀ…

ସ୍ୱାମୀଙ୍କୁ କାନ୍ଧରେ ବୋହି ଦୀର୍ଘ ୫ ବର୍ଷ ହେବ ଏ ଅଫିସରୁ ସେ ଅଫିସ୍ ଘୁରି ବୁଲୁଛନ୍ତି ପ୍ରିୟଙ୍କା, ପତିଙ୍କୁ ଅନୁକମ୍ପାମୂଳକ ଚାକିରି ନ…

ଛତ୍ରପୁର:ପ୍ରେମ ତ ଜୀବନରେ ସମସ୍ତେ କରିଥିବେ । କିନ୍ତୁ ଆମେ ଏଠି ଏପରି ଏକ ଦାମ୍ପତ୍ୟ ପ୍ରେମର ଚିତ୍ର ଆପଣଙ୍କ ସାମ୍ନାରେ ରଖିବାକୁ ଯାଉଛୁ ଯାହା ଦେଖିଲେ ଆପଣ ବି କହିବେ ଏହା ହିଁ ବାସ୍ତବରେ ପ୍ରେମ । ମଧ୍ୟପ୍ରଦେଶ…

‘ସମାଜ’ର ନୂଆ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ମହାପାତ୍ର ଦାୟିତ୍ୱ ନେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୈନିକ ଖବର କାଗଜ ‘ସମାଜ’ର ନୂଆ ସମ୍ପାଦକ ଦାୟିତ୍ୱ ନେଇଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ମହାପାତ୍ର ନୂଆ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୩ ବର୍ଷ ପୂର୍ବେ ଗତ…

ଓଡ଼ିଶା କର୍ମଚାରୀ ଚୟନ ଆୟୋଗରେ ଅନେକ ପଦ ଖାଲି: ଆସନ୍ତା ୨୪ ଆବେଦନର ଅନ୍ତିମ ତାରିଖ

ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ (ଓଏସଏସସି) ପକ୍ଷରୁ ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଗ୍ରୁପ-ବି ଓ ଗ୍ରୁପ-ସି’ର ବିଭିନ୍ନ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।…

ଅତ୍ୟନ୍ତ ଜଘନ୍ୟ, ୭ ମାସର ଶିଶୁ ସହ ପରିବାରର ୪ ଜଣଙ୍କୁ ଗଳାକାଟି ହତ୍ୟା କରିବା ପରେ ନିଆଁରେ ପୋଡିଦେଲା ଦୁର୍ବୃତ୍ତ

ଜୟପୁର:ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ୪ ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଛି । ହତ୍ୟା କରିବା ପରେ ହତ୍ୟାକାରୀ ଶବକୁ ଜଳାଇବାକୁ ମଧ୍ୟ ଚେଷ୍ଟା କରିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ ଓ ଏକ ୭…

ପ୍ରେମିକ ଆଗରେ ପ୍ରେମିକା ସହ ଗ୍ୟାଙ୍ଗରେପ: ଜନ୍ମଦିନ ପାଳିବା ପାଇଁ ଘରୁ ପଳାଇଥିଲେ

ଜୟପୁର: ରାଜସ୍ଥାନର ଦ୍ୱିତୀୟ ବୃହତ୍ତମ ଯୋଧପୁର ଜିଲ୍ଲାରେ ଶନିବାର ରାତିରେ ଘଟିଥିବା ଗ୍ୟାଙ୍ଗରେପ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନାବାଳିକା ପ୍ରେମୀ ଦମ୍ପତି ନିଜ ଘରୁ ପଳାଇ ଯୋଧପୁରରେ ପହଞ୍ଚିଥିଲେ। ସେମାନଙ୍କୁ…