Browsing Category
Featured
୭ ଦିନରେ ଦୁଇଟି ଚିତାଙ୍କର ମୃତ୍ୟୁ କେମିତି ହେଲା: ଭାରତରେ ୮ଟି ଚିତା ପ୍ରାଣ ହରାଇବା ପଛର ରହସ୍ୟ ଖୋଲିଲେ ବିଶେଷଜ୍ଞ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ନାମିବିଆରୁ ଅଣାଯାଇଥିବା ୮ଟି ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡ଼ା ଯାଇଥିଲା । ଏହାପରେ ଚଳିତ…
ମୋଦୀ ସରନେମ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ: ହେବ କି ପୁନର୍ବିଚାର?
ନୂଆଦିଲ୍ଲୀ: ନେସନାଲ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି ମୋଦୀ ସରନେମ ବିବାଦ । ଏହି ମାମଲାରେ ମିଳିଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ପ୍ରଥମେ ସେ ହାଇକୋର୍ଟରେ ପହଞ୍ଚିଥିଲେ ।…
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା: ୯ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା– ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳର ୫ ଦଶମିକ ୮ କି.ମି. ଉଚ୍ଚତା ଯାଏଁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଆଜି ସାରା…
ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଲା ଚାଷୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା, ଜାଣନ୍ତୁ ଶେଷ ତାରିଖ କେବେ ?
ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ନାମପଞ୍ଜୀକରଣ ଆରମ୍ଭ ହୋଇଛି । ଚଳିତବର୍ଷ ନବୀକରଣ ପଦ୍ଧତିକୁ ଉଚ୍ଛେଦ କରାଯାଇଛି । ଅର୍ଥାତ୍ ବିଷଦ୍ ବିବରଣୀ ସହ ଦସ୍ତଖତ କରି ଚାଷୀ ସମିତିରେ ନୂତନ…
ବେଆଇନ ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫୦୦୦ ପ୍ରୋତ୍ସାହନ ରାଶି : ଗଞ୍ଜାମ ଜିଲ୍ଲା ପ୍ରଶାସନର ଘୋଷଣା
ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ…
ଅଧିନାୟକ ହେବେ ମୀରାବାଇ ଚାନୁ : ବିଶ୍ୱ ଭାରତ ଚାମ୍ପିୟନସିପରେ କରିବେ ନେତୃତ୍ୱ
ନୂଆଦିଲ୍ଲୀ : ୨୦୨୦ ଟୋକିଓ ଅଲମ୍ପିକରେ ରୋପ୍ୟ ପଦକ ବିଜେତା ମୀରାବାଈ ଚାନୁୁ, ସାଉଦି ଆରବରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଭାରୋତ୍ତୋଳନ ଚମ୍ପିୟନସିପରେ ଭାରତୀୟ ଦଳର ନେତୃତ୍ୱ ନେବେ ।
ଏନେଇ ସେ ଡ . ଏରୋଲା ହର୍ସିଗଙ୍କ…
ଥ୍ୟାଙ୍କ ୟୁ ଭଗବାନ୍! ଧିରେ ଧିରେ ଥମୁଛି ‘ଯମୁନାର’ର ଜଳସ୍ରୋତ: କିନ୍ତୁ ପାଣିରେ ବୁଡିଛି ସହର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ଶାନ୍ତିରେ ନିଶ୍ୱାସ ମାରିବେ ସାଧାରଣ ଲୋକେ । ଏକ ଭୟଙ୍କର ବିପଦ ଟଳିବାକୁ ଯାଉଥିବା ଦେଖାଯାଉଛି । କାରଣ ୩ ଦିନ ପର୍ଯ୍ୟନ୍ତ ସାରା ସହରକୁ ପାଣିରେ ବୁଡାଇ ରଖିବା ପରେ ଏବେ…
ମସଲା ଯୁକ୍ତ ଖାଦ୍ୟ ଖାଇ ପେଟ ଓ ଗଳା ଜଳୁଛି କି? ଏହି ଉପାୟରେ ମିଳିବ ତୁରନ୍ତ ଆରମ
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟରେ ମସଲାର ଏକ ବିଶେଷ ଭୂମିକା ରହିଛି। ଏହି ମସଲାଯୁକ୍ତ ଖାଦ୍ୟରେ ସ୍ୱାଦ ଏବଂ ସୁଗନ୍ଧ ଯୋଗ ହୋଇଥାଏ। ଭାରତୀୟ ମସଲା ଔଷଧୀୟ ଗୁଣ ପାଇଁ ଜଣାଶୁଣା। କଦଳୀରେ କର୍କୁମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ…
ଦେଶର ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ପିଛା ୯୦ ଟଙ୍କାରେ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ପିଛା ୯୦ ଟଙ୍କା ମୂଲ୍ୟରେ ବିକ୍ରି ଆରମ୍ଭ କରିଛନ୍ତି । ଜାତୀୟ ସମବାୟ ଖାଉଟି ମହାସଂଘ ମାଧ୍ୟମରେ ରିହାତି…
ଆସନ୍ତା ୫ ଦିନ ଜାରି ରହିବ ପ୍ରବଳ ବର୍ଷା! ୨୦ଟି ରାଜ୍ୟକୁ ଆଲର୍ଟ କଲା IMD, ଓଡ଼ିଶାବାସୀଙ୍କ ଚିନ୍ତା ବଢ଼ିଲା
ନୂଆଦିଲ୍ଲୀ: ନିକଟରେ ଯମୁନା ନଦୀ ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ବେହାଲ କରିଦେଇଥିଲା । ତେବେ ଏହା ମଧ୍ୟରେ ପୁଣି ଥରେ ଦିଲ୍ଲୀକୁ ମାଡ଼ି ଆସୁଛି ଆଉ ଏକ ବଡ଼ ବିପଦ । ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବର୍ଷା ନେଇ…