Browsing Category

Featured

ଓଜନ ହ୍ରାସ ଔଷଧକୁ ମିଳିଲା ମଞ୍ଜୁରୀ, ନୀଦରେ ନିଶ୍ୱାସ ଅଟକିଯିବା ସମସ୍ୟାକୁ ମଧ୍ୟ କରିବ ଦୂର, ଖୁବଶୀଘ୍ର ଭାରତରେ ହେବ ଲଞ୍ଚ

ନୂଆଦିଲ୍ଲୀ: ଯେଉଁମାନେ ଓଏସଏ (ଅବଷ୍ଟ୍ରକ୍ଟିଭ୍ ସ୍ଲିପ ଆପନିଆ) ରୋଗରେ ପୀଡିତ, ସେମାନଙ୍କ ପାଇଁ ଖୁସି ଖବର। ଏହି ଖୁସି ଖବର ଆମେରିକା ପ୍ରଦାନ କରିଛି। ଏହି ଔଷଧରେ ନୀଦରେ ଅଚାନକ ନିଶ୍ୱାସ ଅଟକିଯିବା ରୋଗର ଚିକିତ୍ସା…

ବଡ଼ଦିନରେ ଚମକିବେ ଏହି ୩ ରାଶି, ପଢନ୍ତୁ ଆଜିର ରାଶିଫଳ

ଓଡ଼ିଶା ଭାସ୍କର: ଆଜି ସାରା ବିଶ୍ୱରେ ଖ୍ରୀଷ୍ଟମାସ ଡେ’ ପାଳନ ହେଉଥିବା ବେଳେ ଓଡ଼ିଆମାନେ ଏହି ଦିବସକୁ ବଡ଼ ଦିନ ଭାବେ ପାଳନ କରିଥାଆନ୍ତି। କାରଣ ଏହି ଦିନଠାରୁ ଦିନ ବଡ଼ ହୋଇଥାଏ। ତେବେ ଆଜି ୩ଟି ରାଶିର ଲୋକଙ୍କ ପାଇଁ ଖୁବ…

ତୁଳସୀ ପୂଜନ ଦିବସ: ଏହି ମନ୍ତ୍ର ଜପ କଲେ ଦୂର ହେବ ବାସ୍ତୁଦୋଷ

ଓଡ଼ିଶା ଭାସ୍କର: ଆଜି ତୁଳସୀ ପୂଜନ ଦିବସ । ମାଁ ତୁଳସୀ ଦେବୀଙ୍କର ଘରେ ଘରେ ପୂଜନ, ଅର୍ଚ୍ଚନା, ବନ୍ଦନା ଏହି ଦିବସରେ କରାଯାଏ। ପଦ୍ମ ପୁରାଣରେ ଲେଖାଯାଇଛି ଯେ ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛଲି, ଗଣ୍ଡି ଓ ମାଟି ଆଦି ସବୁ…

ଫାଇଲ ଖୋଜୁ ଖୋଜୁ କୋର୍ଟ ରୁମରୁ ବାହାରିଲା ସାପ, ଜଜ ସ୍ଥଗିତ ରଖିଲେ ଶୁଣାଣି

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇର ମୁଲୁଣ୍ଡରେ ଥିବା ମାଜିଷ୍ଟ୍ରେଟ କୋର୍ଟର ଏକ କୋଠରୀରେ ସାପ ବାହାରିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ପ୍ରାୟ ଏକ ଘଣ୍ଟା ଧରି କୋର୍ଟ କାର୍ଯ୍ୟ ବ୍ୟାହତ ହୋଇଛି। ଅପରାହ୍ନରେ…

ଖ୍ରୀଷ୍ଟମାସରେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ରେଟ୍ କେତେ

ନୂଆଦିଲ୍ଲୀ: ବଡ଼ଦିନ ଅର୍ଥାତ ଖ୍ରୀଷ୍ଟମାସ ପୂର୍ବରୁ ମଙ୍ଗଳବାର ଦିନ ସୁନା ଆହୁରି ଶସ୍ତା ହୋଇଯାଇଛି। ଜାତୀୟ ରାଜଧାନୀରେ ସୁନାର ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୮ ହଜାର ୬୦୦ ଟଙ୍କାରେ ପହଞ୍ଚିଛି। ଗତ…

ରିପୋର୍ଟରୁ ଖୁଲାସା, ଏହି ସହରରେ ସବୁଠୁ ଅଧିକ ବୁକିଂ ହୋଇଛି OYO, ଧାର୍ମିକ ସହରର ମଧ୍ୟ ରହିଛି ନାମ

ନୂଆଦିଲ୍ଲୀ: ୨୦୨୪ ବର୍ଷ ବର୍ତ୍ତମାନ ଆଉ ସପ୍ତାହେ ରହିଲା। ଏହି ବର୍ଷ ଲୋକେ ବହୁଳ ମାତ୍ରାରେ ଯାତ୍ରା କରିଛନ୍ତି। OYO ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ରିପୋର୍ଟ ବର୍ଷକ ମଧ୍ୟରେ ଅଧିକ OYO ବୁକିଂ କରୁଥିବା…

କେଉଁ ରୋଗର ଚିକିତ୍ସା ପାଇଁ ହୋମିଓପାଥି ସବୁଠାରୁ ଭଲ? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ

ଜ୍ୱର , ମୁଣ୍ଡବିନ୍ଧା, ଚର୍ମ ସମସ୍ୟା କିମ୍ବା ପେଟ ବ୍ୟଥା ହେଉ ନା କାହିଁକି, ଆମେ ତୁରନ୍ତ ମେଡିକାଲ ଷ୍ଟୋରକୁ ଯାଇ ଏଲୋପାଥି ଔଷଧ ନେଇ ଆସୁ ଓ ଏହାକୁ ଖାଇଥାଉ । ଯଦି ତୁମେ ଆରାମ ପାଇବ ତେବେ ଠିକ୍ ଅଛି, ଯଦି ନୁହେଁ…

ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ହ୍ରାସ ପାଇଁ ନିଆଯାଉଛି ପଦକ୍ଷେପ: ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷକଙ୍କ ଶିକ୍ଷାର ବିକାଶ ହେବ । ବିଦ୍ୟାଳୟରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ହ୍ରାସ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଖ୍ରୀଷ୍ଟମାସ ପୂର୍ବ ସଂଧ୍ୟାରେ ଅଗ୍ନିକାଣ୍ଡ, ଆଇଫିଲ ଟାୱାରରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ପୂର୍ବ ସଂଧ୍ୟାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଫ୍ରାନ୍ସର ରାଜଧାନୀ ପ୍ୟାରିସ ସ୍ଥିତ ଆଇଫିଲ ଟାୱାରରେ ନିଆଁ ଲାଗିବାର ସୂଚନା ମିଳିଛି। କୁହାଯାଉଛି ଯେ, ଖ୍ରୀଷ୍ଟମାସ ଡେ’ର ପୂର୍ବ…

ଖ୍ରୀଷ୍ଟମାସ ସେଲିବ୍ରେସନ ପୂର୍ବରୁ ଲଗାନ୍ତୁ ଏହି ଫେସ୍ ପ୍ୟାକ, ଚମକିବ ଉଠିବ ତ୍ୱଚା

ଓଡ଼ିଶା ଭାସ୍କର: କଣ ଆପଣଙ୍କୁ ଖ୍ରୀଷ୍ଟମାସ ଦିନ ଗ୍ଲୋ କରିବାକୁ ଚାହୁଁଛନ୍ତି କି? ଯଦି ହଁ ତେବେ ଆପଣଙ୍କୁ କଦଳୀ ନିଜ ସ୍କିନ କେୟାର ରୁଟିନରେ ଅବଶ୍ୟ ସାମିଲ କରି ଦେଖିବା ଆବଶ୍ୟକ। କଦଳୀରେ ତିଆରି ହୋଇଥିବା କେମିକାଲ…