Browsing Category

Featured

Video: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ପୁଣି ତ୍ରୁଟି, ମୈସୁରରେ ଗାଡ଼ି ଉପରକୁ ଫିଙ୍ଗିଲେ ମୋବାଇଲ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତୃଟି ଦେଖିବାକୁ ମିଳିଛି । ମୈସୁରରେ ଏକ ରୋଡ୍ ସୋ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି…

ସରିବନି ମାସିକ ସାଲାରୀ: ଏହି ନିୟମକୁ ଫଲୋ କରି ଦେଖନ୍ତୁ, ମାସ ସରିବା ପୂର୍ବରୁ ସରିବନି ଦରମା

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିବେ । ମାସ ପୂରିବା ପୂର୍ବରୁ ମିଳିଥିବା ସାଲାରୀ ଶେଷ ହୋଇଯାଏ । ଏହାପରେ ପୁଣି ଉଧାର ଆଣି ଚଳିବାକୁ ପଡିଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା…

ଆଇପିଏଲର ୧୦୦୦ ତମ ମ୍ୟାଚରେ ଶତକ ହାସଲ କଲେ ଯଶସ୍ୱୀ ଯୈସ୍ବାଲ, ମୁମ୍ବାଇ ଆଗରେ ବିଜୟ ଲକ୍ଷ୍ୟ ୨୧୩

ଓଡ଼ିଶା ଭାସ୍କର: ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ ଇତିହାସର ୧୦୦୦ ତମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ରାଜସ୍ଥାନ ରୟାଲସ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ…

ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ବାପି ହାଁସଦା ଜିତିଲେ ରୌପ୍ୟ

ଭାରତ ତଥା ଓଡ଼ିଶାର ନୂଆ ଟ୍ରକ ଆଣ୍ଡ ଫିଲଡ ତାରକା ୧୭ ବର୍ଷୀୟ ବାପି ହାଁସଦା ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ ୪୦୦ ମିଟର ବାଧା ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ୫ ତମ ଯୁବ ଏସୀୟ…

(Video)ହାରିଲା ଚେନ୍ନାଇ, କିନ୍ତୁ ଧୋନୀଙ୍କ କାରନାମା ମନ ଜିତିନେଲା: ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ପଞ୍ଜାବ ବିପକ୍ଷ ଏକ ରୋମାଞ୍ଚକର ମ୍ୟାଚରେ ପରାଜୟର ସାମନା କରିଛି ଚେନ୍ନାଇ ସୁପର କିଙ୍ଗସ । କିନ୍ତୁ ଏହି ମ୍ୟାଚରେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଗୋଟିଏ କାମ ସମସ୍ତଙ୍କ ମନ କିଣି ନେଇଛି ।…

ତମ୍ବା ପାତ୍ର କିମ୍ବା ବୋତଲରେ ପାଣି ରଖି ପିଉଥିଲେ ସାବଧାନ! ଭୋଗିପାରନ୍ତି ବାନ୍ତି, ଡାଇରିଆ ଭଳି ସମସ୍ୟା

ତମ୍ବା ବାସନରେ ଜଳ ପିଇବାର ଲାଭ ଆପଣ ନିଶ୍ଚୟ ଶୁଣିଥିବେ । ତମ୍ବା ପାତ୍ର କିମ୍ବା ବୋତଲରେ ପାଣି ରଖି ପିଇବା ଦ୍ୱାରା ଶରୀରକୁ ଲାଭ ପହଂଚିଥାଏ । କିନ୍ତୁ ଏପରି କିଛି ଖାଦ୍ୟ ରହିଛି ଯାହା ତମ୍ବା ପାତ୍ରରେ ରଖି ଖାଇବା…

ଇତିହାସ ସୃଷ୍ଟି କଲେ ସାତ୍ୱିକସାଇରାଜ ଏବଂ ଚିରାଗ ଶେଟ୍ଟୀ ଯୋଡ଼ି: ୫୮ ବର୍ଷ ପରେ ଏସୀୟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ: ଏସୀୟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲା ଭାରତ। ଦୀର୍ଘ ୫୮ ବର୍ଷର ଅପେକ୍ଷା ସମାପ୍ତ କରି ଦୁବାଇରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତ ଏହି ସଫଳତା ପାଇଛି। ରବିବାର ସାତ୍ୱିକସାଇରାଜ…

ଗାଡ଼ିର ପଛ ଲାଇଟ୍ ନଜଳିଲେ କଟିଯିବ ଚାଲାଣ: ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର: ଆଜିକାଲି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜଧାନୀରେ ରାତି ବଢ଼଼ିଲେ, ବଢ଼଼ୁଛି ଦୁର୍ଘଟଣାର ଆଶଙ୍କା। ଆଉ ମଦ୍ୟପ ଚାଳକଙ୍କ ଲାଗି ଅଧିକ କାଳ ହୋଇଛି ରାଜଧାନୀ ରାଜପଥ। ପ୍ରତି ଦୁଇ…

ଭାରତ କଲା ବଡ଼ ରେକର୍ଡ: ବିଶୋଧିତ ଇନ୍ଧନ ଯୋଗାଇବାରେ ଭାରତ ୟୁରୋପର ବୃହତ୍ତମ ଯୋଗାଣକାରୀ

ନୂଆଦିଲ୍ଲୀ: ସମସ୍ତ ତୈଳ ଉତ୍ପାଦନକାରୀ ଦେଶକୁ ପଛରେ ପକାଇ ୟୁରୋପକୁ ବୃହତ୍ତମ ବିଶୋଧିତ ଇନ୍ଧନ ଯୋଗାଣକାରୀ ପାଲଟିଛି। ଆନାଲିଟିକ୍ସ ଫାର୍ମ କେପଲରଙ୍କ ରିପୋର୍ଟ ଅନୁଯାୟୀ ଏପ୍ରିଲ ମାସରେ ୟୁରୋପରେ ବିଶୋଧିତ ଇନ୍ଧନର…

ଗର୍ଭରେ ଶିଶୁ କାହିଁକି ହୋଇଥାଏ ଦିବ୍ୟାଙ୍ଗ, ଜାଣନ୍ତୁ କାରଣ ଓ ନିରାକରଣ

ଗର୍ଭରେ ଶିଶୁକୁ ଧାରଣ କରିବା ସମୟରେ ପୁର ଅପେକ୍ଷା ଅଧିକ ଯତ୍ନବାନ ହୋଇଯାଏ ମାଆ। ପ୍ରତ୍ୟେକ ଗର୍ଭବତୀ ମା’ ଚାହେଁ ଯେ ତା ଗର୍ଭରେ ଥିବା ସନ୍ତାନଟି କିଭଳି ସୁସ୍ଥ ସବଳ ହୋଇ ଜନ୍ମ ହେଉ । କୌଣସି ମା’ ଚାହିଁବନି ତା’ର…