Browsing Category

Featured

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର, ୨୭ା୨(ଓଡ଼ିଶା ଭାସ୍କର): ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ଦିନ ୧୦ଟାରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ସେ ପ୍ରଥମେ ଲୋକସେବା ଭବନ ଯିବେ । ପରେ…

ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ

ନୂଆଦିଲ୍ଲୀ,୨୭ ।୨: ଦିଲ୍ଲୀ ହିଂସା ମାମଲାରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧି ମଣ୍ଡଳରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ…

ଟି-୨୦ ମହିଳା ବିଶ୍ୱକପ, ଭାରତର ଦମଦାର ବିଜୟ

ମେଲବୋର୍ଣ୍ଣ, ୨୭ା୨: ଟି-୨୦ ମହିଳା ବିଶ୍ୱକପରେ ଭାରତ ହ୍ୟାଟ୍ରିକ୍ ବିଜୟ ଲାଭ କରିଛି । ମେଲବୋର୍ଣ୍ଣରେ ନ୍ୟୁଜିଲାଣ୍ଡକୁ ୩ ରନରେ  ହରାଇଛି ଭାରତ । ସୂଚନାଯୋଗ୍ୟ ଯେ ନ୍ୟୁଜିଲାଣ୍ଡକୁ ୧୩୪ ରନର ବିଜୟ ଲକ୍ଷ୍ୟ ଦେଇଥିଲା…

ପାହାଡୀ ଝରଣାରୁ ଜଳଉତ୍ସର ସଞ୍ଚୟ ଓ ଉପଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୭ ।୨(ଓଡିଶା ଭାସ୍କର): ଭୁବନେଶ୍ୱରରେ ପ୍ରଥମଥର ପାଇଁ ସ୍ୱାୟତ୍ତ ଶାସନରେ ଏସଟି ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ଖଲ୍ଲିକୋଟ ହେଲା ଏକକ ବିଶ୍ୱବିଦ୍ୟାଳୟ

ଗଞ୍ଜାମ, ୨୭ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁ ଏକକ ବିଶ୍ୱବିଦ୍ୟାଳୟ କରାଯାଇଛି । ଏଣିକି ଏକ ଗବେଷଶାତ୍ମକ ବିଶ୍ୱବିଦ୍ୟାଳୟ ଭାବେ ଖଲ୍ଳିକୋଟ କାର୍ଯ୍ୟ କରିବ । ଖଲ୍ଲିକୋଟ ଅଧିନରେ…

ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ବିଚାରପତିଙ୍କ ବଦଳି ନେଇ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ, ୨୭ା୨: ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ବିଚାରପତିଙ୍କ ବଦଳି ନେଇ ବର୍ଷିଛି କଂଗ୍ରେସ । ବିଜେପି ନେତାଙ୍କୁ ବଞ୍ଚାଇବା ପାଇଁ ଜଜଙ୍କୁ ବଦଳି କରାଯାଇଛି ବୋଲି କଂଗ୍ରେସ କହିଛି । ଏହିପରି ବଦଳିକୁ କଡ଼ା ନିନ୍ଦା…

ବାଇକକୁ ଧକ୍କାଦେଲା ବାଇକ୍, ୩ମୃତ

କଳାହାଣ୍ଡି, ୨୭ା୨(ଓଡ଼ିଶା ଭାସ୍କର): କଳାହାଣ୍ଡି ସ୍ଥିତ ମଦନପୁରର ରାମପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ରାମପୁର ସ୍ଥିତ ତୁଜୁଙ୍ଗ ଛକରେ ସଡ଼କ ଦୁର୍ଘଟଣା ଘଟିଛି । ସେଠାରେ ଦୁଇ ବାଇକ୍ ମୁହାଁମୁହିଁ ହୋଇଥିବା ନେଇ ସୂଚନା…

ଜାପାନରୁ ଫେରିଲେ ୧୧୯ ଭାରତୀୟ

ଟୋକିଓ, ୨୭ା୨: ଆଜି ଜାପାନରୁ ଦିଲ୍ଲୀ ଫେରିଛନ୍ତି ୧୧୯ ଭାରତୀୟ । ସେମାନଙ୍କ ମଧ୍ୟରେ ଥିବା ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ ମଧ୍ୟ ଭାରତ ଫେରିଛନ୍ତି । ଯାତ୍ରୀମାନଙ୍କୁ କରୋନା ସଂକ୍ରମଣ ଆଶଙ୍କାରେ ଜାହାଜରେ ଅଟକ…

ଦିଲ୍ଲୀ ହିଂସାକାଣ୍ଡ, ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ନୂଆଦିଲ୍ଲୀ, ୨୭ା୨: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଚାଲିଥିବା ହିଂସାକାଣ୍ଡ ଥମିବାର ନା ଧରୁନି । ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଦୁଇଜଣ…

ଏୟାରଟେଲକୁ ପଛରେ ପକାଇ ରିଲାଏନ୍ସ ଜିଓ ନମ୍ବର ୱାନ

ଭୁବନେଶ୍ୱର, ୨୬ା୨(ଓଡ଼ିଶା ଭାସ୍କର): ବଜାରରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଓ ଟ୍ରାଇ ତଥ୍ୟ ଅନୁସାରେ ଏୟାରଟେଲକୁ ପଛରେ ପକାଇ ଗ୍ରାହକ ସଂଖ୍ୟା ଓ ରାଜସ୍ୱ ଅଂଶ କ୍ଷେତ୍ରରେ…