Browsing Category

Featured

୩୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ମିଶନରେ ସଫଳ ହେଲେ ମହିଳା, ଜଙ୍ଗଲକୁ ପୁନର୍ଜୀବିତ କରି ସୃଷ୍ଟି କଲେ ଉଦାହରଣ

କୋରାପୁଟ: କଥାରେ ଅଛି ଯଦି ଲକ୍ଷ୍ୟ ସ୍ଥିର ଥାଏ, ତେବେ ସଫଳତା ନିଶ୍ଚୟ ମିଳେ। ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଓଡିଶାର କୋରାପୁଟ ଜିଲ୍ଲାରେ। ଉପାନ୍ତ ଜିଲ୍ଲାର ଆଞ୍ଚଲା ଗାଁର ମହିଳାମାନେ ଏକ ଜଙ୍ଗଲକୁ…

ଇଣ୍ଡୋନେସିଆର ଉଚ୍ଚତମ ଆଗ୍ନେୟଗିରି ବିସ୍ଫୋରଣ; ଗରମ ଗ୍ୟାସ ପାଇଁ ଭାଙ୍ଗିଲା ବ୍ରିଜ, ବହିଲା ଲାଭାର ନଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବହୁ ଜନବହୁଳ ଦ୍ୱୀପରେ ଥିବା ଉଚ୍ଚତମ ଆଗ୍ନେୟଗିରିରେ ବିସ୍ଫୋରଣ ଘଟି ଗ୍ୟାସ ଏବଂ ଲାଭା ଉଦଗୀରଣ ହୋଇଥିଲା । ଲାଭାର ନଦୀ ପ୍ରବାହିତ ହୋଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି…

ତିନି ନୂଆ ପ୍ରଜାତିର ଖାଦ୍ୟଶସ୍ୟ ଆବିଷ୍କାର କଲେ ବୈଜ୍ଞାନିକ: ପୋଷକ ତତ୍ତ୍ୱରେ ଭରା ଏହି ଶସ୍ୟ

ମୁମ୍ବାଇ: ବର୍ତ୍ତମାନ ରବି ଋତୁ ଚାଲିଛି । କୃଷକମାନେ କ୍ଷେତରେ ରବି ଫସଲ ପାଇଁ ବିହନ ବୁଣିବାରେ ଲାଗିଛନ୍ତି । କୃଷକମାନେ ବୁଣିବା ପାଇଁ ବଜାର ଏବଂ ସରକାରୀ କେନ୍ଦ୍ରରୁ ବିହନ କିଣୁଛନ୍ତି । ବୈଜ୍ଞାନିକମାନେ ମଧ୍ୟ…

MCD ନିର୍ବାଚନରେ ୫୦ ପ୍ରତିଶତ ମତଦାନ, ଡିସେମ୍ବର ୭ରେ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ଆଜି ମତଦାନ ସମାପ୍ତ ହୋଇଛି । ସନ୍ଧ୍ୟା ୫.୩୦ ସୁଦ୍ଧା ମୋଟ ୫୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ମୋଟ ୨୫୦ଟି ସିଟ ପାଇଁ…

ପାଣି ପିଆଇଲା ବାଂଲାଦେଶ, ପ୍ରଥମ ଦିନିକିଆରେ ବ୍ୟାଟିଂ ବୋଲିଂ ସବୁଥିରେ ଫେଲ୍ ମାରିଲେ ଭାରତୀୟ ଖେଳାଳି

ମୀରପୁର: ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ ହାସଲ କରିଛି ଘରୋଇ ଦଳ। ଏହି ରୋମାଞ୍ଚକର ମୁକାବିଲାରେ ବାଂଲାଦେଶ ଭାରତକୁ ଗୋଟିଏ ୱିକେଟରେ ହରାଇ ଦେଇଛି। ଭାରତୀୟ କ୍ରିକେଟ୍…

ଗ୍ଲୋବାଲ ମାର୍କେଟରେ ହେବ ଚୀନ-ଭାରତ ଟକ୍କର! ଖେଳନା ଉଦ୍ୟୋଗରେ ବଢ଼ିବ PLI ବେନିଫିଟ୍, କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଖେଳନା ଉଦ୍ୟୋଗର ଦ୍ରୁତ ଅଭିବୃଦ୍ଧି ଘଟୁଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସେକ୍ଟରକୁ ବିଶେଷ ଭାବେ ଫୋକସ୍ କରାଯାଉଛି । ଚୀନ ନିର୍ମିତ ଖେଳନା ଉପରେ ଦେଶରେ ଲଗାମ୍ ଲଗାଯିବା…

Video: ଗୋଟିଏ ଯୁବକଙ୍କ ପ୍ରେମରେ ପଡିଥିଲେ ଯାଆଁଳା ଭଉଣୀ ରିଙ୍କି ଓ ପିଙ୍କି, ଭାଇରାଲ୍ ହେଲା ବିବାହ ସମୟର ଭିଡିଓ

ମୁମ୍ବାଇ: ଜଣେ ଯୁବକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଯାଆଁଳା ଭଉଣୀ। ମହାରାଷ୍ଟ୍ରର ସୋଲାପୁରରୁ ଏମିତି ହିଁ ଏକ ନିଆରା ବିବାହର ଭିଡିଓ ଭାଇରାଲ ହେଉଛି। କୁହାଯାଉଛି କି, ଏଠାରେ ଦୁଇ ଯାଆଁଳା ଭଉଣୀ ଜଣେ…

ଖେଳନା ଉଦ୍ୟୋଗକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ପିଆଇଏଲ ମାଧ୍ୟମରେ ୩୫୦୦ କୋଟି ଦେବାକୁ କଲେ ଘୋଷଣା

ନୂଆଦିଲ୍ଲୀ: ଖେଳନା ଉଦ୍ୟୋଗ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଉତ୍ପାଦନ ପାଇଁ ପ୍ରୋତ୍ସାହନ(ପିଏଲଆଇ) ରୂପରେ ସରକାର ଖେଳନା ଉଦ୍ୟୋଗକୁ ୩ ହଜାର ୫୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତେବେ ଏହି ଲାଭ…

ଅନଲାଇନ ଗେମିଂ ପାଇଁ କେନ୍ଦ୍ର ସରକାର ଲାଗୁ କରିବେ ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ଅନଲାଇନ ଗେମିଂକୁ ରେଗୁଲେଟ କରିବାକୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଯେଉଁ ଗେମଗୁଡ଼ିକରେ ଅର୍ଥ ସାମିଲ ରହିଥିବ, ସେସବୁ ଗେମକୁ ଏଥିରେ କଭର କରାଯିବ । ଏହା ପୂର୍ବରୁ କେବଳ…

(Video) ମାଆଙ୍କ ଆଶିର୍ବାଦ ନେବାକୁ ପହଞ୍ଚିଲେ ମୋଦୀ: ଆସନ୍ତାକାଲି ଗୁଜରାଟ ନିର୍ବାଚନ ପାଇଁ କରିବେ ମତଦାନ

ନୂଆଦିଲ୍ଲୀ: ଆସନ୍ତାକାଲି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ । ଗତ ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…