Browsing Category
Featured
ଟି-୨୦ ଦଳରୁ ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କୁ ଛୁଟି ! ଦିନିକିଆ ଏବଂ ଟେଷ୍ଟ ଉପରେ କରିବେ ଫୋକସ୍
ନୂଆଦିଲ୍ଲୀ: ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କୁ ବୋଧହୁଏ ଚଳିତ ବର୍ଷ ଟି-୨୦ ଖେଳିଥିବା ଦେଖିବାକୁ ପାଇବା। ଆସନ୍ତା ବର୍ଷ ଭାରତରେ ବିଶ୍ଵ କପ୍ ୨୦୨୩ ଖେଳାଯିବ। ଏହା ପୂର୍ବରୁ ପାଖାପାଖି ଛଅଟି ଟି-୨୦ ମ୍ୟାଚ୍ ଖେଳାଯିବ।…
କୋରାପୁଟରେ ଓଲଟିଲା ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର
କୋରାପୁଟ(ଓଡ଼ିଶା ଭାସ୍କର): ସୁଙ୍କି-ପଟାଙ୍ଗି ରାସ୍ତାରେ ଓଲଟିପଡ଼ିଛି ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର । ଘାଟି ରାସ୍ତାରେ ରାଜଗୁଡ଼ା ନିକଟରେ ଟ୍ୟାଙ୍କରଟି ଓଲଟି ପଡ଼ିଥିବା ଜଣାପଡିଛି । ବିଶାଖାପାଟଣାରୁ ରାୟପୁର ଯିବା ବାଟରେ…
ପଦ୍ମପୁରରେ ମୁଖ୍ୟ ନିର୍ବାଚନ ଅଧିକାରୀ,ଆଚରଣ ବିଧି ଉଲଙ୍ଘନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ
ପଦ୍ମପୁର:ନିର୍ବାଚନୀ ପ୍ରଚାରରେ କମ୍ପୁଛି ପଦ୍ମପୁର । ଆଗାମୀ ୫ତାରିଖରେ ପଦ୍ମପୁର ଉପନିର୍ବାଚନ ଥିବାରୁ ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଏହା ସହିତ ନିର୍ବାଚନ ଅଧିକାରୀ…
(Video) ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍: କିନ୍ତୁ ମୋବାଇଲ ଫୋନରେ କଥା ହେବା ଛାଡ଼ିଲେନି, ଦେଖନ୍ତୁ Video
ସୋସିଆଲ ମିଡିଆରେ ବେଳେବେଳେ କିଛି ଛାତିଥରା ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ୟୁଜର୍ସଙ୍କର ବି ଲୋମ ଟାଙ୍କୁରି ଯାଏ । ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସୋସିଆଲ ମିଡିଆ ୟୁଜର୍ସଙ୍କୁ ଦୋହଲାଇ…
iPhoneରେ ମିଳିବ ନାହିଁ ଟ୍ଵିଟର ? ଏଲନ ମସ୍କଙ୍କୁ ଘାରିଲା ଭୟ
ନୂଆଦିଲ୍ଲୀ: ଟ୍ଵିଟରକୁ କିଣିବା ପରଠୁ ଏଲନ ମସ୍କ ପ୍ରତିଦିନ ଚର୍ଚ୍ଚାରେ ରହୁଛନ୍ତି। କର୍ମଚାରୀଙ୍କ ଛଟେଇକୁ ନେଇ ହେଉ କି ଟ୍ଵିଟରର ନୂତନ ନୀତିକୁ ନେଇ ମସ୍କ ଖବରର ଶିରୋନାମାରେ ରହୁଛନ୍ତି। ଏବେ ତାଙ୍କୁ ମୋବାଇଲ…
ଅଜଣା ଗାଡ଼ି ଧକ୍କାରେ ୩ ସାମ୍ବାଦିକଙ୍କ ମୃତ୍ୟୁ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରେସ୍ କ୍ଲବ୍ ସଭାପତିଙ୍କ ସମେତ ୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଦୁଃଖ ପ୍ରକାଶ…
ଏହି ସମୟରେ ରୋଷେଇ ଘରେ ଜଳାନ୍ତୁ ଲବଙ୍ଗ-କର୍ପୂର, ଦୂର ହେବ ଟଙ୍କା ସମସ୍ୟା
ବାସ୍ତୁ ଶାସ୍ତ୍ରରେ ଘରର ସବୁ ଦିଗ ଏବଂ ଜିନିଷକୁ ରଖିବାକୁ ନେଇ ନିୟମ ରହିଛି । ଯଦି ଏହି ନିୟମର ପାଳନ ହେଉନାହିଁ ତେବେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ବାସ୍ତୁ ଶାସ୍ତ୍ରରେ ଏହି ଦୋଷକୁ ଦୂର କରିବା ପାଇଁ କିଛି…
IT-GST ରେଡ୍ ମଧ୍ୟରେ ଆଜିଠୁ ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ନିର୍ବାଚନୀ ପ୍ରଚାର, ବିଜେପି ମହଲରେ ଉତ୍ସାହ
-ପଦ୍ମପୁର ପ୍ରଚାରରେ କେନ୍ଦ୍ର ତଡକା
-ଗୋଟେ ପରେ ଗୋଟେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର
-ରାଜନୈତିକ ଅଙ୍କ କଷଣ ସହ ସରକାର ଉପରେ ହେଉଛି ବର୍ଷଣ
ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନକୁ ନେଇ ନିର୍ବାଚନୀ ପ୍ରଚାର…
ସାରା ଦେଶରେ ଠପ୍ ହୋଇଗଲା ଜିଓ ସର୍ଭିସ୍: କଲିଂ ଓ ମେସେଜ୍ ସେବା ୩ ଘଣ୍ଟା ପାଇଁ ପ୍ରଭାବିତ
ନୂଆଦିଲ୍ଲୀ: ଭାରତର ସବୁଠାରୁ ଲୋକପ୍ରିୟ ତଥା ନମ୍ବର ୱାନ୍ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଆଜି ସକାଳୁ ଡାଉନ୍ ଚାଲିଥିଲା । ଜିଓ ଗ୍ରାହକଙ୍କ ଅଭିଯୋଗ ସୋସିଆଲ ମିଡିଆର ଦେଖିବାକୁ ମିଳୁଛି । ଗ୍ରାହକଙ୍କ କହିବା ମୁତାବକ,…
ଦ କାଶ୍ମୀର ଫାଇଲ ବିବାଦ: ଜୁରୀ ଚିଫଙ୍କ ବିବାଦୀୟ ବୟାନ ପରେ ଇଜରାୟଲର ସଫେଇ , ଅନୁପମ ଖେର କହିଲେ…
ମୁମ୍ବାଇ: ଫିଲ୍ମ 'ଦ କାଶ୍ମୀର ଫାଇଲ'ରିଲିଜ ହେବା ପରଠାରୁ ହିଁ ଏହାକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଛି । ପୂର୍ବରୁ ଏହି ଚଳଚ୍ଚିତ୍ରକୁ କିଛି ବ୍ୟକ୍ତି ନିନ୍ଦା କରୁଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ପୁଣି ବିବାଦ…