
Browsing Category
Featured
୨ଟି ପାନ୍ କାର୍ଡ ରଖିଛନ୍ତି କି ? ୧୦ ହଜାର ଜରିମାନା ସହ ହୋଇପାରେ ଜେଲ, ଏପରି କରନ୍ତୁ ସରେଣ୍ଡର
ନୂଆଦିଲ୍ଲୀ: ବ୍ୟାଙ୍କ ଏବଂ ଆୟକର ରିଟର୍ଣ୍ଣ (ଆଇଟିଆର)ଙ୍କ ପାଇଁ ପାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କିନ୍ତୁ ଦୁଇଟି ପାନ୍ କାର୍ଡ ରହିବା ଆପଣଙ୍କ ସମସ୍ୟାର କାରଣ ହୋଇପାରେ । ଏଭଳି ପରିସ୍ଥିତିରେ ଆପଣଙ୍କୁ…
ଏହି ସରକାରୀ ବ୍ୟାଙ୍କର ଲୋନ୍ ଆଜିଠାରୁ ହେଲା ମହଙ୍ଗା: ଦେବାକୁ ପଡିବ ଅଧିକ EMI
ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ‘କାନାରା ବ୍ୟାଙ୍କ’ ସମସ୍ତ ଅବଧି ପାଇଁ ନିଜର ଏମସିଏଲଆର ଓ ଆରଏଲଏଲଆରରେ ୧୫ ବେସିସ ପଏଣ୍ଟ ବୃଦ୍ଧି କରିଛି । ହାର ବୃଦ୍ଧି ଯୋଗୁଁ ଲୋନ୍ ନେବା ଏବେ ମହଙ୍ଗା ହେବ । ଗ୍ରାହକଙ୍କ ଉପରେ ଇଏମଆଇ…
ଋଷର ରକ୍ଷାମନ୍ତ୍ରୀ କରିବେ କି ଆତ୍ମହତ୍ୟା? ୟୁକ୍ରେନଠୁ ହାରିବା ପରେ ନେତାମାନେ ଏମିତି ଦେଲେ ଉପଦେଶ
ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ‘ସ୍ପେଶାଲ ମିଲିଟାରୀ ଅପରେସନ’ରେ ଆଶାନୁରୂପ ସଫଳତା ନ ମିଳିବାରୁ ବଢିବାରେ ଲାଗିଛି ବିରୋଧ । ଋଷ ଦ୍ୱାରା କବଜା ହୋଇଥିବା ୟୁକ୍ରେନ ସହରରେ ସ୍ଥାପିତ ନେତା ପୁତିନଙ୍କ…
ପ୍ରବଳ ବର୍ଷା ଯୋଗୁଁ ଏହି ଜିଲ୍ଲାରେ ୩ ଦିନ ସ୍କୁଲ ବନ୍ଦ: ଡିଏମ ଦେଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ: ୨ ଦିନ ହେବ ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଧନଜୀବନ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ଗଳିରେ ପାଣି ଭର୍ତ୍ତି ହୋଇଥିବା ଯାତାୟତ ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷା ଯୋଗୁଁ ୟୁପିର ଅନେକ ଜିଲ୍ଲାରେ…
ମାର୍ଗି ହେବାକୁ ଯାଉଛନ୍ତି ବୃହସ୍ପତି ଗ୍ରହ: ଏହି ୩ ରାଶି ଉପରେ ପଡିବ ପ୍ରଭାବ ଜାଣନ୍ତୁ ଆପଣଙ୍କ ଭାଗ୍ୟ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟୋକ ଗ୍ରହ ଏକ ନିର୍ଦ୍ଧିିଷ୍ଟ ସମୟରେ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ପ୍ରତ୍ୟେ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । କାହା ଉପରେ ଏହା…
ଶେଷ ପର୍ଯ୍ୟନ୍ତ ଲଢିଲେ ସଞ୍ଜୁ ସାମସନ: କିନ୍ତୁ ଦଳକୁ ବିଜୟ ଭେଟି ଦେବାରେ ମିଳିଲାନି ସଫଳତା
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ସାଉଥ ଆଫ୍ରିକାର ୨୫୦ ରନର ଲକ୍ଷ୍ୟକୁ ପୂରଣ କରିବାରେ ଫେଲ ମାରିଛି ଶିଖର ସେନା । ଅଧିକାଂଶ ଖେଳାଳି ଏହି…
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ୯ ତାରିଖ ଯାଏଁ ପ୍ରବଳ ବର୍ଷିବ, ପାଣିପାଗ ବିଭାଗର ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବା ସହ ଆନ୍ଧ୍ର ଉପକୂଳ ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ଲଗାଣ ବର୍ଷା ଲାଗି…
ଶତ୍ରୁ ସହ ଲଢ଼ିବ ମାନବ ବିହୀନ ବୋଟ୍: DRDOର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଦୁଇ ପଡ଼ୋଶୀ ରାଷ୍ଟ୍ର ଚୀନ ଏବଂ ପାକିସ୍ତାନ ବାରମ୍ବାର ଭାରତ ପାଇଁ ବିପଦ ସୃଷ୍ଟି…
ରାଶିଫଳ(ଶୁକ୍ରବାର,୦୭ ଅକ୍ଟୋବର,୨୦୨୨)
ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ଭବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି…
ମୋଦୀ ସରକାର ବଢ଼ାଇବେ ୪ଟି ଭତ୍ତା: କର୍ମଚାରୀଙ୍କ ବଢ଼ିଯିବ ସାଲାରି, ଜାଣନ୍ତୁ କ’ଣ କ’ଣ ସବୁ ବଢ଼ିବ
ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିଲେ । ତେବେ କର୍ମଚାରୀଙ୍କୁ ଦଶହରା ଭେଟି ମିଳିସାରିଥିବା ବେଳେ ଆଗକୁ ଦିପାବଳୀ ଗିଫ୍ଟ ସହିତ ଆହୁରି ଅନେକ କିଛି ବେନିଫିଟ୍…