
Browsing Category
Featured
ଗର୍ଭବତୀ ଥିବା ସମୟରେ ମହିଳାମାନେ କରନ୍ତୁନି ଏପରି ଭୁଲ: ନଚେତ୍ ଭୋଗିପାରନ୍ତି ସମସ୍ୟା
ଗର୍ଭାବସ୍ଥା ଏପରି ଏକ ସମୟ, ଯେତେବେଳେ ଜଣେ ମହିଳା ନିଜ ପେଟରେ ନୂଆ ଜୀବନକୁ ପାଳିଥାନ୍ତି । ଏହି ସମୟରେ ମହିଳାଙ୍କ ମନରେ ପ୍ରସନ୍ନତା ରହିଥାଏ ଏହା ସହ ତାଙ୍କୁ ଅନେକ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ ।…
TATA ର ଏହି କାର୍ ଉପରେ ଖାସ୍ ଅଫର ଦେଉଛି SBI: ଏମିତି କରନ୍ତୁ ବୁକ୍…
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) ପାର୍ବଣ ଋତୁରେ ବଢ଼ିଆ ଅଫର୍ ଆଣିଛି । ବ୍ୟାଙ୍କ୍ ଟାଟା ମୋଟର୍ସ (TATA Motors)ର କାର କିଣିବା ଉପରେ ଛାଡ଼ ଦେଉଛି । ଯଦି ଆପଣ ଏହି…
୨ IASଙ୍କୁ ହକି ବିଶ୍ବକପ୍ ପରିଚାଳନା ଦାୟିତ୍ୱ: ଭୂପେନ୍ଦ୍ରଙ୍କୁ ରାଉରକେଲା ତ’ ରଘୁ ଜି.ଙ୍କୁ ଭୁବନେଶ୍ୱର
ଭୁବନେଶ୍ୱର: ହକି ବିଶ୍ୱକପ୍-୨୦୨୩ ପାଇଁ ଦୁଇ ବରିଷ୍ଠ ଆଇଏଏସଙ୍କୁ ଦିଆଯାଇଛି ପରିଚାଳନା ଦାୟିତ୍ୱ । ଏହି ଦୁଇ ଅଧିକାରୀଙ୍କ ଭିତରୁ ଜଣେ ହେଲେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ ଇପିକଲର ପରିଚାଳନା ନିର୍ଦେଶକ ତଥା…
ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା: ହିମସ୍ଖଳନରେ ଫସିଲେ ପର୍ବତାରୋହୀ ଦଳ, ୨୦ ମୃତ ଆଶଙ୍କା…
ଉତ୍ତରାଖଣ୍ଡ ଗରୱାଲରେ ହିମସ୍ଖଳନ ଯୋଗୁଁ ୨୮ ରୁ ଅଧିକ ପର୍ବତାରୋହୀ ଫସିରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୨୦ ଜଣକ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୂଯାୟୀ ଉତ୍ତରାଖଣ୍ଡରେ ନେହରୁ ପର୍ବତାରୋହଣ…
ରାତିରେ ବାରମ୍ବାର ଆସୁଛି କି ଖରାପ ସ୍ୱପ୍ନ ? ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ରୋଗର ସଂକେତ
ନୂଆଦିଲ୍ଲୀ: ଆମେ ରାତିରେ ଶୋଇବା ବେଳେ ଅନେକ ପ୍ରକାର ସ୍ୱପ୍ନ ଦେଖିଥାନ୍ତି । ଯାହାକୁ ।ମେ ସକାଳୁ ଭୁଲି ମଧ୍ୟ ଯାଆନ୍ତି । କିନ୍ତୁ ରାତିରେ ଶୋଇବା ପରେ ।ପଣ ଯଦି କିଛି ଭୟଙ୍କର ସ୍ୱପ୍ନ ଦେଖୁଛନ୍ତି ଏବଂ ରାତିରେ…
(Video) ୪୦ ବର୍ଷ ହେବ ଛିଣ୍ଡା ପଲିଥିନ ତଳେ ବିତୁଛି ଅସହାୟ ବୃଦ୍ଧଙ୍କ ଜୀବନ.. ଘର ଖଣ୍ଡେ ଓ ଭତ୍ତା ଟଙ୍କାକୁ ଅପେକ୍ଷା
ବୟସ ର ଅପରାହ୍ନ ରେ ଜୀବନ ଜୀଇଁବାକୁ କରୁଛନ୍ତି ସଂଗ୍ରାମ । ଆଖିକୁ ଆଉ ଭଲ ଭାବେ ଦିଶୁନି । ଆଗକୁ ଚାଲିବାକୁ ପାଦ ଅକ୍ଷମ ପାଲଟିଛି । ଜୀବନ ଥିବା ପର୍ଯ୍ୟନ୍ତ ଶାନ୍ତିରେ ଟିକିଏ ମୁଣ୍ଡ ଗୁଞ୍ଜିି ବିଶ୍ରାମ ନେବା ପାଇଁ…
କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା: ୧୨ ଘଣ୍ଟା ପାଇଁ ପାଣିପାଗ ବିଭାଗର ଆଲର୍ଟ
ଭୁବନେଶ୍ୱର: ପାର୍ବଣ ସମୟକୁ ଫିକା ପକାଇ ଦେଇଛି ବର୍ଷା । ଲଗାଣ ବର୍ଷାକୁ ନେଇ ଟ୍ୱିନ୍ ସିଟି ଭୁବନେଶ୍ୱର କଟକ ସହରକୁ ଆଲର୍ଟ କରାଯାଇଛି । ୧୨ ଘଣ୍ଟା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଘଣ୍ଟା ପ୍ରତି ୨/୩…
(Video) ଶିଶୁ ପିଠିର ଟ୍ୟୁମର ହେଲା ଅପରେସନ: ନୂଆ ଜୀବନ ପାଇଲା ଉଦିତ୍
ଓଡ଼ିଶା ଭାସ୍କରର ମହାପ୍ରଭାବ । ଖବର ପ୍ରସାରଣ ପରେ ସହାୟତା ସହ ନୂଆ ଜୀବନ ପାଇଲା କୁନି ଶିଶୁ । ଗୁଲୁ ଗୁଲିଆ କୁନି ଶିଶୁ ମୁହଁରେ ଫୁଟିଲା ହସ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଂଚାୟତ ଅନ୍ତର୍ଗତ…
(Video) ହିମାଳୟରେ ବରଫ ଚାଦରରେ ଆଚ୍ଛାଦିତ ହୋଇ ରହିଛି ଶିବ ମନ୍ଦିର: ବିଦେଶୀ ଅଧିକାରୀ ସେୟାର କଲେ ଭିଡିଓ…
ନୂଆଦିଲ୍ଳୀ: ଅନେକ ସମୟରେ ଦେଶର ବିଭିନ୍ନ ଆକର୍ଷଣୀୟ ସ୍ଥାନର ଭିଡିଓ ଭାଇରାଲ ହୋଇଥାଏ । ଯାହା ଦେଖିବାକୁ ଖୁବ୍ ରୋମାଞ୍ଚକର ହୋଇଥାଏ । ଏହା ଲୋକଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିଥାଏ । ଏହାରି ମଧ୍ୟରେ ନରୱେର ଜଣେ ଅଧିକାରୀ…
ଡିଜିପି ହତ୍ୟା ମାମଲାରେ ଚାକର ୟାସିର ଗିରଫ: ଡିଜିପିଙ୍କୁ କାହିଁକି ଓ କେମିତି ମାରିଥିଲା ଅଭିଯୁକ୍ତ ?
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଡିଜି ହେମନ୍ତ ଲୋହିଆଙ୍କୁ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଘରୋଇ କର୍ମଚାରୀ ବା ଚାକର ୟାସିରକୁ ଗିରଫ କରାଯାଇଛି । ପୋଲିସ…