Browsing Category
Featured
ଏଠି ଅଛିକି କୌଣସି ଅତୃପ୍ତ ଶକ୍ତି ! ପାଖରେ ନାହାନ୍ତି କେହି ହେଲେ ବାହାରୁଛି ଅନର୍ଗଳ ପାଣି…
ଇଏ ସରକାରୀ ପାଣି ନା କାହା ଘରର ପାଣି। ବୋହି ଚାଲିଛି ତ ବୋହି ଚାଲିଛି। କାହାକୁ ଫରକ ବି ପଡୁନି କି କାହାକୁ ଦେଖା ବି ଯାଉନି। ପାଖରେ ବି କେହି ନାହାନ୍ତି। ତାହେଲେ ଏଠି ପାଣି ବୋହୁଛି କେମିତି। ନଳକୂପରୁ ପୁଣି କିପରି…
(Video) ଡରନିରେ ପିଲେ ମୁଁ ଅଛି… ପିଲାଙ୍କୁ ବର୍ଷାରୁ ରକ୍ଷା କରିବାକୁ ଏମିତି କଲା ମା’ କୁକୁଡ଼ା
ନୂଆଦିଲ୍ଲୀ: ମା’ ଏହି ଶବ୍ଦ ସମସ୍ତଙ୍କର ଆପଣାର । ମା’ ସବୁବେଳେ ନିଜ ସନ୍ତାନର ରକ୍ଷା କରିଆସିଛି । ଜନ୍ମଦେବାଠାରୁ ଲାଳନପାଳନ କରି ବଡ଼ କରିବା ପର୍ଯ୍ୟନ୍ତ । ସବୁକ୍ଷେତ୍ରରେ ମା’ର ଅବଦାନ ଅତୁଳନୀୟ । ମା’ ବିନା ଏ ସଂସାର…
BYJDର କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଉପସଭାପତିଙ୍କ ନାମ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଉପସଭାପତି ନିଯୁକ୍ତି ପାଇଛି ।…
ଦ୍ୱିତୀୟ ଦିନିକିଆ ମ୍ୟାଚକୁ କବଜା କଲା ଟିମ ଇଣ୍ଡିଆ: ଜିମ୍ବାୱେ ଦେଇଥିଲା କଡା ଟକ୍କର
ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମଧ୍ୟ ଭାରତ ବିଜୟ ହାସଲ କରିଛି । ୨୬ ତମ ଓଭରରେ ୧୬୨ ରନର ଛୋଟ ଟାର୍ଗେଟକୁ ହାସଲ କରି ନେଇଛି ରାହୁଲ ସେନା । ଫଳରେ ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଦ୍ୱିତୀୟ…
ଏମିତି କାରନାମା କେବେ ଶୁଣିନଥିବେ, ଟଙ୍କା ହଡ଼ପ ଖୋଲିଦେଲେ ନକଲି ଥାନା…
ପାଟଣା: ଆପଣ ନକଲି ପୋଲିସ କଥା ଶୁଣିଥିବେ, କେମିତି ଅନେକ ସମୟରେ କେହି ବ୍ୟକ୍ତି ନିଜକୁ ପୋଲିସ ଅଫିସର କହି ଲୋକଙ୍କୁ ଠକିଥାନ୍ତି ଏବଂ ଲୋକଙ୍କୁ ବର୍ଦ୍ଦିର ପାୱାର ଦେଖାଇ ଡରାଇଥାନ୍ତି । ଅନେକ ସମୟରେ ଏହି ନକଲି ପୋଲିସ…
(video) ବଦଳିଗଲେ ବାବୁସାନ! ଅନୁତାପ କରି କ୍ୟାମେରା ଆଗରେ ଭୁଲ ମାଗିଲେ ଅଭିନେତା
ଭୁବନେଶ୍ୱର: ବାବୁସାନ-ପ୍ରକୃତି ମାମଲା ଏବ ଶାନ୍ତ ହୋଇ ସାରିଛି । କିନ୍ତୁ ଏହି ସମୟରେ ନିଜ ଭୁଲ ମାନିଛନ୍ତି ଓଲିଉଡର ମେଗାଷ୍ଟାର ବାବୁସାନ । କରିଥିବା ଭୁଲର ଅନୁତାପ କରି କ୍ୟାମେରା ସାମନାରେ ସେ କ୍ଷମା ପ୍ରାର୍ଥନା…
Asia Cup-2022 ରୁ ବିଦା ହେଲେ ଶାହିନ ଆଫ୍ରିଦି: ପାକିସ୍ତାନକୁ ହରାଇବା ଭାରତ ପାଇଁ ହେବ ସହଜ
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ଆରମ୍ଭ ହେବାର ଠିକ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଏକ ଖୁସି ଖବର । ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଥିବା ଜଣେ ଖେଳାଳି ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଆହତ ଯୋଗୁଁ…
ଉପରାଷ୍ଟ୍ରପତିଙ୍କୁ ଭେଟିଲେ ୨ ବିଜେଡି ସାଂସଦ, ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଳୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ସଂସଦୀୟ ଦଳ ତରଫରୁ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର…
ବହୁତ ବଢ଼ିଆ: ପିଲାମାନେ ପରୀକ୍ଷା ହଲରେ ମୋବାଇଲ ଓ ବହି ଦେଖି ଉତ୍ତର ଲେଖୁଛନ୍ତି
ନୂଆଦିଲ୍ଲୀ: ଅନେକ ସମୟରେ ଶିକ୍ଷାର ନଗ୍ନ ଦୃଶ୍ୟ ଆମ ସମାଜରେ ଦେଖିବାକୁ ମିଳିଥାଏ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପରୀକ୍ଷା ହଲରେ । ପରୀକ୍ଷାର୍ଥୀମାନେ ହଲ ମଧ୍ୟକୁ ମୋବାଇଲ ଓ ବହି ନେଇ ଆରାମରେ କପି…
ଏସିଆ କପରେ ଏଣ୍ଟ୍ରି କଲେ ଧୋନୀଙ୍କ ଧୁରନ୍ଧର: ଚେନ୍ନାଇ ପାଇଁ ପାଲଟିଥିଲେ ସୁପରହିରୋ
ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ପ୍ରାୟ ସମସ୍ତ ଦଳ ନିଜ ନିଜ ସ୍କ୍ୱାଡ ଘାଷଣା କରି ସାରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ହଠାତ…