Browsing Category
Featured
ବ୍ୟକ୍ତିଙ୍କୁ ମିଳିଲା ୩୪୧୯ କୋଟି ଟଙ୍କାର ବିଲ୍, ଶୁଣିବା ମାତ୍ରେ ହସ୍ପିଟାଲରେ ଭର୍ତ୍ତି
ଗ୍ଵାଲିୟର: ଜଣେ ସାଧାରଣ ନାଗରିକ ହିସାବରେ ଆପଣ ସର୍ବାଧିକ ବିଜୁଳି ବିଲ୍ କେତେ ଶୁଣି ଥିବେ ? ୧୦ ହଜାର, ୫୦ ହଜାର ଏପରିକି ୫ ଲକ୍ଷ ? ହେଲେ ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ବିଜୁଳି ବିଭାଗର ଏକ ଅଜବ କାରନାମା ସାମ୍ନାକୁ…
ବ୍ୟାଙ୍କ ଗ୍ରାହକଙ୍କୁ ଏବେ ମିଳିବ ବଡ଼ ସୁବିଧା : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା
ନୂଆଦିଲ୍ଲୀ: ଏବେ ସମବାୟ ବ୍ୟାଙ୍କର ଗ୍ରାହକଙ୍କୁ ସରକାରଙ୍କର ସମସ୍ତ କଲ୍ୟାଣକାରୀ ଯୋଜନାର ସୁବିଧା ଦିଆଯିବ । ସରକାର ଏଥିପାଇଁ ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର (ଡିବିଟି) ସହିତ ସମବାୟ ବ୍ୟାଙ୍କଗୁଡ଼ିକୁ ସଂଯୋଗ କରିବେ ।…
Video: ସଂସଦରେ ପ୍ରଶ୍ନ ଉଠାଇଲେ ଅନୁଭବ ଯେଉଁଥିରେ ନିଜର ଓ ବାବୁସାନଙ୍କ ବେଦନା ଲୁଚି ରହିଛି
ଭୁବନେଶ୍ୱର: ଅନୁଭବଙ୍କୁ ବାବୁସାନ ଚିନ୍ତା। କଥାଟା ବାବୁସାନଙ୍କ ଆଡକୁ ଯେତିକି ଯାଉଛି ସେତିକି ଅନୁଭବଙ୍କ ଆଡକୁ ମଧ୍ୟ ଯାଉଛି। ଅଭିନେତା ଅନୁଭବ ମହାନ୍ତି ମାନନୀୟ କେନ୍ଦ୍ରାପଡ଼ା ସାଂସଦ କିଛି ସେହିଭଳି କଥା ହିଁ…
ରାଜ୍ୟରେ ଗତ୨୪ ଘଣ୍ଟାରେ୧୧୭୪ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ସମଗ୍ର ରାଜ୍ୟରେ କରୋନା ପୁଣି ତାର କାୟା ବିସ୍ତାର କରିବାର ଲାଗିଛି। ପ୍ରତ୍ୟେକ ଦିନ ଶହଶହ ଲୋକେ କରୋନାରେ ଆକ୍ରାନ୍ତ ହେଉଥିବାବେଳେ ଆଜି ୧ହଜାର ୧୭୪ ଜଣ ନୂଆ ଆକ୍ରାନ୍ତ ଚିହଟ୍ନ ହୋଇଥିବା ସୂଚନା ଓ ଲୋକ…
ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ: MBAରେ ଶ୍ରଦ୍ଧାରବିନ୍ଦ ଟପ୍ପର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷର ଓଜେଇଇ ରେଜଲ୍ଟ ଆଜି ପ୍ରକାଶ ପାଇଛି । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…
ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଗିରଫ ଓ ସମ୍ପତି ଜବତ କରିବା ଇଡିର ଅଧିକାର
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାର ଏବଂ ତଥା ମନି ଲଣ୍ଡରିଂ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଇଡିର ଗିରଫ କରିବାର ଅଧିକାର ରହିଛି ଏହା…
ଚିନ୍ତା ବଢ଼ାଉଛି କାଶୀପୁର ହଇଜା: ଚାଲିଗଲା ଆଉ ୨ ଜୀବନ
ରାୟଗଡ଼ା(ଓଡ଼ିଶା ଭାସ୍କର): କାଶୀପୁର ହଇଜାକୁ ନେଇ ଚିନ୍ତା ବଢ଼ିଯାଇଛି । ଏହାରି ମଧ୍ୟରେ ଏହି ହଇଜାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଆଜି ସୂଚନା ମିଳିଛି । ଆଉ ୨ ଜଣଙ୍କ ମୃତ୍ୟୁ ପରେ ହଇଜା ମୃତ୍ୟୁ ସଂଖ୍ୟା ୧୦କୁ…
ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ: ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଟିମ୍
କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ଚେର ମାଡ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି…
(Video) ମା’ ପୁଅ ଭେଟାଭେଟି: ଅପରାଜିତାଙ୍କୁ ଧରି କାନ୍ଦିପକାଇଲେ ବାବୁସାନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାବୁସାନ୍-ତୃପ୍ତି-ପ୍ରକୃତି କଳିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଅଭିନେତା । ବରମୁଣ୍ଡା ଜଗନ୍ନାଥବିହାର ସ୍ଥିତ ଘରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି…
୧ ଅଗଷ୍ଟରୁ ବଦଳିଯିବ ଏହି ନିୟମ: ପକେଟ୍ ହୋଇପାରେ ଖାଲି
ନୂଆଦିଲ୍ଲୀ: ଆଉ କିଛି ପରେ ଆସିବାକୁ ଯାଉଛି ଅଗଷ୍ଟ ମାସ । ୧ ତାରିଖ ସହ ପ୍ରତ୍ୟେକ ମାସ ପରି ଏଥର ମଧ୍ୟ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଗ୍ୟାସର ଦାମ୍ ବ୍ୟତୀତ ବ୍ୟାଙ୍କିଂ ସିଷ୍ଟମ ସହ ଜଡ଼ିତ କିଛି ଅପଡେଟ…