Browsing Category

Featured

ବଦଳିଯିବ ଦେଶର ୨୩ଟି AIIMSର ନାମ! ପ୍ରସ୍ତାବ ଉପରେ ବିଚାର କରୁଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ପ୍ରଦାନ କରୁଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ (ଏମ୍ସ)ର ନାମ ଖୁବଶୀଘ୍ର ବଦଳିବାକୁ ଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ପ୍ରସ୍ତାବ…

ବନ୍ୟା ପରେ ପରିବା ଦର ଆକାଶ ଛୁଆଁ, ଖାଉଟି ହନ୍ତସନ୍ତ

କାକଟପୁର,(ଭାସ୍କର ନ୍ୟୁଜ): ସାରା ରାଜ୍ୟରେ ଲଘୁଚାପ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଦେଇଛି, ସରକାର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବନ୍ୟା ପୀଡିତାଙ୍କ ପାଇଁ ସହଯୋଗର ହାତ ବଢ଼ାଇ ଥିବାବେଳେ ପନିରିବା…

ଏହି ୩ ରାଶିରେ ପଡିବ ସୂର୍ଯ୍ୟ, ଶନି, ଓ ବୁଧଙ୍କର ଶୁଭ ଦୃଷ୍ଟି: ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତିଥି ବାର ନକ୍ଷେତ୍ରକୁ ନେଇ ଗ୍ରହମାନେ ନିଜର ଗତିପଥ ପରିବର୍ତ୍ତନ କରିଥାନ୍ତି । ଯାହାକି ରାଶିମାନଙ୍କ ଉପରେ ପ୍ରଭାବ ପକାଇଥାଏ । ସେହିପରି ଆଜି ଅର୍ଥାତ ଅଗଷ୍ଟ ମାସ ୨୨ ତାରିଖରେ ବୁଧ ଗ୍ରହ…

ଆଜିଠୁ ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ୨୬ ଅଗଷ୍ଟ ପର୍ଯ୍ୟନ୍ତ ଏହି ସୁବିଧା ଯୋଗାଇବେ ସରକାର

ନୂଆଦିଲ୍ଲୀ : ଲୋକଙ୍କ ଶସ୍ତା ସୁନା କିଣିବାର ସୁଯୋଗ ଦେବାକୁ ଯାଉଛନ୍ତି ସରକାର । ତେବେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାର୍ବଭୌମ ଗୋଲ୍ଡ ବଣ୍ଡ (ଏସଜିବି) ଯୋଜନାର ଦ୍ୱିତୀୟ ସିରିଜ୍ ଆଜିଠାରୁ ଖୋଲୁଛି । ଏହା ଅଧୀନରେ…

ବିଗବସର ନୂଆ ସିଜିନରେ ଆଉ ଦେଖିବାକୁ ମିଳିବେ ନାହିଁ ସଲମାନ, ଜାଣନ୍ତୁ କାହିଁକି ଆଉ କିଏ କରିବ ସୋ ହୋଷ୍ଟ..

ମୁମ୍ବାଇ: ବିଗବସ କହିଲାମାନେ ସୋ ର ହୋଷ୍ଟ ସଲମାନ ଖାନକୁ ବୁଝାଏ । ସଲମାନ ଙ୍କ ବିନା ଏହି ସୋର ଆଦୌ ଚାହିଦା ନଥାଏ । ଏହି କଣ୍ଟ୍ରୋଭସି ହାଉସ ଆସିବା ପାଇଁ ଅଭିନେତା ମାନେ ଯେତେ ତତ୍ପର ଥାଆନ୍ତି ତା ଠାରୁ ଅଧିକ…

ଦୁନିଆର ସବୁଠୁ ଦାମୀ ପନିର, ଯାହାର ମୂଲ୍ୟ ଏତିକି ହଜାର ଟଙ୍କା

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦାମୀ ପନିର ବିଷୟରେ ଆପଣ ଜାଣିଛନ୍ତି? ଏହି ପନିର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୮୦୦ ରୁ ୧୦୦୦ ୟୁରୋ (ପ୍ରାୟ ୮୨,୦୦୦ ରୁ ଅଧିକ) । ଏହାକୁ ଦୁନିଆର ସବୁଠାରୁ ଦାମୀ ପନିର ମଧ୍ୟରୁ ବିବେଚନା…

କୋରାପୁଟରେ ଝାଡାବାନ୍ତିରେ ଆତଙ୍କ: ୧୬ ଆକ୍ରାନ୍ତ, ୬ ଗୁରୁତର

କୋରାପୁଟ, (ଭାସ୍କର ନ୍ୟୁଜ୍‌): ଦଶମନ୍ତପୁର ଓ ଲକ୍ଷ୍ମୀପୁର ପରେ ବର୍ତ୍ତମାନ କୋରାପୁଟ ବ୍ଲକର ମସ୍ତିୁଟ ଗ୍ରାମରେ ବ୍ୟାପିଛି ଝାଡାବାନ୍ତି । ଗ୍ରାମର ୧୬ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ…

ବନ୍ୟା ବିପନ୍ନ ମହିଳାଙ୍କୁ ମିଳିବ ଫ୍ରୀ ସାନିଟାରୀ ପ୍ୟାଡ୍: ସରକାରଙ୍କ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଏବେ ବି ବନ୍ୟା ସ୍ଥିତି ବଜାୟ ରହିଛି । ଏହାରି ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ସରକାର । ଏଣିକି ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣା ସାନିଟାରୀ ପ୍ୟାଡ ବାଣ୍ଟିବେ ସରକାର । ମାଗଣା ସାନିଟାରୀ ପ୍ୟାଡ…

ଢ଼ାବାରେ ଦୁଇ ଗୋଷ୍ଠି ମାରପିଟ ଘଟଣା: ୨ଗିରଫ, ୯ଫେରାର

ଟାଙ୍ଗୀ-ଚୌଦ୍ୱାର, (ଭାସ୍କର ନ୍ୟୁଜ ):ଟାଙ୍ଗୀ ସ୍ଥିତ ଗୋବିନ୍ଦପୁର ଛକରେ ଥିବା ଢ଼ାବା ରେ ଦୁଇ ଗୋଷ୍ଟି ମାରପିଟ ଘଟଣାରେ ଗୋଟିଏ ଗୋଷ୍ଠୀର ଦୁଇ ଅଭିଯୁକ୍ତଙ୍କୁ ଟାଙ୍ଗୀ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି ।…

କରୋନା ପରେ ଟମାଟୋ ଫ୍ଲୁ କୁ ନେଇ ଚେତାବନୀ, ପିଲାଙ୍କ ଶରୀର ଏଭଳି ଲକ୍ଷଣ ଦେଖା ଦେଲା ସତର୍କ ରୁହ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ଏହାର କାୟା ବିସ୍ତାର କରିବା ପରେ ଏବେ ନୂଆ ନୂଆ ସଂକ୍ରମଣ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । କୋଭିଡ୍‌ ମହାମାରୀ ପରେ ଟମାଟୋ ଫ୍ଲୁ ନାମରେ ଏକ ନୂଆ ରୋଗ ଭାରତ ସମେତ…