Browsing Category

Featured

ବିଧାନସଭାରେ ପାରିତ ହେଲା ୩ଟି ବିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ୩ଟି ବିଲ୍ ପାରିତ ହୋଇଛି । ଡ୍ରିମସ୍ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଲ-୨୦୨୨, ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଓଡ଼ିଶା ସଂଶୋଧନ ବିଲ-୨୦୨୨, ଗାନ୍ଧି…

ଋତୁସ୍ରାବ ପରେ ମହିଳାଙ୍କ ମସ୍ତିଷ୍କରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ, ଜାଣନ୍ତୁ ଏନେଇ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ ମହିଳାଙ୍କୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଥାଏ । ତେବେ ନିକଟରେ ମହିଳାଙ୍କ ଋତୁସ୍ରାବକୁ ନେଇ ଏକ ନୂଆ ରିସର୍ଚ୍ଚ ରିପୋର୍ଟ ହସ୍ତଗତ ହୋଇଛି । ଋତୁସ୍ରାବ ପରେ ମହିଳାଙ୍କ ମସ୍ତିଷ୍କରେ ଅନେକ…

(Video) ଏଟିଏମରୁ ବାହାରିଲା ଚିରା ଫଟା ଏବଂ ରଙ୍ଗୀନ ନୋଟ୍, ଆଶ୍ଚର୍ଯ୍ୟ ହୋଇଗଲେ ଗ୍ରାହକ

ଭଦ୍ରକ: ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଲାଇନ୍ ଛିଡ଼ା ହୋଇ ସମୟ ନଷ୍ଟ ନହେଉ ସେଥିପାଇଁ ଏଟିଏମରୁ ଟଙ୍କା  ସହଜରେ ଟଙ୍କା କାଢ଼ିଥାନ୍ତି ଗ୍ରାହକ । ଅନେକ ସମୟରେ ଲୋକମାନେ ଏଟିଏମ ଫ୍ରଡର ମଧ୍ୟ ଶିକାର ହୋଇଥାନ୍ତି । ତେବେ…

ଗୁପ୍ତରେ ଥିବାରୁ ଶିବଲିଙ୍ଗର ନାମ ହୋଇଥିଲା ବାବା ଗୁପ୍ତେଶ୍ୱର: ଜାଣନ୍ତୁ କେମିତି ହୋଇଥିଲେ ଆବିର୍ଭାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୁପ୍ତେଶ୍ୱର ପାହାଡ଼ରେ ଥିବା ଗୁପ୍ତେଶ୍ୱର ଗୁମ୍ଫା । ଗୁମ୍ଫାର ଅନ୍ଧକାର ଭିତରେ ଅବସ୍ଥାନ କରୁଛନ୍ତି ଦେବାଧିଦେବ ଆଶୁତୋଷ ଶଙ୍କର । ପାହାଡ଼ର ଶୀର୍ଷ ଦେଶର ଏକ…

ଛୋଟ ଶିଶୁଙ୍କର ବଡ଼ ହୃଦୟ, ଆପଣଙ୍କର ପିଲାଦିନର କଥା ମନେ ଅଛି ତ, ଥରେ ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟର ଜମାନାରେ ଛୋଟ ବଡ଼ ଘଟଣା ସବୁ କ୍ଷଣିକ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ତେବେ ନିକଟରେ ଛୋଟ ଶିଶୁଙ୍କର ଏକ ମଜାଳିଆ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି…

ଧରାପଡ଼ିଲେ ଠକ ପ୍ରେମୀ ଯୁଗଳ, ଚାକିରି ପ୍ରଲୋଭନ ଦେଖାଇ ଲୁଟୁଥିଲେ ଲୋକଙ୍କୁ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ସାଇବର ପୋଲିସ କବଜାରେ ବଣ୍ଟି ଔର ବବଲୀ ଗ୍ୟାଙ୍ଗ... ସରକାରୀ ଚାକିରି ନାଁରେ ଲୋକଙ୍କୁ ଲଗାଉଥିଲେ ଚୂନା... ଟାର୍ଗେଟରେ ଥିଲେ କମ୍ପିଟେଟିଭ ଛାତ୍ରଛାତ୍ରୀ... ଆଉ ଠକେଇ ଟଙ୍କାରେ ବଞ୍ଚୁଥିଲେ…

ଯେଉଁମାନଙ୍କ ପାଖରେ ଦୁଇରୁ ଅଧିକ ବନ୍ଧୁକ ଥିବ ସେମାନେ ୯୦ ଦିନ ଭିତରେ ଫେରାଇବେ, ନିର୍ଦ୍ଦେଶନାମା ଜାରିକଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଏଣିକୁ ଦୁଇରୁ ଅଧିକ ବନ୍ଧୁକ ପାଖରେ କେହି ରଖିପାରିବେ ନାହିଁ । ନିୟମ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିୟମ ଲାଗୁ ହେବା ଫଳରେ ଏଣିକି ରାଇଫଲ ଆସୋସିଏସନ ଓ କ୍ଲବ ଅଡ଼ୁଆରେ ପଡ଼ିବେ…

ରେଷ୍ଟୁରାଣ୍ଟରେ ଆଉ ବାଧ୍ୟତାମୂଳକ ନୁହେଁ ସର୍ଭିସ ଚାର୍ଜ, ଜାରି ହେଲା ଗାଇଡଲାଇନ୍

ସେଣ୍ଟ୍ରାଲ୍ କନ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି(ସିସିପିଏ) ଏକ ଆଶ୍ୱସ୍ତିକର ଘୋଷଣା କରିଛି । ସିସିପିଏ ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ସର୍ଭିସକୁ ନେଇ ନୂଆ ଗାଇଡଲାଇନ ଜାରି କରିଛି । ଗାଇଡ ଲାଇନ ଅନୂଯାୟୀ ଏବେ ଆପଣଙ୍କୁ…

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲା ଏବେ ବିଧାନସଭାରେ ପହଞ୍ଚିଛି । ରାଗିଂ ଯୋଗୁଁ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା ଦର୍ଶାଇ ସୋମବାର ଗୃହରେ ଏହି ପ୍ରସଙ୍ଗ…

ଭାରତରେ ପେଟ୍ରୋଲ ଲିଟର ୩୮୫ ଟଙ୍କାରେ ବିକ୍ରି ହେବ: ଏହା କ’ଣ ସତ ହେବ, ଜାଣନ୍ତୁ ମାର୍କେଟ କଣ୍ଡିସନଙ୍କୁ ନେଇ କ’ଣ ରହିଛି ଏକ୍ସପର୍ଟଙ୍କ ମତ

ନୂଆଦିଲ୍ଲୀ: ଅଶୋଧିତ ତୈଳକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଆଗାମୀ ଦିନରେ କ୍ରୁଡ ଅଏଲର ମୂଲ୍ୟ ବ୍ୟାରେଲ ପିଛା ୩୮୦ ଡଲାର ଛୁଇଁପାରେ । ତେବେ ଏଭଳି ସ୍ଥିତିରେ ଭାରତବର୍ଷରେ ପେଟ୍ରୋଲ ଲିଟର ୩୦୦ ଟଙ୍କା ଟପିବା…