Browsing Category

Featured

ବଟଲରଙ୍କ ପୋଜିସନ ଉପରେ ବିପଦର ଘଣ୍ଟି: ଚିନ୍ତା ବଢାଉଛି ରାହୁଲ-କ୍ୱିଣ୍ଟନ ସୁପର ଯୋଡି

ମୁମ୍ବାଇ: ଚଳିତ IPL ସିଜନରେ ଅରେଞ୍ଜ କ୍ୟାପ ତାଲିକାରେ ଖୁବ ଆଗରେ ରହିଛନ୍ତି ରାଜସ୍ଥାନର ଓପନର ଜୋସ ବଟଲର । ୩ଟି ଦମଦାର ଶତକ ସହିତ ୩ଟି ଅର୍ଦ୍ଧଶତକୀୟ ପାଳି ଖେଳି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି । ୧୩ ମ୍ୟାଚରୁ…

‘ସ୍ୱପ୍ନର କାର୍’ରେ ତାଜ୍ ହୋଟେଲ ପହଞ୍ଚିଲେ ରତନ ଟାଟା: ଭିଡିଓ ଦେଖିଲେ ଆପଣ ବି…

ନୂଆଦିଲ୍ଲୀ: ଭାରତର ଜଣାଶୁଣା ଶିଳ୍ପପତି ବା ଟାଟା ଗ୍ରୁପର ଚେୟାରମ୍ୟାନ୍ ରତନ ଟାଟାଙ୍କ ଜୀବନଶୈଳୀର ଅନେକ କାହାଣୀ ରହିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି…

ମହିଳା ଟିଚରଙ୍କ ନାଁରେ ସାଂଘାତିକ ଅଭିଯୋଗ: ସ୍କୁଲକୁ ଗୋମାଂସ ଆଣିବା ନେଇ ମାମଲା ରୁଜୁ

ଆସାମ: ଆସାମ ଲଖିମପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସରକାରୀ ସ୍କୁଲର ଜଣେ ମହିଳା ହେଡମାଷ୍ଟରଙ୍କ ବିରୋଧରେ ମାମଲା ରୁଜୁ କରିଛି । ସ୍କୁଲର ଅନ୍ୟ ହିନ୍ଦୁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ବିରୋଧରେ…

ATMରୁ ଟଙ୍କା ଉଠାଣ ନିୟମ ବଦଳିଲା: ନଜାଣିଲେ ଅଟକିଯିବ ଆପଣଙ୍କ କ୍ୟାସ୍

ନୂଆଦିଲ୍ଲୀ: ATMରୁ ଟଙ୍କା ଉଠାଇବ ନିୟମ ବଦଳିଯାଇଛି । ATMରୁ ଟଙ୍କା କାରବାରକୁ ଅଧିକ ସୁରକ୍ଷିତ କରିବା ପାଇଁ ନିୟମ ପରିବର୍ତ୍ତନ କରିଛି SBI । ଆସନ୍ତୁ ଜାଣିବା କ’ଣ ରହିଛି ନିୟମ । ଏଣିକି ଏଟିଏମରୁ ଟଙ୍କା ଉଠାଇବା…

ଖେଳ ମଝିରେ ଘଟିଲା ଅଦ୍ଭୁତ ଘଟଣା: କାହିଁକି ମ୍ୟାଚ ଅଧାରୁ ପଡିଆରୁ ବାହାରକୁ ଚାଲିିଗଲେ ଅମ୍ପାୟାର?

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ବିଶ୍ୱବାସୀଙ୍କ ନଜର ଓଚଖ ଉପରେ ରହିଥିବା ବେଳେ ଅନ୍ୟ ପଟେ ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ଚଟଗାଁଓରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଘଟିଛି କିଛି ଏପରି ଘଟଣା…

ମଦ ଖୋଜୁଥିଲେ ସରକାରୀ ଅଧିକାରୀ: ବିପୁଳ ପରିମାଣର ମିଳିଲା ରୂପା

ଗୋପାଳଗଞ୍ଜ: ଆଳୁ ଖୋଳୁ ଖୋଳୁ ମହାଦେବ । ମଦ ଖୋଜୁଥିବା ସରକାରୀ ଟିମ ହାତରେ ଲାଗିଛି ବିପୁଳ ପରିମାଣର ରୂପା । ସୂଚନା ଅନୁସାରେ, ବିହାରରେ ମଦ ବନ୍ଦ ଆଇନ ଲାଗୁ ହୋଇଛି । ଏପରି ପରିସ୍ଥିତିରେ ମଦ ବେପାରୀଙ୍କ ବିରୋଧରେ ବଡ଼…

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ: ଖୋର୍ଦ୍ଧାରୁ ଚିହ୍ନଟ ହେଲେ ଆଜି ଦିନର ସର୍ବାଧିକ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଭୁବନେଶ୍ୱରରେ ହତ୍ୟାକାଣ୍ଡ: ଶିଖରଚଣ୍ଡୀ ପାହାଡରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରୁ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଳମ୍ବିତ ରାତିରେ ହସ୍ପିଟାଲ ନେବା ବାଟରେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ନନ୍ଦନକାନନ ଥାନା…

ପ୍ରେମିକା ସହ କଥା ହେବାରୁ କ୍ଲାସମେଟକୁ ଛୁରାମାଡ: ପରେ ସରି କହିବାକୁ ବାଧ୍ୟ କଲା ପ୍ରେମିକ

ହାଇଦ୍ରାବାଦ: ତେଲେଙ୍ଗାନା ରଙ୍ଗା ରେଡ୍ଡୀ ଜିଲ୍ଲାର ରାଜେନ୍ଦ୍ର ନଗର ମଣ୍ଡଳରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ର ନିଜ ସହପାଠୀ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ପ୍ରେମିକା ସହ କଥା ହେଉଥିବାରୁ ଛାତ୍ର ଜଣକ ଉତ୍ୟକ୍ତ ହୋଇ…

OMSA କର୍ମକର୍ତ୍ତା ନିର୍ବାଚନ ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ: ଜାଣନ୍ତୁ କାରଣ

କଟକ(ଓଡ଼ିଶା ଭାସ୍କର): ଓଏମଏସଏ କର୍ମକର୍ତ୍ତା ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ରଦ୍ଦ କରିଛନ୍ତି ହାଇକୋର୍ଟ । ୨୦୨୨ ଫେବ୍ରୁଆରୀ ୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ରଦ୍ଦ ହୋଇଥିବା ସୂଚନା ମିଳିଛି । ସେଣ୍ଟ୍ରାଲ…