Browsing Category

Featured

ନାଟୋ ବୈଠକରେ ସାମିଲ ହେବେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି, ନାଟୋର ବିସ୍ତାରିତ ଦିଗକୁ ନେଇ ଚର୍ଚ୍ଚା ହେବ

କିଏଭ: ଚଳିତ ମାସରେ ହେବାକୁ ଥିବା ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ୍‌ (ନାଟୋ) ବୈଠକରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଅଂଶଗ୍ରହଣ କରିବେ । ନାଟୋ ଉପମହାସଚିବ ମିରାସିୟା ଜୋଏନ୍‌ ସୂଚନା ଦେଇଛନ୍ତି…

ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷକୁ ମିଳିଲା ଆଇନଗତ ମାନ୍ୟତା, ଚାଷୀଙ୍କୁ ୧୦ ଲକ୍ଷ ମଞ୍ଜି ବାଣ୍ଟିଲେ ସରକାର

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷ କରିବା ଆଉ ବେଆଇନ୍‌ ନୁହେଁ । ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା । ଏଣିକି ଗଞ୍ଜେଇ ଉତ୍ପାଦନ କରିବା ,ଏହାକୁ ରଖିବା ଓ…

ରାଜ୍ୟାଭିଷେକ ପୂର୍ବର କାହାଣୀ; ତିନି ଭାଇଙ୍କୁ ନେଇ ଏହି ଚିନ୍ତାରେ ମଗ୍ନ ଥିଲେ ଭଗବାନ ରାମ, ଜାଣନ୍ତୁ ଏହି ମଜାଦାର କାହାଣୀ

ଓଡ଼ିଶା ଭାସ୍କର: ଶ୍ରୀ ରାମଙ୍କ ରାଜ୍ୟାଭିଷେକ ନିଷ୍ପତ୍ତି ପରେ ଗୁରୁ ବଶିଷ୍ଠ ତାଙ୍କ ପ୍ରାସାଦରେ ପହଞ୍ଚି ଉପବାସ, ପୂଜାର୍ଚନା ଇତ୍ୟାଦିକୁ ସୃଷ୍ଟିକର୍ତ୍ତା ଦ୍ୱାରା କିପରି ଏହି କାର୍ଯ୍ୟକୁ ଫଳପ୍ରଦ ଭାବରେ କରିପାରିବେ…

କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ! ଓଡ଼ିଶାରୁ ୨ ଜଣଙ୍କ ନାମ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ/ଭୁବନେଶ୍ୱର, = : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ…

ପଥର ସନ୍ଧିରୁୁ ୮ ଘଣ୍ଟାର କଠିନ ଉଦ୍ୟମ ପରେ ଉଦ୍ଧାର ହେଲା ନାବାଳକ, ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଖସିପଡିଥିଲା

ନବରଙ୍ଗପୁର, (ଭାସ୍କର ନ୍ୟୁଜ୍‌): ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ପଥର ସନ୍ଧିରେ ଫସି ଦୀର୍ଘ ୮ ଘଣ୍ଟା ପରେ ଉଦ୍ଧାର ହେଲା ନାବାଳକ । ସକାଳୁ ରାତି ପର୍ଯ୍ୟନ୍ତ ଦୁଇଟି ପଥର ସନ୍ଧିରେ ଜଣେ ୧୨ ବର୍ଷୀୟ ବାଳକର ମୁଣ୍ଡ ଫସି…

ଟେଣ୍ଟ ମାଲିକ ପପୁ ପ୍ରଧାନ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ମୁନାକୁ ବାନ୍ଧିଲା ପୋଲିସ, ଏବେ ବି ଫେରାର ଅଛନ୍ତି ଡିଜେ ମାଲିକ ଓ ଅନ୍ୟଜଣେ…

ଗୋପ, (ଭାସ୍କର ନ୍ୟୁଜ) : ଗୋପ ଥାନା ଅଧୀନ ଏରବଙ୍ଗ ଗ୍ରାମର ଟେଣ୍ଟ ମାଲିକ ପପୁ ପ୍ରଧାନ ହତ୍ୟା କାଣ୍ଡ ଘଟଣାରେ ଦ୍ବିତୀୟ ଅଭିଯୁକ୍ତକୁ ଦୀର୍ଘ ଦେଢ ମାସ ପରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ମାତ୍ର ମୁଖ୍ୟ ଅଭିଯୁକ୍ତ…

ବିବାହ ଲଗ୍ନ ଧାର୍ଯ୍ୟ ଦିନ ଫେରାର ହୋଇଗଲେ ଯୁବକ, ପ୍ରତାରଣା ଅଭିଯୋଗ ଆଣିବା ସହ ପ୍ରେମିକ ଦୁଆରେ ଧାରଣାରେ ବସିଲେ ପ୍ରେମିକା ଓ ଗ୍ରାମବାସୀ

ତିହିଡ଼ି,(ଭାସ୍କର ନ୍ୟୁଜ) : ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେହି ଗ୍ରାମର ଜଣେ ଯୁବକ ପ୍ରତାରଣା କରିଥିବା ଥାନାରେ ଅଭିଯୋଗ ହୋଇଛି । ଏ…

ନୟାଗଡ଼ରେ ଫାଟିଲା ତେଲ ଟ୍ୟାଙ୍କର: ୪ ଜୀବନ୍ତ ଦଗ୍ଧ

ନୟାଗଡ଼(ଓଡ଼ିଶା ଭାସ୍କର): ବ୍ରିଜରୁ ଖସି ବିସ୍ଫୋରଣରେ ଫାଟିଛି ତେଲ ଟ୍ୟାଙ୍କର । ତେଲ ଟ୍ୟାଙ୍କର ଫାଟିବାରୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ ଜଣ ଓ ମେଡିକାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା, ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରକୋପ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଗାମୀ ୨୪ ଘଣ୍ଟା ମଧ୍ୟରେ ଶନିବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୧୨ଟି ଜିଲ୍ଳାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ସେହିପରି ଏହି ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ପ୍ରବଳ…

ରାଶିଫଳ(ଶନିବାର,୧୧ ଜୁନ,୨୦୨୨)

ମେଷ : ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରେ । ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ । ମହିଳା…