Browsing Category
Featured
ଋଷ ସେନା ବିରୁଦ୍ଧରେ ୟୁକ୍ରେନର ସଙ୍ଗୀନ ଅଭିଯୋଗ: ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଦାବି କଲେ ସାଂସଦ
ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଋଷ-ୟୁକ୍ରେନ ଯୁଦ୍ଧ । ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ପରେ ସୁଦ୍ଧା ଯୁଦ୍ଧରେ ବିରାମ ଲାଗି ପାରୁନି । ଏହାଭିତରେ ଉଭୟ ଦେଶର ଏହି ଯୁଦ୍ଧକୁ ୪୦ ଦିନ ବିତିଗଲାଣି । ଅଧିକାଂଶ ସହର…
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ମାନସଙ୍କ ଘରେ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସୋମବାର ମାନସଙ୍କ ଘରେ ପହଞ୍ଚିଛି । ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ନୟାଗଡ଼ ଜିଲ୍ଲା…
ରୋଷଘର ଚୁଲି ଭଙ୍ଗାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା: ପୁନରାବୃତ୍ତି ନ ହେବା ପାଇଁ ନିଆଯିବ ପଦକ୍ଷେପ
ଶ୍ରୀମନ୍ଦିର ରୋଷଘରେ ପ୍ରାୟ ୮୦ ରୁ ଅଧିକ ଚୁଲି ଭାଙ୍ଗିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହାରି ମଧ୍ୟରେ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପୋଲିସ ଡିଜିି ସୁନୀଲ ବଂଶଲ ଶ୍ରୀମନ୍ଦିରରେ…
ଅସହ୍ୟ ତାତିରେ ଛଟପଟ ହେଉଛି ରାଜ୍ୟର ଅଧିକାଂଶ ସହର: ୪୨ ଡିଗ୍ରୀ ଉପରେ ୨ ସହରର ତାପମାତ୍ରା
ଭୁବନେଶ୍ୱର: ଭୀଷଣ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ରାଜ୍ୟ । ଅସହ୍ୟ ତାତି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି । ବିଶେଷ କରି ପଶ୍ଚିମ ଓଡିଶାରେ ତାତିର ପରିମାଣ ଅଧିକ ଅନୁଭବ ହେଉଥିବା ଦେଖାଯାଇଛି । ୨ଟି ସହରରେ…
ରାସ୍ତା କଡରେ ଛିଡା ହୋଇଥିଲା ବୁଲେଟ: ହଠାତ ବମ ଭଳି ଫାଟିଲା ନୂଆ ରୋୟଲ ଏନଫିଲ୍ଡ ବାଇକ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ଘଟିଯାଇଛି । ରାସ୍ତା କଡରେ ଠିଆ ହୋଇଥିବା ଗାଡିରେ ହଠାତ ଭୟଙ୍କର ବିସ୍ଫୋରଣ ହୋଇଛି । ତେବେ ପାଖରେ କୌଣସି ନିଆଁ କିମ୍ବା ଜ୍ୱଳନଶୀଳ…
ଦାଉଦ ଇବ୍ରାହିମ ମନି ଲଣ୍ଡ୍ରିଂ କେସ, ବଢିଲା ନଓ୍ଵାବ ମଲିକଙ୍କ ବିଚାର ବିଭାଗୀୟ ହାଜତ ଅବଧି
ମୁମ୍ବାଇ: ସ୍ଵତନ୍ତ୍ର ପିଏମଏଲଏ ଅଦାଲତ ସୋମବାର ମାଫିଆ ଡନ ଦାଉଦ ଇବ୍ରାହିମ ମନି ଲଣ୍ଡ୍ରିଂ କେସରେ ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ଵାବ ମଲିକଙ୍କ ବିଚାର ବିଭାଗୀୟ ହାଜତକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ତାଙ୍କୁ…
GITAM GAT 2022 ପରୀକ୍ଷା ଡେଟରେ ସଂଶୋଧନ, ଜାଣନ୍ତୁ ଡିଟେଲ…
ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ(GITAM) ଅଫିସିଆଲ ୱେବସାଇଟ gitam.edu ରେ GITAM GAT 2022 ପରୀକ୍ଷା ପାଇଁ ପରୀକ୍ଷା ତାରିଖରେ ସଂଶୋଧନ କରିଛି । ରେଜିଷ୍ଟ୍ରେସନ ଡେଟ ବଢ଼ାଇବା ସହ…
ଶସ୍ତା ହେବ ତେଲ ଦର: ଯୁଦ୍ଧ ହେଲେ ବି ପେଟ୍ରୋଲ-ଡିଜେଲ ରେଟ କମାଇବା ପାଇଁ ଅର୍ଥମନ୍ତ୍ରୀଙ୍କ ଯୋଜନା
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ବିଗତ କିଛି ଦିନରେ ପେଟ୍ରୋଲ-ଡିଜେଲ ଦର ଲୋକଙ୍କ ଚିନ୍ତା ବଢାଇ ଦେଇଛି । ୧୪ ଦିନ ମଧ୍ୟରେ ପୋଟ୍ରୋଲ ଦର ପ୍ରାୟ ଲିଟର ପିଛା ୯ ଟଙ୍କା ବୃଦ୍ଧି ପାଇଛି । ଏହି ପରିସ୍ଥିତିରେ କମ…
ଆତଙ୍କ ଖେଳାଉଛି ମଣିଷଖିଆ ବାଘ: ୬ ଜୀବନ ନେବା ପରେ ମହାବଳକୁ ଧରିବା ପାଇଁ ଚଣ୍ଡୀଗଡରୁ ଆସିଲେ ଶିକାରୀ
ନୈନିତାଲ: ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ନିକଟସ୍ଥ ଫତେପୁର ଜଙ୍ଗଲରେ ଆତଙ୍କ ଖେଳାଇ ଦେଇଛି ଏକ ମଣିଷଖିଆ ବାଘ । ଗତ ୪ ମାସରୁ ବାଘ ଭୟରେ ଲୋକେ ଜଙ୍ଗଲ ଯିବା ତ ଦୂରର କଥା ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି । ଏହି…
ପାକିସ୍ତାନର ସଂସଦ ଭଙ୍ଗ ହେବା ନିଷ୍ପତ୍ତି ବିରୋଧରେ ଶୁଣାଣି ସ୍ଥଗିତ, ସୁପ୍ରିମକୋର୍ଟ କହିଲେ ଉପ-ବାଚସ୍ପତି ନେଇପାରିବେନି ନିଷ୍ପତ୍ତି
ପାକିସ୍ତାନ ସଂସଦ ଭଙ୍ଗ ନେଇ ବିରୋଧୀଙ୍କ ଯାଚିକା ଉପରେ ପାକିସ୍ତାନ ସୁପ୍ରିମକୋର୍ଟ ଆସନ୍ତାକାଲି ପାଇଁ ଶୁଣାଣି ସ୍ଥଗିତ କରିଛନ୍ତି । ଏବେ ମଙ୍ଗଳବାର ଦିନ ୧୨ଟାରେ ଏନେଇ ଶୁଣାଣି ହେବ । ସୋମବାର ସୁପ୍ରିମକୋର୍ଟ ପ୍ରାଧାନ…