Browsing Category

Featured

କୋଭାକ୍ସିନ ସପ୍ଲାଏ ଉପରେ ଲାଗିଲା ରୋକ: ଘଟଣା ଉପରେ ପ୍ରତିକ୍ରିୟା ରଖିଲା ଭାରତ ବାୟୋଟେକ

ନୂଆଦିଲ୍ଲୀ: ମହାମାରୀର ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ ଉପରେ ଲାଗିଛି ରୋକ । ଣ୍ଟତଗଘଏ ଣ୍ଟଝ ଏଭଳି ଏକ ନିଷ୍ପତ୍ତି ନେଇ କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକକୁ ଶକ୍ତ ଝଟକା ଦେଇଛଇ ବିଶ୍ୱ ସ୍ୱାସ୍ଥ୍ୟ…

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା, ଚାଲିଛି ସିସିଟିଭି ଯାଞ୍ଚ

ପୁରୀ: ରବିବାର ଶ୍ରୀମନ୍ଦିର ରୋଷଘରେ ପ୍ରାୟ ୮୦ ରୁ ଅଧିକ ଚୁଲି ଭାଙ୍ଗିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି । ସେପଟେ ସୋମବାର ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା…

ସମବାୟ ସମିତି ସଦସ୍ୟ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ଜାଣନ୍ତୁ କେବେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ଶେଷ ହେବା ପରେ ଏବେ ପ୍ରାଥମିକ ସମବାୟ ସମିତି ସଦସ୍ୟ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ଜୁନ୍ ମାସରେ ସମବାୟ…

ଭାରତୀୟ ସେନାର ହେଲିକପ୍ଟରରେ ହଠାତ ଯାନ୍ତ୍ରିକ ତ୍ରୁଟି: ହିମାଚଳର ଉନାରେ କରାଗଲା ଇମରଜେନ୍ସି ଲାଣ୍ଡିଂ

ନୂଆଦିଲ୍ଲୀ: ଭାରତୀୟ ସେନାର ଏକ ଚପ୍ପରରେ ହଠାତ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଫଳରେ ହିମାଚଳର ଉନା ସହରରେ ଏହାର ଇମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି । ତେବେ ହେଲିକପ୍ଟର ଅଚାନକ ଅବତରଣ…

ଇଏସଆଇସିରେ ଏହି ପଦରେ ବିନା ପରୀକ୍ଷାରେ ପାଇ ପାରିବେ ଚାକିରି, ୭୮୦୦୦ ମିଳିବ ଦରମା

କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ସ୍ପେଶାଲିଷ୍ଟ ଗ୍ରେଡ୍-୨(ଜୁନିୟର/ସିନିୟର ସ୍କେଲ) ରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ…

ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ୱରେ ଗହମ ଅଭାବ: ୨୦୨୨-୨୩ ଆର୍ଥିକ ବର୍ଷରେ ୧ କୋଟି ଟନରୁ ଅଧିକ ଗହମ ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱ ବଜାରରେ ବର୍ତ୍ତମାନ ଗହମର ଅଭାବ ଦେଖାଦେଇଛି । ଉଭୟ ରାଷ୍ଟ୍ର ବିଶ୍ୱର ଦୁଇ ପ୍ରମୁଖ ଗହମ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଯୁଦ୍ଧ ପରିସ୍ଥିତି ଓ କଟକଣା କାରଣରୁ…

ପୁଣି ଥରେ ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର: ପ୍ରତ୍ନତତ୍ତ୍ୱ ବିଭାଗର ଚିଠି ସହିତ ଟ୍ୱିଟ୍ କଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂସଦରେ ପୁରୀ ଶ୍ରୀମନ୍ଦିର ଝଡ ଥମି ନଥିବା ବେଳେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତ୍ନତତ୍ତ୍ୱ…

ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ଆମ ଭିତରେ ଅନେକ ଲୋକ ଏପରି ଅଛି, ଯେଉଁମାନଙ୍କୁ ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ରହିଛି । ସେମାନେ ଦିନକ ଭିତରେ ଅନେକ ଥର ଆଙ୍ଗୁଠି ଫୁଟାଇଥାନ୍ତି । କେବେ ଆପଣ ଭାବିଛନ୍ତି କି, ଆଙ୍ଗୁଠି ଫୁଟାଇବା ଦ୍ୱାରା…

ବାଘ ବୁଢା ହେଲେ ବି ଶିକାର କରିବା ଭୁଲେନି, ୪୦ ବର୍ଷରେ ବି ଧୋନୀଙ୍କ ଠାରେ ବିଜୁଳିର ତୀବ୍ରତା: ଦେଖନ୍ତୁ Viral Video

ନୂଆଦିଲ୍ଳୀ: ବୟସ ହେଲାଣି ୪୦ । ଆନ୍ତର୍ଜାତୀୟ କ୍ରିକେଟରୁ ନେଇ ସାରିଛନ୍ତି ଅବସର ଆଉ ଘରୋଇ କ୍ରିକେଟରୁ ବି ଦୂରରେ । ହେଲେ ଏବେବି ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଆଉ ପୂର୍ବ ପରି ବିଜୁଳି ବେଗରେ ଧାଉଁଛନ୍ତି । ମହେନ୍ଦ୍ର…

ଗୁରମିତ-ଦେବିନାଙ୍କ ଘରକୁ ଆସିଲା ନୂଆ ଅତିଥି, କନ୍ୟା ସନ୍ତାନଙ୍କୁ ଜନ୍ମଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଟେଲିଭିଜନ ଜଗତର ଲୋକପ୍ରିୟ ଦମ୍ପତି ଦେବିନା ବୋନାର୍ଜୀ ଓ ଗୁରମିତ ଚୌଧରୀଙ୍କ ଘରକୁ ଏକ ନହ୍ନିପରି ଆସିଛି । ଏହି ନୂଆ ଅତିଥିକୁ ଦେବିନା ଓ ଗୁରମିତ ଖୁସିର ସହକାରେ ସ୍ୱାଗତ କରିଛନ୍ତି । ଦେବିନା ଏକ କନ୍ୟା…