Browsing Category
Featured
ବିଜେପିରୁ ନିଲମ୍ବିତ ନୂପୁର ଶର୍ମାଙ୍କୁ ଦିଲ୍ଲୀ ପୋଲିସ ଦେଲା ସୁରକ୍ଷା, ଜୀବନରୁ ମାରି ଦେବାକୁ ମିଳୁଛି ଧମକ
ନୂଆଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କ ଉପରେ ଏକ ଟେଲିଭିଜନର ବିତର୍କ କାର୍ୟ୍ୟକ୍ରମ ସମୟରେ ବିବାଦୀୟ ବୟାନ ଦେଇ ବିବାଦରେ ଥିବା ନୂପୁର ଶର୍ମା ଏବଂ ତାଙ୍କ ପରିବାରକୁ ଦିଲ୍ଲୀ ପୋଲିସ ସୁରକ୍ଷା ଯୋଗାଇଛି। ପୈଗମ୍ବର…
କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର: ବାରବାଟୀ ମ୍ୟାଚ୍ ମାମଲା ହାଇକୋର୍ଟରେ ଖାରଜ
କଟକ(ଓଡ଼ିଶା ଭାସ୍କର): ବାରବାଟୀ ଷ୍ଟାଡିୟମ କ୍ରିକେଟ ମ୍ୟାଚ୍ ସମ୍ପର୍କିତ ମାମଲା ଆଜି ଖାରଜ ହୋଇଛି । ମ୍ୟାଚ୍ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ମାମଲା ଖାରଜ ସହ ବାରବାଟୀ ଟି-୨୦ ମ୍ୟାଚ୍…
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଆରମ୍ଭ ହେଲା ଅଫଲାଇନ Ticket ବୁକିଂ, କଟକ ମେୟର କିଣିଲେ ଟିକେଟ୍
କଟକ: ଚଳିତ ମାସ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ…
‘ସବୁ ଧର୍ମର ସମ୍ମାନ’, ମିଳିତ ଜାତିସଂଘ ପର୍ଯ୍ୟନ୍ତ ପହଞ୍ଚିଲା ପୈଗମ୍ବର ମହମ୍ମଦ ବିବାଦ
ନୂଆଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିଜେପି ମୁଖପାତ୍ରଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଅନେକ ମୁସଲିମ ଦେଶ କଡା ଆପତ୍ତି ପ୍ରକାଶ କରିଛନ୍ତି। ଏହି ମାମଲା ବର୍ତ୍ତମାନ ମିଳିତ ଜାତିସଂଘରେ ଯାଇ ପହଞ୍ଚିଛି। ମିଳିତ…
କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାର ପ୍ରତିଶୋଧ, ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ
ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁପଓ୍ଵାଡା ଏବଂ ସୋପୋରରେ ଭିନ୍ନ ଭିନ୍ନ ଦୁଇଟି ଏନକାଉଣ୍ଟରରେ ସୁରକ୍ଷାବଳ ତିନି ଆତଙ୍କବାଦୀଙ୍କ ନିପାତ କରିଛନ୍ତି। ସୋପୋର ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ…
ବିଶ୍ୱରେ ଏହି ଦୁର୍ଲଭ ଫୁଲ କେବଳ ମଣିପୁରରେ ଫୁଟିଥାଏ: ଯାହାକୁ ନେଇ ସରକାର ପାଳନ୍ତି ଉତ୍ସବ
ଇମ୍ଫାଲ୍ : ଭାରତର ମଣିପୁର ରାଜ୍ୟରେ ଏପରି ଏକ ଦୁର୍ଲଭ ଓ ଲୁପ୍ତପ୍ରାୟ ଫୁଲ ଫୁଟିଥାଏ, ଯାହାକୁ ନେଇ ରାଜ୍ୟ ସରକାର ଉତ୍ସବ ପାଳନ କରନ୍ତି । ଏହି ଫୁଲକୁ ଶିରୁଇ ଲିଲି କୁହାଯାଏ, ଯାହାକି ଉଖରୁଲର ସବୁଠାରୁ ଉଚ୍ଚ ପାହାଡର…
HDFC ବ୍ୟାଙ୍କ ଗ୍ରାହକଙ୍କୁ ଝଟକା: ବଢ଼ିଲା ଋଣଦର, ମହଙ୍ଗା ହେବ EMI
ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟକା । ବ୍ୟାଙ୍କ ମାର୍ଜିନ କଷ୍ଟ୍ ଅଫ୍ ଲେଣ୍ଡିଂ ରେଟ୍(ଏମସିଏଲଆର) ବା ଋଣଦର ୩୫ ବେସିସ ପଏଣ୍ଟ ବା ୦.୩୫ ପ୍ରତିଶତ ବୃଦ୍ଧି କରିଛି । ଏଚଡିଏଫସି ବ୍ୟାଙ୍କର ନୂଆ ଦର ୭…
ପୁଣି ଏକ ଭିଡିଓ ଅପଲୋଡ କରି ନିଜ ଦୁଃଖ ବଖାଣିଲେ ଅନୁଭବ, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଏବେ ବି ଚାଲିଛି । ଏହାରି ମଧ୍ୟରେ ଅନୁଭବ ମହାନ୍ତି ୟୁଟ୍ୟୁବରେ…
ବ୍ରହ୍ମପୁରରେ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ସଂଘବଦ୍ଧ ଆକ୍ରମଣରେ ପୂର୍ବତନ ସରପଞ୍ଚଙ୍କ ସହ ୨ ସହଯୋଗୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ସଦର ଥାନା ମସିହାଖାଲିର…
ସୌଭାଗ୍ୟର ସଙ୍କେତ ଦେଇଥାଏ ଶରୀରରେ ଜନ୍ମରୁ ଥିବା ଚିହ୍ନ, ମାଲାମାଲ ହୋଇଥାନ୍ତି ଏହି ବ୍ୟକ୍ତି
ହାତର ରେଖା, ଶରୀରରେ ଥିବା ଚିହ୍ନ ଯେପରି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଅନେକ କିଛି କହିଥାଏ । ସେହିଭଳି, ଜନ୍ମରୁ ଶରୀରରେ ଥିବା ଚିହ୍ନ ମଧ୍ୟ କିଛି ବିଶେଷ ସୂଚନା ଦେଇଥାଏ । ଜନ୍ମରୁ ଥିବା ଏହି ଚିହ୍ନ ବ୍ୟକ୍ତିର…