Browsing Category

Featured

୫ ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସହ ୪ ଅଭିଯୁକ୍ତ: ଏଥର ଖୋଲିବ ମେମୋରି ଚିପ କେଳେଙ୍କାରୀ ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ପହଞ୍ଚି ମୁଖ୍ୟ…

ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ASIଙ୍କ ସହ କନେଷ୍ଟବଳ ନିଲମ୍ବିତ

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ରାଜ୍ୟରେ ଚହଳ ପକାଇଛି । ଏହି ମାମଲାରେ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ୨…

ଦୁଃଖ କେବେ ବି ପାଖ ମାଡ଼ିବନି, ସୁଖ ଶାନ୍ତିରେ ବିତିବ ଆପଣଙ୍କର ଜୀବନ: ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ୫ଟି କଥାକୁ ସର୍ବଦା ମନେ ରଖନ୍ତୁ

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟଙ୍କ ସମସ୍ତ ନୀତିବାଣୀ ମଣିଷ ଜୀବନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଚାଣକ୍ୟଙ୍କର ନୀତିକୁ ଦୈନନ୍ଦିନ ଜୀବନରେ ଠିକରେ ସଦୁପଯୋଗ କରିପାରିଲେ ବିପଦ ଦୂର ହେବା ସହ ସୁଖଶାନ୍ତି ପ୍ରାପ୍ତ…

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରେ ମନୋରଞ୍ଜନ ହେଲା ମହଙ୍ଗା: ଏତିକି ଟଙ୍କା ସବ୍ସସ୍କ୍ରି୍‌ସନ୍‌ର ଫି’ ବଢାଇଲା ନେଟ୍‌ଫ୍ଲିକ୍ସ

ନୂଆଦିଲ୍ଲୀ: ଅତ୍ୟାବଶ୍ୟକୀୟ ସାମଗ୍ରୀ, ତେଲ ଦର ମହଙ୍ଗା ହେବା ପରେ ଏବେ ମନୋରଞ୍ଜନ ପାଳି ପଡିଛି । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସ ମଧ୍ୟ ତାର ମୂଲ୍ୟ ବଢ଼ାଇବ ବୋଲି କହିଛି । ଚଳିତ ବର୍ଷ ଜାନୁଆରୀ…

ଆନ୍ତଃରାଜ୍ୟ ନକଲି ନୋଟ ଠକ ଗ୍ୟାଙ୍ଗକୁ ଧରିଲା ପୋଲିସ, ୫ ଠକଙ୍କ ଠାରୁ ବିଭିନ୍ନ ସାମଗ୍ରୀ ଜବତ

ମାଲକାନଗିରି (ଭାସ୍କର ନ୍ୟୁଜ୍‌): ମାଲକାନଗିରି ପୋଲିସ ଏକ ଆନ୍ତଃରାଜ୍ୟ ନକଲି ନୋଟ ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ ଠକେଇର ବେଆଇନ ନକଲି ନୋଟ ଲୋକଙ୍କୁ ଯୋଗାଇବା ବାହାନା କରି ଠକେଇ କରିଛି । ଏହି…

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି UPSC ଟପର IAS ଟିନା ଡାବି, ଜାଣନ୍ତୁ କାହାସହ ପଡିବ ହାତଗଣ୍ଠି?

ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡରର ୨୦୧୬ ବ୍ୟାଚର UPSC ଟପର IAS ଟିନା ଡାବି ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗୱାଣ୍ଡେଙ୍କ ସହ ତାଙ୍କର ହାତଗଣ୍ଠି ପଡିବାକୁ ଯାଉଛି । ସୂତ୍ରରୁ…

ଏଲପିଜି ସିଲିଣ୍ଡର ଯୁଗ ସରିବ, ଏଣିକି ଘରେ ଘରେ ପାଇପ୍ ଲାଇନରେ ପହଞ୍ଚିବ ଶସ୍ତା ରୋଷେଇ ଗ୍ୟାସ୍: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରୋଷେଇ ଗ୍ୟାସକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଉଜ୍ଜ୍ୱଳା ଯୋଜନା ଅଧୀନରେ ପ୍ରତ୍ୟେକ ଲୋକଙ୍କ ଘରେ ଏଲପିଜି ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗ୍ୟାସ୍…

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ଘଟଣା, ୯ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣାରେ ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବ୍ଲକ ସଭାପତି ନିର୍ବାଚନ ପୂର୍ବରୁ ବିଧାୟକ ପ୍ରଶାନ୍ତ…

ଭାରତୀୟ ମହିଳା ଟିମ୍‌କୁ ସାନ୍ତନା ଦେଲେ ସଚିନ୍, ଆଗାମୀ ସମୟରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା ଜାରି ରଖ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କୁ ତେନ୍ଦୁଲକରଙ୍କ ସାନ୍ତନା । ମହିଳା ବିଶ୍ୱକପରେ ମହିଳା ଦଳ ହାରିଯାଇଥିବା ବେଳେ ଆଗାମୀ ସମୟରେ ଭଲ ପ୍ରଦର୍ଶନ କରିବାକୁ ତେନ୍ଦୁଲକର ଉତ୍ସାହ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମହିଳା…

କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତ୍ତି, ରାସ୍ତାରୁ ହଟିବ ଟୋଲ୍‌ ପ୍ଲାଜା, ମଝିରାସ୍ତାରେ ଗାଡି ଆଉ ଅଟକିବନି

ନୂଆଦିଲ୍ଲୀ: ଆଗକୁ ରାସ୍ତାରୁ ହଟିଯିବ ଟୋଲ୍‌ ପ୍ଲାଜା । ଟୋଲ୍‌ ପ୍ଲାଜା ଗୁଡିକରେ ଗାଡ଼ି ଅଟକିବାକୁ ପଡ଼ିବନି କିନ୍ତୁ, ଟିକସ କଟିବ । ପୁଣି ଜିପିଏସ ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର ଏଭଳି ସୁବିଧା ପାଇବେ ଗାଡି ଚାଳକ ।…