Browsing Category

Featured

ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ: ରୋଗୀ ସମେତ ୩ ମୃତ, ୨ ଗୁରୁତର

ଯାଜପୁର(ଓଡ଼ିଶା ଭାସ୍କର): ଟ୍ରକକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬…

ଆଗକୁ ମାଡ଼ି ଆସୁଛି ବଡ ବିପଦ: ୨୦୭୦ ସୁଦ୍ଧା ପୃଥିବୀରେ ଦେଖାଦେବ ୧ ହଜାର ନୂଆ ଭାଇରସ୍‌, ଜଳବାୟୁ ପରିବର୍ତ୍ତନ ସାଜିବ ମୁଖ୍ୟ କାରଣ

ୱାଶିଂଟନ: ୨୦୭୦ ମସିହା ସୁଦ୍ଧା ପୃଥିବୀ ପୃଷ୍ଠରେ ଭାଇରସ୍‌ଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ଘଟିବ । ହଜାର ସଂଖ୍ୟାରେ ନୂଆ ଭାଇରସ ଦେଖାଦେବ । ପଶୁଙ୍କ ଠାରୁ ଏହି ରୋଗ ସଂକ୍ରମଣ ଡେଇଁ ମଣିଷଙ୍କୁ ସଂକ୍ରମିତ କରିବ ।…

ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ! ରାତି ଅଧିଆ ପୋଷ୍ଟମର୍ଟମକୁ ନେଇ ତେଜିଛି ଉତ୍ତେଜନା

ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହାଜତ ମୃତ୍ୟୁ ନେଇ ମୃତ ମନୋରଞ୍ଜନଙ୍କ ପିତା ଅଭିଯୋଗ କରିଛନ୍ତି । ବ୍ରାଉନସୁଗାର ମାମଲାରେ ଫସାଇ ପିଟିପିଟି ହତ୍ୟା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଆଜି ସ୍ଥିତି ଅନୁଧ୍ୟାନ କରିବ ଏଏସ୍‌ଆଇ ଟିମ୍ ,ମେ’ ୭ରେ ହାଇକୋର୍ଟରେ ଦାଖଲ କରାଯିବ ସତ୍ୟପାଠ

ପୁରୀ, (ଭାସ୍କର ନ୍ୟୁଜ୍‌) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । ଏଏସ୍‌ଆଇର ବିନା ଅନୁମତିରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ନେଇ ବିରୋଧୀ ଅଭିଯୋଗ କରୁଥିବା ବେଳେ…

ରାଶିଫଳ(ରବିବାର,୦୧ ମେ,୨୦୨୨)

ମେଷ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାରୁ ମନରେ ହର୍ଷ ଏବଂ ପ୍ରସନ୍ନତା ଅନୁଭବ କରିବେ । ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ…

ଗୁପ୍ତଧନ ଲୋଭ: ବାପାକୁ ବଳି ଦେବାକୁ ଉଦ୍ୟମ କଲା କୁଳାଙ୍ଗାର ପୁଅ, ପୋଲିସ ଅଟକାଇବାରୁ କଲା ପାଲଟା ଆକ୍ରମଣ

ଧର୍ମଗଡ଼ (ଭାସ୍କର ନ୍ୟୁଜ୍‌): କୁହାଯାଏ ବାପା-ମାଙ୍କ ଠାରୁ ବଡ଼ ସମ୍ପତ୍ତି ଏ ଦୁନିଆରେ ଆଉ କିଛି ନାହିଁ । ସେମାନଙ୍କ ଆଶୀର୍ବାଦରେ ପୁଅ ହେଉ ବା ଝିଅ ସେମାନେ ନିଜ ଭବିଷ୍ୟତର ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବାରେ ସମର୍ଥ…

ବଢ଼ିଲା ଖରା, ବଦଳିଲା ସ୍କୁଲ ସମୟ: ସୋମବାରଠୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ସଂପ୍ରତି ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରାଜ୍ୟ ସରକାର ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ ଆଣିଛନ୍ତି । ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ…

ଆଜିଠୁ ତାତିରୁ ମିଳିବ ତ୍ରାହି ! ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ବିଶେଷକରି ଆଭ୍ୟନ୍ତରଣ ଓ ପଶ୍ଚିମ ଓଡ଼ିଶାରେ ଏହା ସଙ୍ଗୀନ ରୂପ ଧାରଣ କରିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ…

ଫର୍ମକୁ ଫେରିଲେ ଚେତେଶ୍ୱର ପୁଜାରା, ପାଞ୍ଚ ମ୍ୟାଚ୍ ରେ ହାସଲ କଲେଣି ଦୁଇ ଦ୍ୱିଶତକ ସହିତ ଗୋଟିଏ ଶତକ

ଭାରତୀୟ କ୍ରିକେଟର ଚେତେଶ୍ୱର ପୁଜାରା ଶନିବାର କାଉଣ୍ଟିଂ କ୍ରିିକେଟରେ ଦ୍ୱିତୀୟ ଦ୍ୱିଶତକ ହାସଲ କରିଛନ୍ତି । ଚଳିତ ସିଜିନରେ ସେ ସସେକ୍ସ ପାଇଁ ଖେଳୁଛନ୍ତି । ନିକଟରେ ପୁଜାରା ନିଜର ଫର୍ମ ପେରି ପାଇବା ପାଇଁ ଖୁବ୍…