Browsing Category
Featured
ବର୍ଷାଙ୍କୁ ଅନୁଭବଙ୍କ ଚ୍ୟାଲେଞ୍ଜ: ରିଲିଜ୍ କଲେ ୩ୟ ଭିଡିଓ, ଜାଣନ୍ତୁ ଏଥର କ’ଣ କହିଲେ
କଟକ(ଓଡ଼ିଶା ଭାସ୍କର): ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । କୋର୍ଟକଚେରୀ ଚକ୍କରରେ ଉଭୟଙ୍କ ସମୟ ବିତୁଥିବା ବେଳେ ଏବେ ଘଟଣାରେ ଆସିଛି…
କ୍ୱାଡ ସମ୍ମିଳନୀରେ ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍, ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ କହିଲେ ଏମିତି…
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଟୋକିଓରେ ଆୟୋଜିତ କ୍ୱାଡ ବୈଠକରେ ସାମିଲ ହୋଇଛନ୍ତି । ଏହି ସମ୍ମିଳନୀରେ ବାଇଡେନ ପୁଟିନଙ୍କ ଉପରେ ବର୍ଷିଛନ୍ତି । ସେ ଋଷ-ୟୁକ୍ରେନ ଯୁଦ୍ଧର ବୈଶ୍ୱିକ କାରଣ କହିବା ସହ…
କୁତୁବ୍ ମୀନାରର ମସଜିଦରେ ନମାଜ ପାଠ ଉପରେ ଏଏସଆଇର ପ୍ରତିବନ୍ଧକ
କୁତୁବ୍ ମୀନାର ମାମଲାରେ ଆଜି କୋର୍ଟରେ ଶୁଣାଣି ହେବ । ଏହା ପୂର୍ବରୁ କୁତୁବ୍ ମୀନାରର ମସଜିଦର ଇମାମ ଶେର ମୋହମ୍ମଦ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏଏସଆଇ କୁତୁବ୍ ମୀନାରରେ ନମାଜ ପଢ଼ିବା ବନ୍ଦ କରିଦେଇଛି ।…
ଓଡ଼ିଶାରେ ଖାଲି ହୋଇଥିବା ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଖାଲି ହୋଇଥିବା ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ବିଧାନସଭା ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାଲି ହୋଇଥିବା ୩ଟି ଆସନ…
ବିଫ୍ କୁ ନେଇ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ
କର୍ଣ୍ଣାଟକର ବିରୋଧୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଫକୁ ନେଇ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାରେ । ସେ କହିଛନ୍ତି ଯେ ସେ ହିନ୍ଦୁ ଏବଂ ସେ ଏପର୍ଯ୍ୟନ୍ତ ବିଫ୍ ଖାଇନାହାଁନ୍ତି । କିନ୍ତୁ ସେ…
ଏଣିକି ଅଫିସରେ ୪ ଦିନ କାମ ଓ ୨ ଦିନ ଲକଡାଉନ୍: ପେଟ୍ରୋଲ-ଡିଜେଲ ବଞ୍ଚାଇବାକୁ ପାକିସ୍ତାନର ନୂଆ ପ୍ଲାନ୍
ଇସଲାମବାଦ: ଗତ ଏକ ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଅନେକ…
ଠାକୁରଙ୍କ ଚାପଖେଳ ବେଳେ ବୁଡ଼ିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଭକ୍ତ ଓ ସେବାୟତ
ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ ଶରଣକୂଳ ଲଡ଼ୁବାବାଙ୍କ ପୀଠରେ ଘଟିଛି ଅଘଟଣ । ଠାକୁରଙ୍କ ଚାପ ଖେଳ ବେଳେ ଓଲଟିଯାଇଛି ଡଙ୍ଗା, ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୭ ଭକ୍ତ ଓ ସେବାୟତ ।
ସୂଚନା ଅନୁସାରେ, ଚନ୍ଦନଯାତ୍ରା…
ଏମାର ମଠରେ ଆଜି ପୁଣି ଚାଲିଛି GPRS ସର୍ଭେ
ପୁରୀ(ଓଡ଼ିଶା ଭାସ୍କର): ପୁରୀ ଏମାର ମଠର ଖନନ ସ୍ଥଳରେ ଆଜି ପୁଣି ଚାଲିଛି ଜିପିଆରଏସ ସର୍ଭେ । ରାତିରେ ସର୍ଭେ ଖବର ପ୍ରସାରଣ ପରେ ସକାଳେ ହୋଇଛି ସର୍ଭେ କାମ । ଜିପିଆରଏସରେ ୩ଟି ମେସିନ୍, ୫ ଇଞ୍ଜିନିୟର ଓ ୮ କର୍ମଚାରୀ…
କ୍ୱାଡ୍ ବୈଠକରେ ସାମିଲ ହେଲେ ମୋଦୀ: ବାଇଡେନ ଉଠାଇଲେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଆମନ୍ତ୍ରରଣରେ ଦୁଇ ଦିନିଆ କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଜାପାନ ପହଞ୍ଚିଛନ୍ତି । ଆଜି ମଙ୍ଗଳବାର ପ୍ରଧାନମନ୍ତ୍ରୀ କ୍ୱାଡ ସମ୍ମିଳନୀରେ…
ପେଟ୍ରୋଲ ଦର ହ୍ରାସ ପରେ ଏବେ ସିଏନଜିକୁ ନେଇ ବଡ ଖବର: ଆପଣ ବି ପାଇ ପାରିବେ ଲାଭ
ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧିରୁ ସାମାନ୍ୟ ମୁକ୍ତି ମିଳିଛି । ଏହାପରେ ସିଏନଜିକୁ ନେଇ ଆସିଛଇ ଏକ ବଡ ଖବର । ସିଏନଜିର ମୂଲ୍ୟ ହ୍ରାସ କରିବା ପାଇଁ ଏବଂ ପ୍ଲାଷ୍ଟିକ ଓ ଇସ୍ପାତ…