
Browsing Category
Featured
ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର: ୨୬୧ ଟି ପୋଷ୍ଟ ପାଇଁ ହେବ ନିଯୁକ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: କୋଚିନ୍ ସିପୟାର୍ଡ ଲିମିଟେଡ୍ (ସିଏସଏଲ) ପକ୍ଷରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସିନିୟର ସିପ୍ ଡ୍ରାଫ୍ଟମ୍ୟାନ୍, ଜୁନିଅର୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ…
ଖାଇବାକୁ ମିଳୁନି ରୁଟି: ପ୍ରତିବାଦ ପାଇଁ ରାସ୍ତାକୁ ଓହ୍ଲାଇଲେ ଇରାନ୍ ଲୋକ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଦିନକୁ ଦିନ ବଢି ଚାଲିଛି ଖାଦ୍ୟ ସଙ୍କଟ । ଦର ବୃଦ୍ଧି ଏବଂ ଖାଦ୍ୟ ସଙ୍କଟ ବିରୋଧରେ ସମଗ୍ର ବିଶ୍ୱ ଲଢେଇ କରୁଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଇରାନର ଲୋକ । ଇରାନର ଅନେକ ସହରରେ ଲୋକ…
୧୬ ବର୍ଷ ପରେ FA କପ୍ ଜିତିଲା ଲିଭରପୁଲ୍: ୬-୫ର ପେନାଲ୍ଟିରେ ଟାଇଟଲ୍ କବଜା
ନୂଆଦିଲ୍ଳୀ: ଦୀର୍ଘ ୧୬ ବର୍ଷର ବ୍ୟବଧାନରେ ଏଫ୍ଏ କପ୍ ଟାଇଟଲ୍ ଜିତି ନେଇଛି ଲିଭରପୁଲ୍ । ଶନିବାର ୱେମ୍ବଲିରେ ଖେଳା ଯାଇଥିବା ମୁକାବିଲାରେ ଲିଭରପୁଲ୍ ୬-୫ର ପେନାଲ୍ଟି ଶୁଟ୍ ଆଉଟରେ ଚେଲସୀକୁ ପରାସ୍ତ କରିଥିଲେ ।…
ମେ’ ୧୭ରେ ନାରଦ ଜୟନ୍ତୀ: ବହୁତ ରହସ୍ୟମୟ ରହିଛି ପତ୍ରକାର ନାରଦ ମୁନିଙ୍କ ଜନ୍ମ କାହାଣୀ
ହାତରେ ବୀଣା ନେଇ ଯେ କେହି ନାରାୟଣ-ନାରାୟଣ କୁହେ, ତେବେ ତୁରନ୍ତ ମନରେ ଦେବର୍ଷି ନାରଦଙ୍କ ପ୍ରତିମୂର୍ତ୍ତି ଆସିଥାଏ । ସେ ବିଭିନ୍ନ ସ୍ଥାନ ଭ୍ରମଣ କରି ଗୋଟିଏ ଲୋକର କଥାକୁ ଅନ୍ୟ ଲୋକରେ ପହଞ୍ଚାଇଥାନ୍ତି, ସେଥିପାଇଁ…
ଗରମର ପ୍ରକୋପରୁ ମିଳିପାରେ ରକ୍ଷା: କିଛି ରାଜ୍ୟକୁ ମାଡ଼ି ଆସୁଛି ଝଡ଼ ତୋଫାନ, ଜାଣନ୍ତୁ IMDର ଲାଟେଷ୍ଟ ରିପୋର୍ଟ
ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ବର୍ତ୍ତମାନ ହିଟୱେଭର କହର ଚାଲିଥିବା ବେଳେ ଖୁବଶୀଘ୍ର ଏଥିରୁ ନିସ୍ତାର ମିଳିପାରେ । ଉତ୍ତରପ୍ରଦେଶ, ରାଜସ୍ଥାନ ସମେତ କିଛି ରାଜ୍ୟରେ ଝଡ଼, ତୋଫାନ, ବର୍ଷା ସମ୍ଭାବନା ରହିଥିବା ଭାରତୀୟ…
ପୁଣି ମହଙ୍ଗା ମାଡ଼: ବଢ଼ିଗଲା CNG ଦାମ୍, ଜାଣନ୍ତୁ କେତେ?
ନୂଆଦିଲ୍ଲୀ: ତେଲ ଓ ଗ୍ୟାସର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । ଦିଲ୍ଲୀରେ ସିଏନଜି ଦାମ୍ ପୁଣି ଥରେ ବଢ଼ିଯାଇଛି । ଏବେ ଗ୍ରାହକମାନଙ୍କୁ କିଲୋଗ୍ରାମ ପିଛା ୨ ଟଙ୍କା ଅଧିକ ଦେବାକୁ ପଡିବ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ରାଜନୀତିରେ ଯୋଗଦେବେ କି ଅଦାନୀ: ଆରମ୍ଭ ହେଲା ଜୋରଦାର ଚର୍ଚ୍ଚା, ଜାଣନ୍ତୁ ଏନେଇ କ’ଣ କହିଲେ ଗୌତମ
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଧନୀ ବ୍ୟକ୍ତି ଗୌତମ ଅଦାନୀ ରାଜନୀତିରେ ଏଣ୍ଟ୍ରି ମାରିବା ନେଇ ଜୋରସୋରରେ ଚର୍ଚ୍ଚା ହେଉଛି । ଅଦାନୀ ପରିବାରର କୌଣସି ସଦସ୍ୟଙ୍କୁ ରାଜ୍ୟସଭା ପଠାଯିବ ବୋଲି କିଛି ମହଲରେ ଆଲୋଚନା…
ଅକ୍ଷୟ କୁମାର ଦ୍ୱିତୀୟ ଥର କୋଭିଡ୍ ପଜିଟିଭ୍: ମିସ୍ କରିବେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍
ନୂଆଦିଲ୍ଲୀ:ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପୁଣି ଥରେ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଗତ ବର୍ଷ ଏପ୍ରିଲରେ କରୋନା ଆକ୍ରାନ୍ତ ହୋଇଥିବା ଅକ୍ଷୟ ଆଉଥରେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍…
ଦିଲ୍ଲୀ ଅଗ୍ନିକାଣ୍ଡ ପରେ ଚେତିଲା ଓଡ଼ିଶା: ରାଜ୍ୟର ହୋଟେଲ, ଶିକ୍ଷାନୁଷ୍ଠାନ, ସିନେମା ହଲ, ହସ୍ପିଟାଲ ଆଦିରେ ଆରମ୍ଭ ହେବ ଯାଞ୍ଚ ପ୍ରକିୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳଷ୍ଟେସନ ନିକଟରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨୯ ଜଣ ନିଖୋଜ, ବହୁ ଆହତ ହୋଇଥିବା ବେଳେ ୭ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି । ତେବେ ରାଷ୍ଟ୍ରୀୟ…