
Browsing Category
Featured
ଓମିକ୍ରନକୁ ନେଇ ବଢ଼ିଲା ଭୟ: ଆଫ୍ରିକୀ ଦେଶରୁ ୧୫ ଦିନ ଭିତରେ ମୁମ୍ବାଇ ଆସିଛନ୍ତି ୧୦୦୦ ଯାତ୍ରୀ
ମୁମ୍ବାଇ: ବିଶ୍ୱବ୍ୟାପୀ କରୋନାର ନୁତନ ଭାରିଆଣ୍ଟ ଓମିକ୍ରନ୍ କୁ ନେଇ ଭୟର ବାତାବରଣ ଛାଇ ଯାଇଛି । ଡେଲଟା ଭାରିଆଣ୍ଟ ଠାରୁ ଏହାକୁ ଅଧିକ ମାରାତ୍ମକ ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଏବେ ଏହି ଭୟ ଭିତରେ…
ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ‘ସାଗର କବଚ’: ଆଜି-କାଲି ପାରାଦୀପ ସମୁଦ୍ରରେ ଦେଖିବାକୁ ମିଳିବ ସମରାଭ୍ୟାସ
ପାରାଦୀପ (ଭାସ୍କର ନ୍ୟୁଜ୍): ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ପାରାଦୀପର ଗଭୀର ସମୁଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ସାଗର କବଚ । ଏହି ମିଳିତ ସମରାଭ୍ୟାସରେ ଓଡିଶା ପୋଲିସ୍,…
ରାଶିଫଳ(ମଙ୍ଗଳବାର,୩୦ ନଭେମ୍ବର,୨୦୨୧)
ମେଷ - ଆଜି ଦୁର୍ବଳ ଅନୁଭବ କରିବେ, ମାତ୍ର ଆତ୍ମବଳ ଅଧିକ ରହିବ, ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ, ଚାକିରି, ବ୍ୟବସାୟ, ରାଜନିତି ଏବଂ ପ୍ରତିଯୋଗିତା…
ରାସ୍ତା କାମକୁ କେନ୍ଦ୍ରକରି ବୋମାମାଡ଼: ୪ଜଣ ମିସ୍ତ୍ରୀଙ୍କ ସମେତ ୫ ଗ୍ରାମବାସୀ ଆହତ
ବାଲିପାଟଣା (ଭାସ୍କର ନ୍ୟୁଜ୍): ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିୁର ଗ୍ରାମରେ ରାସ୍ତା କାମକୁ କେନ୍ଦ୍ର କରି ବୋମା ମାଡ ହୋଇଥିବା ବନମାଳିପୁର ଫାଣ୍ଡିରେ ପୃଥକ୍ ତିନୋଟି ଅଭିଯୋଗ ହୋଇଥିବା ସୂଚନା ମିଳିଛି ।…
ଓଡ଼ିଶାରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ୨ରୁ ପାଗରେ ହେବ ପରିବର୍ତ୍ତନ
ଭୁବନେଶ୍ବର(ଓଡିଶା ଭାସ୍କର): ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଯାହା ଫଳରେ ରାଜ୍ୟରେ ୩ରୁ ୫ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବ । ତେବେ ସୃଷ୍ଟ ଲଘୁଚାପ…
କାନପୁର ଟେଷ୍ଟ ଡ୍ର ପରେ ଭାରତୀୟ କୋଚ୍ ଦ୍ରାବିଡ ନେଲେ ବଡ ନିଷ୍ପତ୍ତି, ସଭିଏଁ କରୁଛନ୍ତି ପ୍ରଶଂସା
ନୂଆଦିଲ୍ଲୀ : କାନପୁରର ଗ୍ରୀନପାର୍କ ଷ୍ଟାଡିୟମକୁ ପ୍ରଶଂସା କଲେ ଭାରତୀୟ କ୍ରିକେଟ୍ ଦଳର ନବ ନିଯୁକ୍ତ କୋଚ୍ ରାହୁଲ ଦ୍ରାବିଡ। ଏପରିକି ପିଚ୍ ପ୍ରସ୍ତୁତ କରିଥିବା କର୍ମଚାରୀଙ୍କୁ ୩୫ ହଜାର ଟଙ୍କା ଦେଇ ସମ୍ମାନିତ…
Omicronର ପ୍ରଭାବ: ହ୍ରାସ ପାଇଲା ଅଶୋଧିତ ତୈଳ ଦର
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହା ବିଶ୍ୱ କମୋଡିଟି ବଜାରକୁ ଚହଲାଇ ଦେଇଛି । ଶେୟାର ବଜାରରୁ ଆରମ୍ଭ କରି କମୋଡିଟି ବଜାର ପର୍ଯ୍ୟନ୍ତ ସବୁକିଛି ନିମ୍ନମୁଖୀ । ବିଶ୍ଳେଷକଙ୍କ କହିବାନୁସାରେ, ଯଦି…
ସ୍କୁଲ ମଧ୍ୟରେ ରାସଲୀଳା କରୁଥିଲେ ଶିକ୍ଷକ-ଶିକ୍ଷୟିତ୍ରୀ: ବଦଳି ଦାବିରେ ତାଲା ପକାଇଲେ ଗ୍ରାମବାସୀ
ବେଗୁନିଆପଡା(ଓଡ଼ିଶା ଭାସ୍କର): କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଧକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅଭିଭାବକ ମାନଙ୍କ ଦ୍ୱାରା ଏକ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି…
ନୱାବ ମଲିକଙ୍କ ନାମରେ ୧୦୦୦ କୋଟିର ମାନହାନି ମୋକଦ୍ଦମା; ଜାଣନ୍ତୁ କାହିିଁକି
ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନୱାବ ମଲିକଙ୍କୁ ଝଟକା । ନୱାବ ମଲିକଙ୍କ ନାମରେ ରୁଜୁ ହୋଇଛି ୧୦୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା । ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେଙ୍କୁ ଆକ୍ରମଣ ନେଇ…
ବିଜେପି ରାଜ୍ୟ କୋର କମିଟି ଘୋଷଣା; ସାମିଲ ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ବିଜେପି ରାଜ୍ୟ କୋର କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ନାମ ଘୋଷଣା କରାଯାଇଛି । ରାଜ୍ୟ କୋର କମିଟିରେ ସଭାପତି ସମୀର ମହାନ୍ତିଙ୍କ ସମେତ ୧୫…