Browsing Category

Featured

ଭୁବନେଶ୍ୱରରେ ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ନୂତନ ଡି’ସାଇନିଆ ସୋ ରୁମ୍ ଉଦ୍ଘାଟିତ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଗହଣା ଖୁଚୁରା ଶୃଙ୍ଖଳା ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ ପ୍ରିମିୟମ୍ ଲକ୍ଜୁରି ସୋ’ରୁମ୍ ଡି’ସାଇନିଆ ଭୁବନେଶ୍ୱରରେ ଖୋଲାଯାଇଛି । ପଟିଆର କିଟ୍ ଛକ…

ୱାଙ୍ଖେଡେ ଷ୍ଟାଡିୟମରେ ଶେଷ ଟେଷ୍ଟ ମ୍ୟାଚକୁ ନେଇ ହେଲା ବଡ ନିଷ୍ପତ୍ତି, ଦର୍ଶକ ହେବେ ନିରାଶ !

ମୁମ୍ଵାଇ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ହେବାକୁ ଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ୍କୁ ନେଇ ପ୍ରଶାସନ ବଡ ନିଷ୍ପତ୍ତି ନେଇଛନ୍ତି। ଷ୍ଟାଡିୟମରେ ପୂର୍ଣ୍ଣ କ୍ଷମତାରେ ଦର୍ଶକଙ୍କ ପ୍ରବେଶକୁ…

ବିଶ୍ୱକପ୍ ହକି: ସଞ୍ଜୟ ଓ ହୁଣ୍ଡାଲଙ୍କ ଡବଲ ଗୋଲରେ ହାରିଲା ପୋଲାଣ୍ଡ,ବେଲଜିୟମ ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବ ଭାରତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନିଜର ଅନ୍ତିମ ଲିଗ ମ୍ୟାଚରେ ଦମଦାର ବିଜୟ ସହିତ ଜୁନିୟର ହକି ବିଶ୍ୱକପ କ୍ୱାର୍ଟରରେ ପ୍ରବେଶ କରିଛି ଭାରତ । ଉପ ଅଧିନାୟକ ସଞ୍ଜୟ, ଅରିଜିତ୍ ସିଂ ହୁଣ୍ଡାଲ ଓ ଚିରମାକୋଙ୍କ ଡବଲ ଗୋଲ…

ସ୍ଥଗିତ ରହିଲା ଟ୍ରାକ୍ଟର ରାଲି; ଜାରି ରହିବ ଆନ୍ଦୋଳନ

ନଭେମ୍ବର କରିବାକୁ ଥିବା ଟ୍ରାକ୍ଟର ରାଲିକୁ ସ୍ଥଗିତ ରଖିଲା ମିଳିତ କୃଷକ ମୋର୍ଚ୍ଚା । କିନ୍ତୁ ସରକାର ସର୍ବନିମ୍ନ ସହାୟତା ମୂଲ୍ୟ, ବିରୋଧ ସମୟରେ ଚାଷୀଙ୍କ ମୃତ୍ୟୁ ଏବଂ ଲଖୀମପୁର ମାମଲାରେ ଉପରେ ଆଲୋଚନା ନକରିବା…

ମାଲେସିଆନ ଓପନ ସ୍କ୍ୱାସ ଚାମ୍ପିୟନସିପ: ପ୍ରଥମ ଭାରତୀୟ ଭାବେ ଟାଇଟଲ ଜିତିଲେ ସୌରଭ ଘୋଷ

ନୂଆଦିଲ୍ଲୀ: ଇତିହାସ ରଚିଲେ ସ୍କ୍ୱାସ ଷ୍ଟାର ସୌରଭ ଘୋଷାଲ । ପ୍ରଥମ ଭାରତୀୟ ଭାବେ ମାଲେସିଆନ ଓପନ ଚାମ୍ପିୟନସିପର ଟାଇଟଲ ଜିତି ଇତିହାସ ରଚିଛନ୍ତି ସୌରଭ । ଶନିବାର ପୁରୁଷ ସିଙ୍ଗିଲରେ ମିଗେଲ ରୋଡ୍ରିଗୁଏଜଙ୍କୁ ହରାଇ ସେ…

ପୋଲିସ ଗୁଳିରେ ମାଓବାଦୀ ନିହତ

ବଲାଙ୍ଗିର: ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ । ଖପ୍ରାଖୋଲ ନିକଟ ଜଙ୍ଗଲରେ ପୋଲିସ ଗୁଳିରେ ନକ୍ସଲ ନିହତ । ପୋଲିସ ଓ ଡିଭିଏଫ୍ ଯବାନ ସହ ମୁହାଁମୁହିଁ ବେଳେ ନକ୍ସଲ ନିହତ । ପୋଲିସ ଗୁଳିରେ ନିହତ ଜଣଙ୍କ କ୍ୟାଡର ନକ୍ସଲ…

କୋରାପୁଟ ଓ ନବରଙ୍ଗପୁରରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: କୋରାପୁଟ ପାଇଁ ୧୦୦୦ କୋଟିର ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ…

ଅଶ୍ୱିନଙ୍କ ଆଉ ଏକ ମାଇଲଖୁଣ୍ଟ; ପାକିସ୍ତାନୀ ଖେଳାଳିଙ୍କୁ ପଛରେ ପକାଇଲେ ଭାରତୀୟ ସ୍ପିନର

ନୂଆଦିଲ୍ଲୀ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ନାମରେ ଆଉ ଏକ ରେକର୍ଡର୍ କରିଛନ୍ତି । ଏହା ସହିତ ଦୁଇ ଦୁଇ ଜଣ ପାକିସ୍ତାନୀ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଅଶ୍ୱିନ । ଏହା ମଧ୍ୟରେ ପାକିସ୍ତାନର କିମ୍ବଦନ୍ତୀ…

୨୯ରୁ ରାଜଧାନୀରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ରାଜଧାନୀରେ ବନ୍ଦ ରହିଥିବା ସମସ୍ତ ସ୍କୁଲ ପୁଣି ଥରେ ଖୋଲିବାକୁ ଯାଉଛି । ପ୍ରାୟ ଦୁଇ ସପ୍ତାହ ଧରି ବନ୍ଦ ରହିବା ପରେ ସୋମବାରଠାରୁ ଖୋଲିବ ସମସ୍ତ ସ୍କୁଲ । ଏଭଳି ନିଷ୍ପତ୍ତି…

ଇଣ୍ଟର କାଷ୍ଟ ମ୍ୟାରେଜରେ ମିଳିବ ୫ ଲକ୍ଷ ଟଙ୍କା; ସରକାରଙ୍କ ବଡ଼ ଘୋଷଣା

ଓଡ଼ିଶା ପରେ ଏବେ ଆସାମ । ଇଣ୍ଟର କାଷ୍ଟ ମ୍ୟାରେଜକୁ ନେଇ ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଇଣ୍ଟର କାଷ୍ଟ ମ୍ୟାରେଜ କଲେ ମିଳିବ ୫ ଲକ୍ଷ । ଏଣିକି ଆସାମରେ ଅନ୍ୟ ଜାତିରେ ବିବାହ କଲେ ଦମ୍ପତ୍ତିଙ୍କୁ ଆର୍ଥିକ…