fbpx
Browsing Category

Featured

ପୋକମିଶା ଖାଦ୍ୟର ଚାହିଦା ଅଧିକ, ରେଷ୍ଟୁରାଣ୍ଟକୁ ମିଳୁଛି ପ୍ରଶଂସା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: କୌଣସି ଖାଦ୍ୟ ବାସି କିମ୍ବା ଖରାପ ହୋଇଗଲେ ପୋକ ଲାଗିଯାଇଥାଏ । ସାଧାରଣତଃ ଖାଦ୍ୟରେ ପୋକ ଲାଗିଗଲେ ଆମେ ଏହାକୁ ଫିଙ୍ଗିଦେଉ । କିନ୍ତୁ କେବେ ଶୁଣିଛନ୍ତି କି ଏହିଭଳି ପୋକ ଲାଗିଥିବା ଖାଦ୍ୟକୁ ଲୋକେ ଖାଇବା…

ଏଠାରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବ ସହ ନାଚଗୀତ କରନ୍ତି ଲୋକେ, ଜାଣନ୍ତୁ ଏକ ଅଜବ ପରମ୍ପରା ବିଷୟରେ

ମାଡାମାସ୍କର: ଆମେ ସାଧାରଣତଃ ଖୁସି ଅବସରରେ ନାଚଗୀତ କରୁ ତଥା ମଉଜ ମଜଲିସ୍ କରୁ । ଯେମିତିକି କିଛି ଖୁସିର ମୁହୁର୍ତ୍ତ ଜନ୍ମଦିନ, ବିବାହ ସମୟରେ ଆମେ ନାଚଗୀତ କରି ଉପଭୋଗ କରୁ । ହେଲେ ଶବ ସତ୍କାର କରିବା ସମୟରେ ନାଚଗୀତ…

ରାଜ୍ୟରେ ବରିଷ୍ଠ OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ବରିଷ୍ଠ OAS ଅଧିକାରୀ ସ୍ତରରେ ଆଜି ଅଦଳବଦଳ ହୋଇଛି । ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକ ସଂପର୍କ ବିଭାଗ ର ନିର୍ଦ୍ଦେଶକ ହୋଇଥିବା ବେଳେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ…

ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଶକ୍ତ ଝଟକା: ରାଜ୍ୟ ସରକାରଙ୍କ ସହ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଅମଙ୍ଗ ଟିକା କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଟିକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଆଜି ଲାଗିଛି ଏକ ଶକ୍ତ ଝଟକା । ରାଜ୍ୟ ସରକାରଙ୍କ ଟିକା ଯୋଗାଣ ନେଇ ଢ଼ିଲାପଣ ଟିକା ପ୍ରସ୍ତୁତକାରୀଙ୍କୁ ସୁହାଇଲା ନାହିଁ । ଯାହାର…

ସରକାରଙ୍କ ଯୋଗୁଁ ଅନ୍ୟକୁ ବାହାହେଲା ପ୍ରେମିକା ! ଏପରି ଅଭିଯୋଗ କରି ଟ୍ୱିଟ୍ କଲେ ଆଶାୟୀ ଶିକ୍ଷକ

ଭୁବନେଶ୍ୱର(ଓଡିଶା ଭାସ୍କର): ଦେଶରେ କରୋନା ମହାମାରୀ ଯୋଗୁଁ ବେରୋଜଗାରୀ ବଢିଚାଲିଛି । ଅନେକ ଲୋକଙ୍କୁ ଚାକିରି ମିଳୁନଥିବା ବେଳେ କେତେକ ଲୋକଙ୍କୁ ଚାକିରିରୁ ବାହାର କରାଯାଉଛି । ଅନ୍ୟ ରାଜ୍ୟ ହିସାବରେ ଓଡିଶାରେ ବି…

ସେନା ଓ ସରକାରଙ୍କ ବିରୋଧରେ କହିପାରିବନି ମିଡିଆ, ପାକିସ୍ତାନରେ ନୂଆ ନିୟମକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗର କଳଙ୍କକୁ ମୁଣ୍ଡାଇ ଆସିଥିବା ପାକିସ୍ତାନ ସରକାର ନିଜ ଦେଶରେ ପୁଣି ଏକଛତ୍ରବାଦ ଶାସନ ଚଳାଇବାକୁ ପ୍ରୟାସ କରୁଥିବା ଭଳି ଖବର ଆସିଛି । ଦେଶରେ ଜାରି ହୋଇଥିବା ଏକ…

କାଳ ହେଲା ମେ’ ମାସ: ହୋଇଛି ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ, ସଂଖ୍ୟା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରରେ ମୃତ୍ୟୁହାର ସବୁଠାରୁ ଅଧିକ ରହିଛି । ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲେ ସୁଦ୍ଧା ମୃତ୍ୟୁହାରରେ ଲଗାମ ଲାଗି ପାରୁନାହିଁ । ହଁ ଏହା ସତ ଯେ ନୁତନ ସଂକ୍ରମଣ ମାମଲା…

ନକ୍ସଲ କମାଣ୍ଡରରୁ କଂଗ୍ରେସ ବିଧାୟିକା ପର୍ଯ୍ୟନ୍ତ ସାଥୀକ୍କାଙ୍କ ଯାତ୍ରା, ଜାଣନ୍ତୁ ଗରିବଙ୍କ ଦୁଃଖ ଦୂର କରିବାକୁ କିପରି ଥିଲା ତାଙ୍କ ସଂଘର୍ଷ

ତେଲେଙ୍ଗାନା: ନକ୍ସଲ କମାଣ୍ଡରରୁ କଂଗ୍ରେସ ନେତା ସାଜିଥିବା ଦନସାରୀ ଅନୁସୂୟା ତଥା ସାଥୀକ୍କା ଆଜି ସାରା ଦେଶର ନାଗରିକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଦିନ ଥିଲା ସେ ମାଓ ବୋର୍ଡରରେ ଜଣେ ନକ୍ସଲ କମାଣ୍ଡର ହିସାବରେ…

କାଲି ସକାଳ ସୁଦ୍ଧା ୨୦ ଜିଲ୍ଲା ସାବଧାନ୍‌! ହୋଇପାରେ ଝଡବର୍ଷା ସହ ବଜ୍ରପାତ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ କାଲି ସକାଳ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ନବରଙ୍ଗପୁର, କଳାହାଣ୍ଡି,…

କରୋନା ପଜିଟିଭ ମା’ କୋଳରୁ ଜନ୍ମ ନେଇ ମୃତ୍ୟୁକୁ ହରାଇଲା ନବଜାତ ଶିଶୁ, କିନ୍ତୁ…

ଗୁଜରାଟ: ଦେଶରେ କରୋନାର ଦ୍ୱିତୀୟ ଲହର କମିବାରେ ଲାଗିଥିବା ବେଳେ ଏଭଳି କିଛି ମାମଲା ସାମ୍ନାକୁ ଆସୁଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । କରୋନାରେ ବୟସ୍କ ଓ ଯୁବପିଢିମାନଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନା…