Browsing Category

Featured

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି କନିଷ୍ଠ ଯନ୍ତ୍ରୀ । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିର କନିଷ୍ଠ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧୫୦୦ ଟଙ୍କା ଲାଞ୍ଚ ନେବା ବେଳେ ରଶ୍ମିରଞ୍ଜନ…

ଭାଙ୍ଗିଗଲା କି ଦିଦିଙ୍କ ଦମ୍ଭ, କୁଆଡ଼େ ଗଲା ସିଂହୁଣୀର ଗର୍ଜନ: କହିଲେ ମୋଦିଙ୍କ ଲହରୀକୁ ରୋକିବା କଷ୍ଟକର ବ୍ୟାପାର

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଯଦି କେହି ମୋଦିଙ୍କୁ ଟକ୍କର ଦେଉଛି, ସେ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭାଜପା ସହ ଦିଦିଙ୍କର ରହିଛି ଅହି ନକୁଳ ସମ୍ପର୍କ, ଯାହାର ପରିଣାମ ଏବେ…

ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ ‘ପଲଟୁ ରାମ’: ଜାଣନ୍ତୁ ଏପରି କହିବାର ତାତ୍ପର୍ଯ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ରାଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବାଣ ମାରିଛନ୍ତି । ସେ କହିଛନ୍ତି ଯେ, ନୀତିଶଙ୍କ ସହିତ କୌଣସି ବୁଝାମଣା କରାଯିବାର…

ଅଜବ ପ୍ରେମ! ପ୍ରପୋଜ୍ କରିବାରୁ ବୟଫ୍ରେଣ୍ଡ ନାଁରେ କେସ୍ କଲେ ଯୁବତୀ

ଲୁସାକା: ପ୍ରେମରେ ପଡିଥିବା ଝିଅଙ୍କୁ ଏ ଦୁନିଆ ରଙ୍ଗିନ ଲାଗିଥାଏ । ସେମାନେ ନିଜ ପାର୍ଟନରଙ୍କଠାରୁ ଅନେକ କିଛି ଆଶା କରିଥାନ୍ତି, ତା ମଧ୍ୟରୁ ଗୋଟିଏ ହେଉଛି ପ୍ରପୋଜ୍ । ଝିଅମାନେ ଚାହାଁନ୍ତି କି, ତାଙ୍କ ପାର୍ଟନର…

ଟି-୨୦ ବିଶ୍ୱକପ୍: ବିରାଟ କୋହଲିଙ୍କ ରେକର୍ଡ ଅତିକ୍ରମ କଲେ ବାବର ଆଜମ୍

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ୍ । ଭାରତ ଅଦ୍ୟାବଧି ଟୁର୍ଣାମେଣ୍ଟରେ ଗୋଟିଏ ମ୍ୟାଚ ଖେଳିଥିବା ବେଳେ ଦଳ ପରାଜିତ ହୋଇଛି । ଅନ୍ୟପକ୍ଷରେ ବାବର ଆଜମ୍…

ଆଜି ପୃଥିବୀ ସହିତ ମାଡ଼ ହେବ ଭୟଙ୍କର ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ, ଆପଣଙ୍କ ଉପରେ କିପରି ରହିବ ଏହାର ପ୍ରଭାବ ଜାଣନ୍ତୁ

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କଠାରୁ ବାହାରୁଥିବା ତେଜ୍ ରଶ୍ମୀର ଲହର ଆଜି ପୃଥିବୀ ସହିତ ମାଡ଼ ହେବ । ତେବେ ଏକ ବିଶାଳ ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ ଧକ୍କା ହେବା ଫଳରେ ଏହାର ପ୍ରଭାବରେ ଜିପିଏସ୍ ସିଗନାଲ, ସାଟେଲାଇଟ ଓ…

ସ୍ମୃତିଶକ୍ତିକୁ ଦୁର୍ବଳ କରେ ଏହି ୫ଟି ଜିନିଷ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ମୃତିଶକ୍ତି ମଣିଷର ବୟସ ସହିତ ଜଡ଼ିତ ହୋଇରହିଥାଏ । କୁହାଯାଏ ବୟସ ବଢ଼ିବା ସହିତ ସ୍ମୃତିଶକ୍ତି ଦୁର୍ବଳ ହୋଇଯାଏ । ଆପଣ ମାନେ ମଧ୍ୟ ଲକ୍ଷ୍ୟ କରିଥିବେ ଯେ, କିଛି ବୃଦ୍ଧଙ୍କ ସ୍ମୃତିଶକ୍ତି ଖୁବ୍…

ଘରେ ବସି କିପରି କରିବେ ଭୋଟ୍ ପରିଚୟ ପତ୍ର? ଏପରି ବୁଝାଇ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଆରମ୍ଭ ହୋଇଛି ରାଜନୀତି । ଏନେଇ ରାଜନେତାଙ୍କ ସମେତ ନିର୍ବାଚନ ଅଧିକାରୀମାନେ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ଆଗାମୀ ପଞ୍ଚାୟତ…

କ୍ରିକେଟ୍ ନୁହେଁ ରାଜନୀତି ଉପରେ ପ୍ରଶ୍ନ କଲେ ପାକିସ୍ତାନ ସାମ୍ବାଦିକ, ଏମିତି ଜବାବ ଦେଲେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ଶୁକ୍ରବାର ଖେଳାଯାଇଛି । ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ଜିତିଥିଲେ ମଧ୍ୟ ଚାରିଆଡେ ଆଫଗାନିସ୍ତାନର ଖେଳକୁ ପ୍ରଶଂସା କରାଯାଉଛି।…

ସାବଧାନ୍! ଏବେ କରୋନା ନୁହେଁ, ଡେଙ୍ଗୁ ରୋଗୀଙ୍କଠାରେ ଦେଖାଦେଉଛି ବ୍ଲାକ୍ ଫଙ୍ଗସ୍, ଇନ୍ଦୋରରୁ ଚିହ୍ନଟ

ଇନ୍ଦୋର: ଡେଙ୍ଗୁକୁ ନେଇ ସରକାର ଚିନ୍ତାରେ ଥିବା ସାମ୍ନାକୁ ଆସିଛି ଆଉ ଏକ ସଙ୍କଟ । କରୋନା ପରେ ଯେଉଁ ବ୍ଲାକ୍ ଫଙ୍ଗସ୍ ହଇଚଇ ସୃଷ୍ଟି କରିଥିଲା, ତାହା ପୁଣି ଫେରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟକର କଥା…