Browsing Category
Featured
ପିଲାଙ୍କ ମସ୍ତିଷ୍କକୁ କିପରି କରିବେ ତୀକ୍ଷ୍ଣ? ମା’ମାନେ ଜାଣିରଖନ୍ତୁ କିଛି ଟିପ୍ସ
ଖେଳାଖେଳି ଯୋଗୁଁ ପିଲାଙ୍କ ମସ୍ତିଷ୍କରେ ପ୍ରଭାବ ପଡ଼ୁଛି । ଏପରି ପରିସ୍ଥିତିରେ ପିଲାଙ୍କ ମନର ସନ୍ତୁଳନ ବଜାୟ ରଖିବା ଜରୁରୀ । ପାଠପଢ଼ା ହେଉ ବା କିଛି କାର୍ଯ୍ୟକଳାପ, ଆଜିକାଲି ପିଲାଙ୍କ ପାଇଁ ପ୍ରତିଯୋଗିତା ଅତ୍ୟନ୍ତ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୬୫ କରୋନା ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ଦୀପାବଳୀ ପୂର୍ବରୁ ଚମକିବ ଏହି ରାଶି ଲୋକଙ୍କ ଭାଗ୍ୟ, ହେବେ ମାଲାମାଲ୍
ଆଗକୁ ଆସୁଛି ଦୀପାବଳୀ । ଏହି ଉତ୍ସବରେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ସମସ୍ତେ ବିଭିନ୍ନ ରୀତିନୀତି ପାଳନ କରୁଛନ୍ତି । ଏଥର ଦୀପାବଳୀ କିଛି ଲୋକଙ୍କ ପାଇଁ ଶାନଦାର୍ ହେବାକୁ ଯାଉଛି, କାରଣ ସେମାନଙ୍କ ଉପରେ ମା…
ଗୁପଚୁପ୍ ଖାଇବାରୁ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରକୁ ଛାତରୁ ଓଲଟା ଲଟକାଇଲେ ପ୍ରିନ୍ସପାଲ୍
ମିର୍ଜାପୁର: ମିର୍ଜାପୁରର ଏକ ଘରୋଇ ସ୍କୁଲରେ ଗୁପଚୁପ୍ ଖାଇବାରୁ ସେଠାକାର ପ୍ରିନ୍ସପାଲ୍ ରାଗରେ ଆସି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରକୁ ଛାତରୁ ଓଲଟା ଲଟକାଇଦେଲେ । ତେବେ ଏହାର ଏକ ଫଟୋ ଓ ଭିଡିଓ ଏବେ ସୋସିଆଲ୍…
ଶୀତଦିନେ ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ ସୋରିଷ ତେଲ, ଜାଣନ୍ତୁ ଏହାର ଫାଇଦା
ସୋରିଷ ତେଲ ପ୍ରତ୍ୟେକ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ ।…
୫୦ ପ୍ରତିଶତ ହ୍ରାସ ପାଇଲା MBBS ଫିସ୍: ସରକାର ଘୋଷଣା କଲେ ଦିପାବଳୀ ବୋନସ୍, ଜାଣନ୍ତୁ ଏହା ବିଷୟରେ
ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ଭାଜପା ସରକାର ଏକ ଲାଭଜନକ ଘୋଷଣା କରିଛନ୍ତି । ରାଜ୍ୟର ୧୮ଟି ମେଡିକାଲ କଲେଜରେ ଏବେ ଏମବିବିଏସ୍ କୋର୍ସ ଫିକୁ ୪ ଲକ୍ଷରୁ ହ୍ରାସ କରାଯାଇ ୧.୪୫…
ରୋନାଲ୍ଡୋ ହେବାକୁ ଚେଷ୍ଟା କରୁଥିଲେ ୱାର୍ନର୍, ପୁଣି ରଖିବାକୁ ପଡ଼ିଲା କୋଲ୍ଡ ଡ୍ରିଙ୍କ୍ ବୋତଲ; ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଡେଭିଡ୍ ୱାର୍ନରଙ୍କର ଦମଦାର୍ ବ୍ୟାଟିଂ ଦ୍ୱାରା ଅଷ୍ଟ୍ରେଲିୟା, ଶ୍ରୀଲଙ୍କାକୁ ଟି-୨୦ ବିଶ୍ୱକପ୍ ୨୦୨୧ରେ ସୁପର୍ ୧୨ ମୁକାବିଲାରେ ୭ଟି ୱିକେଟରେ ମାତ୍ ଦେଇଛି । ଅଷ୍ଟ୍ରେଲିୟାର ଏହା ହେଉଛି ଦ୍ୱିତୀୟ ବିଜୟ ।…
ବଙ୍ଗୋପସାଗରରେ ଲଘୁଚାପ, ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ସହ ସାମନ୍ତାରାଳ ଭାବେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠୁ ୨ ତାରିଖ…
ଇଟାଲୀ-ୟୁକେ ଗସ୍ତରେ ମୋଦୀ, ଜି୨୦ ଓ COP26 ବ୍ୟତୀତ କରିବେ ୨୦ଟି ମହତ୍ତ୍ୱପୂର୍ଣ୍ଣ ଦ୍ୱିପାକ୍ଷିୟ ବୈଠକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ୫ ଦିନ ପାଇଁ ଇଟାଲୀ ଓ ବ୍ରିଟେନ୍ ଗସ୍ତରେ ବାହାରିଛନ୍ତି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବୈଠକରେ ଯୋଗ ଦେବେ । ମିଳିଥିବା ସୂଚନା ଅନୁସାରେ,…
ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବଢ଼ିଲା ୩ ବର୍ଷ
ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଛି । କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ଅନୁମୋଦନ କରିଥିବା ସୂଚନା ମିଳିଛି । ୨୦୨୧ ଡିସେମ୍ବର ୧୦ରୁ ବର୍ଦ୍ଧିତ କାର୍ଯ୍ୟକାଳ ଲାଗୁ ହେବ…