fbpx
Browsing Category

Featured

ରାଶିଫଳ (ରବିବାର, ୨ ମେ, ୨୦୨୧)

ମେଷ - ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…

ଜୁନ୍ ୩ୟ ସପ୍ତାହ ସୁଦ୍ଧା CBSE ଦଶମ ରେଜଲ୍ଡ: ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ ଓ କିପରି ଦିଆଯିବ ମାର୍କ ?

ଭୁବନେଶ୍ୱର,୧ ।୫(ଓଡିଶା ଭାସ୍କର): କରୋନା କାଳରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡଲାଇନ୍ ଜାରି ହୋଇଛି । ସିବିଏସଇ ପକ୍ଷରୁ ଏହି ଗାଇଡଲାଇନ୍ ପ୍ରକାଶ ପାଇଛି । ଗାଇଡଲାଇନ୍ ମୁତାବକ, ସବୁ ସ୍କୁଲରେ…

ଓଡିଶାରେ ଲାଗିବ କି ଲକଡାଉନ୍‌! କାଲି ବଡ ଘୋଷଣା କରିବେ ରାଜ୍ୟ ସରକାର, ଜାଣନ୍ତୁ ସମୟ ?

ଭୁବନେଶ୍ୱର,୧ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଦୈନିକ ୧୦ ହଜାର ସଂକ୍ରମଣ ଚିହ୍ନଟ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ କୋଭିଡ ପରିଚାଳନା…

୮ ତାରିଖ ଯାଏଁ ସ୍ଲଟ୍ ବୁକିଂ ଶେଷ

ଭୁବନେଶ୍ୱର,୧ ।୫(ଓଡିଶା ଭାସ୍କର): କରୋନା ମହାମାରୀ ବଢିଚାଲିଥିବା ବେଳେ ଭୁବନେଶ୍ୱରରେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ ପାଇଁ…

ଭୁବନେଶ୍ୱରରେ ପୁଣି ୧୦୯୩ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ମହାନଗରରେ ଆଜି ଦିନକରେ ସଂକ୍ରମଣ ସଂଖ୍ୟା ପୁଣି ହଜାରେ ଟପିଛି । ରାଜଧାନୀ ଭୁବନେଶ୍ୱରରେ…

ଖୁସି ଖବର : ଓଡ଼ିଶାରେ ଆଜି ୫୬୩୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫୬୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଟିକାକରଣ ପାଇଁ ହେଲା ଧାର୍ଯ୍ୟ ହେଲା ସମୟ

ଭୁବନେଶ୍ୱର : ଆସନ୍ତା ୩ ତାରିଖ ସୋମବାର ଦିନ ହେବାକୁ ଯାଉଥିବା ଟିକାକରଣର ସମୟ ନିର୍ଦ୍ଧାରଣ କରାଯାଇଛି । ଭିନ୍ନ ଭିନ୍ନ ବର୍ଗର ବୟସ୍କଙ୍କ ଲାଗି ଟିକାକରଣ ସମୟ ଧାର୍ଯ୍ୟ କରାଯାଇଛି । ଏନେଇ ବିଏମସି ପକ୍ଷରୁ ସୁଚନା…

କଣ ଏହି ଅକ୍ସିଜେନ୍ କନସେନଟ୍ରେଟର୍ ? କରୋନା ଆକ୍ରାନ୍ତଙ୍କ ପାଇଁ ଏହା କେତେ ଉପଯୋଗୀ ? ଜାଣିବା ପାଇଁ ପଢ଼ନ୍ତୁ ପୁରା ଖବର

ଦେଶରେ କରୋନା ମହାମାରୀର ଆତଙ୍କ ଥିବାବେଳେ ମେଡିକାଲ୍ ଅକ୍ସିଜେନର ଅଭାବ ଦେଖାଦେଇଛି । ଅକ୍ସିଜେନ୍ ର ଅଭାବ ଫଳରେ ଅନେକ ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡୁଛନ୍ତି । ଅନେକ ସ୍ଥାନରେ ଅକ୍ସିଜେନ୍ ସିଲିଣ୍ଡରକୁ ନେଇ କଳାବଜାରୀ…

କରୋନାରେ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର ୦୧ ।୦୫ (ଓଡ଼ିଶା ଭାସ୍କର) : କରୋନା ଆଉ ଜଣେ ସାମ୍ବାଦିକଙ୍କ ଦେହାନ୍ତ । ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଟାଇମ୍ସ ଅଫ୍ ଇଣ୍ଡିଆର ଯୁବ ସାମ୍ବାଦିକ ଭାବେ…

ରାଜ୍ୟରେ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର,୧ ।୫(ଓଡିଶା ଭାସ୍କର): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆଜି ମିଳିଛି ସାମାନ୍ୟ ଆଶ୍ୱସ୍ତି । ଆଜି ରାଜ୍ୟରେ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧.୩ ଡିଗ୍ରୀ ସହ ସୋନପୁର…