fbpx
Browsing Category

Featured

ହ୍ୱାଟ୍ସଆପରେ ଏହି ମେସେଜ୍ ଆସୁଥିଲେ ସାବଧାନ୍‌! କ୍ଲିକ୍ କରିବା ମାତ୍ରେ ମୋବାଇଲ୍ ହ୍ୟାକ୍‌

ନୂଆଦିଲ୍ଲୀ,୧୯ ।୪: ଆଜିକାଲି ଏକ ହ୍ୱାଟ୍ସଆପ୍ ମେସେଜ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହ୍ୱାଟ୍ସଆପକୁ ପିଙ୍କ୍ ବା ଗୋଲାପୀ ରଙ୍ଗରେ ପରିବର୍ତ୍ତନ କରିବାକୁ ଦାବି ହେଉଛି । ଏହି ମେସେଜରେ ଏକ ଲିଙ୍କ୍ ମଧ୍ୟ…

ଅସମ୍ଭାଳ ସ୍ଥିତି: ଭୁବନେଶ୍ୱରରୁ ଆଜି ପୁଣି ୪୬୮ ପଜିଟିଭ ଚିହ୍ନଟ,୧୨୩ ସୁସ୍ଥ

ଭୁବନେଶ୍ୱର,୧୯।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୪୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…

୧ ମେ’ରୁ ୧୮ରୁ ଅଧିକ ବୟସ୍କଙ୍କୁ ଟିକା

ବିଶ୍ୱରେ କରୋନା ଭାଇରସର ଦ୍ୱିତୀୟ ଲହରର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିଭିନ୍ନ ଦେଶରେ ଜାରି ରହିଛି ଟିକାକରଣ । ଭାରତରେ ମଧ୍ୟ ଟିକାକରଣକୁ ବ୍ୟାପକ କରାଯାଇଛି । ଏଭଳି ପରିସ୍ଥିତିରେ ଆଜି କେନ୍ଦ୍ର…

ଓଡିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ବଢି ବଢ଼ି ଚାଲିଥିବା ବେଳେ ଆଜି ଏସଆରସି ଏକ ଗୁରୁତ୍ୱପୁର୍ଣ୍ଣ ସୂଚନା ଦେଇଛନ୍ତି । ସବୁ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସଟଡାଉନ୍…

ଇତିହାସ ରଚିଲା NASA; ଲାଲ୍ ଗ୍ରହରେ ପ୍ରଥମ ଥର ଉଡାଇଲା ହେଲିକପ୍ଟର୍

ନୂଆଦିଲ୍ଲୀ ୧୯ ।୪ (ଓଡିଶା ଭାସ୍କର) : ଇତିହାସ ରଚିଲା NASA । ଅନ୍ୟଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର୍ ଉଡାଇଛି NASA । ସୋମବାର ଅପରାହ୍ନ ୪ଟାରେ ଏହି ହେଲିକପ୍ଟର ଉଡାଯାଇଛି । ଏହି ହେଲିକପ୍ଟର ନାମ ‘ଇଞ୍ଜିନ୍ୟୁଟି…

ଏମ୍ସରେ ଭର୍ତ୍ତି ହେଲେ ମନମୋହନ ସିଂ

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : କରୋନାରେ ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହେଲେ ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସୋମବାର ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ସହରରେ ଲାଗୁ ହେଲା ଲକ୍ ଡାଉନ

ୟୁପି, ୧୯ ।୪ (ଓଡିଶା ଭାସ୍କର)  : କରୋନା ମହାମାରୀ ମହାମାରୀର ପ୍ରକୋପକୁ ଆଖି ଆଗରେ ରଖି ୟୁପି ସରକାର ରାଜ୍ୟର ୫ ଜିଲ୍ଳାରେ ଲକଡାଉନ୍ ଘୋଷଣା କରିଛନ୍ତି । ଆଲ୍ଲାହାବାଦ୍ ହାଇକୋର୍ଟ ଆଜି ୟୁପିର ସବୁଠାରୁ ଅଧିକ…

ଆସନ୍ତାକାଲି ରୁକୁଣା ରଥଯାତ୍ରା, ମୁତୟନ ହେବେ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର)  : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ରାଜ୍ୟ ସରକାର କଟକଣାକୁ କଡାକଡି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିନା ଭକ୍ତରେ…

ଶିକ୍ଷକଙ୍କ କଳା କାରନାମା, ଅଶ୍ଲୀଳ ଭିଡିଓ ଭାଇରାଲ ପରେ ହେଲେ ସସପେଣ୍ଡ୍

ଭଦ୍ରକ,୧୯/୪: ଭଦ୍ରକ ଜିଲ୍ଲା ଚରମ୍ପା କୋଡାବାରୁଆ ୟୁଜିଏମଇ ସ୍କୁଲର ଶିକ୍ଷକଙ୍କ ନାଁରେ ଆସିଛି ସଂଙ୍ଗୀନ ଅଭିଯୋଗ । ଅଭିଯୋଗ ପରେ ସଂପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । ଘଟଣା ଅନୁଯାୟୀ ଚରମ୍ପା…

‘ପିଲାଙ୍କ ପାଠପଢାରେ ଲାଗିବ ନାହିଁ ଲକଡାଉନ୍’; କରୋନା ପଜିଟିଭ ହୋଇ ମଧ୍ୟ ପିଲାଙ୍କୁ ସାହାଯ୍ୟ କଲେ ସୋନୁ

ମୁମ୍ବାଇ ୧୯ ।୪ (ଓଡିଶା ଭାସ୍କର) : କରୋନାରେ ସଂକ୍ରମିତ ହୋଇ ମଧ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ବନ୍ଦ କରି ନାହାନ୍ତି ସୋନୁ ସୁଦ୍ । ଏହା ମଧ୍ୟରେ କରୋନା ଯୋଗୁ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।…