Browsing Category
Featured
RI ପରୀକ୍ଷା ଦେବାରୁ ଶତାଧିକ ପରୀକ୍ଷାର୍ଥୀ ବଞ୍ଚିତ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଅନୁଷ୍ଠିତ ହେଉଥିବା ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ଓଏସଏସଏସସି ପକ୍ଷରୁ ଏହି ପରୀକ୍ଷା ଆୟୋଜିତ ହେଉଥିବା ବେଳେ ଶତାଧିକ ପରୀକ୍ଷାର୍ଥୀ ଅସୁବିଧାର…
ପଦକ ବିଜୟ ପରେ ଭବିନାଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ; ଏମିତି ଲେଖିଲେ ମୋଦୀ
ନୂଆଦିଲ୍ଲୀ: ଟୋକିଓ ୨୦୨୦ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭବିନା ପଟେଲଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପୂର୍ବତନ କଂଗ୍ରେସ ସଭାପତି…
ରାଜ୍ୟରେ ଆଉ ୬୯ ମୁଣ୍ଡ ନେଲା କରୋନା; ମୃତ୍ୟୁ ସଂଖ୍ୟା ୭୮୩୪
ଭୁବନେଶ୍ୱର (ଓଡ଼ିଆ ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁ ନାହିଁ । ବିଗତ ଦୁଇ ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ କମ୍ ରହିଛି । ରାଜ୍ୟରେ ୬୯ ମୃତ୍ୟୁ…
ଆଜି ରାଜ୍ୟରୁ ୮୪୯ ନୂତନ ଆକ୍ରାନ୍ତ ଚିହ୍ନଟ; ୧୧୯ ଶିଶୁ ପଜିଟିଭ୍
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରବିବାର ରାଜ୍ୟରୁ ୮୪୯ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୪୯ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୧ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୩୫୮ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି ।…
ବଢ଼ିବ I-PHONE ମୂଲ୍ୟ; ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ମାସରୁ ବଢିଯିବ ଆଇଫୋନ-୧୩ର ମୂଲ୍ୟ । ଆସନ୍ତା ମାସରେ ଆଇଫୋନ ୧୩ ସିରିଜ ଫୋନ ଲଞ୍ଚ ହେବାକୁ ଯାଉଛି । ଏହି ଫୋନ ଲଞ୍ଚ ପୂର୍ବରୁ ଏହାର ମୂଲ୍ୟ ବୃଦ୍ଧି ହେବ ବୋଲି କୁହାଯାଇଛି । ଆସନ୍ତା…
ତାଲିବାନୀଙ୍କୁ ପଞ୍ଜଶିର ଚାଲେଞ୍ଜ୍, ରଣହୁଙ୍କାର ଦେଉଛନ୍ତି ଏହି ଯୋଦ୍ଧା
ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନର ୩୪ଟି ଅଞ୍ଚଳରୁ ୩୩ଟିରେ ନିଜ ଆଧିପତ୍ୟ ବିସ୍ତାର କରିସାରିଛନ୍ତି ତାଲିବାନୀ । କିନ୍ତୁ ଏବେ ମଧ୍ୟ ପଞ୍ଜଶୀର ଘାଟି ତାଲିବାନୀଙ୍କ ପାଇଁ ଏକ ଆହ୍ୱାନ ହୋଇ ରହିଛି । ଆଉ ନିଜକୁ…
ଭବିନା ପଟେଲଙ୍କୁ ଐତିହାସିକ ରୌପ୍ୟ; ଭାରତର ପଦକ ଖାତା ଖୋଲିଲା
ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ଖାତା ଖୋଲିଛନ୍ତି ଭବିନା ପଟେଲ । ଭବିନା କ୍ଲାସ-୪ ଟିଟି ଫାଇନାଲରେ ଚୀନର ୟିଙ୍ଗ ଝୋଉଙ୍କ ନିକଟରୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଏହା ସହିତ…
ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା: ତ୍ୱରିତ ଫଇସଲା ଆବେଦନ ଖାରଜ
କଟକ (ଭାସ୍କର ନ୍ୟୁଜ୍): କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଫଇସଲା ନିମନ୍ତେ ଅନୁଭବ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏଥିସହିତ ହାଇକୋର୍ଟ…
କାବୁଲରେ ଆତଙ୍କୀ ଆକ୍ରମଣ ଆଶଙ୍କା; ରେଡ ଆଲର୍ଟ ଜାରି କଲା ଆମେରିକା
ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଆଉ ଏକ ଆତଙ୍କୀ ଆକ୍ରମଣ ହେବା ନେଇ ଆଶଙ୍କା ଜାହିର କରାଯାଇଛି । ଆସନ୍ତା ୨୪-୩୬ ଘଣ୍ଟା ମଧ୍ୟରେ କାବୁଲ ବିମାନବନ୍ଦର ଉପରେ ଆକ୍ରମଣ ହେବାର ସମ୍ଭାବନା…
ଏଣିକି PSLV ତିଆରି କରିବେ ଘରୋଇ କମ୍ପାନୀ: କଣ୍ଟ୍ରାକ୍ଟ ହାତେଇବା ପାଇଁ ଦୌଡରେ ଅଦାନୀ ଗ୍ରୁପ୍ ଓ ଲାର୍ସନ ଆଣ୍ଡ ଟର୍ବୋ ଭଳି ଅନେକ ସଂସ୍ଥା
ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ବ୍ୟତୀତ କୌଣସି ଘରୋଇ କମ୍ପାନୀ ନିର୍ମାଣ କରିବ ସ୍ପେସ୍ ଲଞ୍ଚ ହ୍ୱିକିଲ୍ । ଏବେ ଭାରତର ଘରୋଇ କମ୍ପାନୀ ତିଆରି କରିବେ ପୋଲାର ସାଟେଲାଇଟ୍…