
Browsing Category
Featured
ପିପିଲି ଉପ ନିର୍ବାଚନ ଫଳାଫଳ: ୨୦ ରାଉଣ୍ଡ ସୁଦ୍ଧା ୨୦,୨୯୯ ଭୋଟରେ ଆଗରେ ବିଜେଡି
ଭୁବନେଶ୍ୱର: ଜାରି ରହିଛି ପିପିଲି ଉପ ନିର୍ବାଚନ ଭୋଟ ଗଣତି । ଏବେ ଆସିଛି ୨୦ତମ ରାଉଣ୍ଡ ଫଳାଫଳ । ୧୭ ରାଉଣ୍ଡ ସୁଦ୍ଧା ବିଜେଡି ୨୦,୨୯୯ ହଜାର ଭୋଟରେ ଆଗୁଆ ରହିଛି ।
୨୦ ରାଉଣ୍ଡ ସୁଦ୍ଧା ବିଜେଡି ୭୮,୩୭୭ ଭୋଟ ସହ…
ନନ୍ଦିଗ୍ରାମକୁ ମୁହଁତୋଡ ଜବାବ ଦେଇଛି ଭବାନୀପୁର ଫଳାଫଳ: ମମତା ବାନାର୍ଜୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭାବନୀପୁର ଉପ ନିର୍ବାଚନରେ ବିଜୟୀ ହେବା ପରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୫୮୮୩୨ ଭୋଟର ବିଶାଳ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପରାସ୍ତ…
୧୭ ରାଉଣ୍ଡରେ ବି ଆଗରେ ବିଜେଡି
ଭୁବନେଶ୍ୱର: ଜାରି ରହିଛି ପିପିଲି ଉପ ନିର୍ବାଚନ ଭୋଟ ଗଣତି । ଏବେ ଆସିଛି ୧୭ ରାଉଣ୍ଡ ଫଳାଫଳ । ୧୭ ରାଉଣ୍ଡ ସୁଦ୍ଧା ବିଜେଡି ୧୯,୩୨୮ ଭୋଟରେ ଆଗୁଆ ରହିଛି ।
୧୭ ରାଉଣ୍ଡ ସୁଦ୍ଧା ବିଜେଡି ୬୭,୯୨୫ ଭୋଟ ସହ ପ୍ରଥମ…
ପିିପିଲି ଜନାଦେଶ: ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୩ ହଜାର ଭୋଟ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପିପିଲି ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ୧୬ ନମ୍ବର ରାଉଣ୍ଡର ଫଳାଫଳ ଆସିଛି । ବିଜେଡି ୬୩୪୩୭ ଭୋଟ ସହିତ ଅଗ୍ରଣୀ ବଜାୟ ରଖିଛି । ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡି…
ପିିପିଲି ଜନାଦେଶ: ୧୩ ନମ୍ବର ରାଉଣ୍ଡ ସୁଦ୍ଧା ୧୪ ହଜାର ଭୋଟରେ ଆଗୁଆ ବିଜେଡି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନରେ ଭୋଟ ଗଣତି ଜାରି ରହିଥିବା ବେଳେ ଆଗୁଆ ରହିଛନ୍ତି ବିଜେଡିର ରୁଦ୍ର ପ୍ରସାଦ ମହାରଥୀ । ଆରମ୍ଭରୁ ଅଗ୍ରଣୀ ବଜାୟ ରଖିଥିବା ରୁଦ୍ର ୧୩ ନମ୍ବର ରାଉଣ୍ଡ ଭୋଟ ଗଣତି…
ଗିରଫ ହେଲେ ଶାହାରୁଖ ଖାନଙ୍କ ପୁଅ ଆର୍ୟାନ
ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ୍ ଙ୍କ ପୁଅ ଆର୍ୟାନ ଖାନ ଗିରଫ । ରାତି ଅଧରେ ରେଭ୍ ପାର୍ଟିରେ ସାମିଲ ଥାଇ ଧରାପଡ଼ିଥିଲେ । ଆର୍ୟନଙ୍କ ସହ ମୋଟ ୮ ଜଣଙ୍କୁ ଧରିଥିଲା ଏନସିବି । ସେମାନଙ୍କୁ ଅଟକ ରଖି ପଚରାଉଚରା…
ମନୋଜ ବାଜପେୟୀଙ୍କ ପିତାଙ୍କ ପରଲୋକ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ବାଜପେୟୀଙ୍କ ଦେହାନ୍ତ । ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । କିଛିଦିନ ତଳେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି…
ଭବାନୀପୁର ଉପନିର୍ବାଚନ: ୫୮ ହଜାର ଭୋଟରେ ଜିତିଲେ ମମତା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନରେ ଶେଷରେ ବାଜି ମାରି ନେଇଛନ୍ତି ଦିଦି । ମମତା ବାନାର୍ଜୀ ୫୮ ହଜାର ୩୮୯ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରିୟଙ୍କା ଟିବରୱେଲଙ୍କୁ ପରାସ୍ତ…
ପିପିଲି ଜନାଦେଶ: ୧୧ ରାଉଣ୍ଡ ସୁଦ୍ଧା ବିଜେଡି ୧୧,୧୯୬ ଭୋଟରେ ଆଗୁଆ
ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ଚାଲିଛି । ବିଜେଡିର ରୁଦ୍ର ମହାରଥୀ ରେସରେ ଆଗୁଆ ରହିଛନ୍ତି । ସେ ବିଜେପିର ଆଶ୍ରିତ…
ମୁମ୍ବାଇ ଡ୍ରଗ୍ସ ପାର୍ଟି: ‘ପଠାନ’ ଶୁଟିଂ ବାତିଲ କଲେ ଶାହରୁଖ ଖାନ୍!
ମୁମ୍ବାଇ: ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ କ୍ରୁଜ୍ ଭିତରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଶନିବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ କରିଥିଲା । କ୍ରୁଜ୍ ରୁ ବିପୁଳ ପରିମାଣରେ ଡ୍ରଗ୍ସ…