Browsing Category

Featured

ଡ୍ରୋନ୍ ଉଡ଼ାଇବା ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ, ଜାଣନ୍ତୁ କଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନୁତନ ଡ୍ରୋନ୍ ବ୍ୟବହାର କରିବା ନେଇ ନୂଆ ନିୟମ ଘୋଷଣା କରିଛନ୍ତି । ଜମ୍ମୁରେ ଆଇଏଏଫ୍ ବେସ୍ ଉପରେ ହୋଇଥିବା ଡ୍ରୋନ୍ ହମଲା ପରଠାରୁ କେନ୍ଦ୍ର ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି ।…

ବେଙ୍ଗଲ ନିର୍ବାଚନୀ ହିଂସା: ୯ଟି FIR ଦାଖଲ କଲା CBI

ନୂଆଦିଲ୍ଲୀ: ବେଙ୍ଗଲ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ମାମଲାରେ ସିବିଆଇ ପକ୍ଷରୁ ୯ଟି ଏଫଆଇଆର ଦାଖଲ କରାଯାଇଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ କରାଯାଇଥିବା…

ରାଜଧାନୀରେ ଗାଡ଼ି ଲୁଟିଲେ ନକଲି ପୋଲିସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୋଲିସର ପରିଚୟ ଦେଇ ଏକ ଗାଡି ଲୁଟ କରିଛନ୍ତି ଦୁର୍ବୃତ୍ତ । ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳରେ ପୋଲିସର ପରିଚୟ ଦେଇ ଲୁଟେରା ମାନେ ଗାଡି ଲୁଟିବା ସହିତ ବ୍ୟବସାୟୀଙ୍କୁ ଅପହରଣ କରି ନେଇଛନ୍ତି…

ଏବେ ମହିଳାମାନେ ଘରେ ରୁହନ୍ତୁ, ଆମ ସୈନ୍ୟମାନେ ଝିଅମାନଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି: ତାଲିବାନ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ମାନେ ଅକ୍ତିଆର କରିବା ପରେ ମହିଳା ମାନଙ୍କ ଚିନ୍ତା ବଢ଼ିଯାଇଛି । ଯେଉଁ ମାନେ ଦେଶ ଛାଡ଼ି ଦେଇଛନ୍ତି ସେମାନେ ଭାଗ୍ୟଶାଳୀ ହୋଇଥିବା ବେଳେ ଯେଉଁ ମାନେ ରହିଯାଇଛନ୍ତି ସେମାନେ ତାଲିବାନି…

୬ କୋଟିର ସାଇବର ଠକେଇ; ରୋଜଗାର ନାଁରେ ୬୦୦ ଲୋକଙ୍କୁ ଲୁଟିଲେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ମାତିଛନ୍ତି ସାଇବର ଠକ । ବ୍ରହ୍ମପୁରରେ ଘଟିଯାଇଛି ଏମିତି ଏକ ଘଟଣା । ଲୋକଙ୍କୁ ରୋଜଗାର ଦେବା ନାଁରେ ଲୁଟି ନେଇଛନ୍ତି ୬ କୋଟି ଟଙ୍କା । ପ୍ରାୟ ୬୦୦ ଲୋକଙ୍କୁ ଲୁଟିବା…

ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ, ଟ୍ୟୁସନ କରିବା ବାହାନାରେ କରୁଥିଲେ ଅସଦାଚରଣ

ବାଲେଶ୍ୱର(ଓଡିଶା ଭାସ୍କର): ଏବେ ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଆଉ ଏଥିରେ ଗିରଫ ହୋଇଛନ୍ତି ଜଣେ ଅଧ୍ୟାପକ ଏବଂ ଛାତ୍ରୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର…

ଓଡ଼ିଆ ମସଲା ବ୍ରାଣ୍ଡ ବିଜ୍ଞାପନରେ ନୀଲ ଦାସଗୁପ୍ତା

ଭୁବନେଶ୍ୱର,(ଓଡିଶା ଭାସ୍କର): ଭାରତର ଅନ୍ୟତମ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ନୀଲ୍ ଦାସଗୁପ୍ତା ଓଡ଼ିଶାର ଲୋକପ୍ରିୟ ମସଲା କମ୍ପାନୀ ପାଇଁ ଦୁଇଟି ଚମତ୍କାର ଟିଭିସି ନିର୍ମାଣ କରି ଓଡ଼ିଶା ମାର୍କେଟରେ ପ୍ରବେଶ କରିଛନ୍ତି…

ଶିଶୁ ପୁତ୍ରକୁ ଜନ୍ମ ଦେଲେ ନୁସରତ୍

ନୂଆଦିଲ୍ଲୀ: ଟିଏମସି ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁରସତ ଜହାନ୍ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଗୁରୁବାର ଦିନ ନୁସରତ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ନେଇ ସୂଚନା ଦେଇଛନ୍ତି ନୁସରତଙ୍କ ସାଥୀ କଳାକାର ୟଶ…

ସେପ୍ଟେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଏଥିରେ ଯେପରି କୌଣସି ଗ୍ରାହକ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ଏହାକୁ ଦୃଷ୍ଟିରେ ରଖ ବ୍ୟାଙ୍କ ପ୍ରତି ମାସରେ ଛୁଟି ତାଲିକା ପୂର୍ବରୁ ହିଁ ଘୋଷଣା…

ଆମେରିକା କାରାଗାରରେ ୬ ବର୍ଷ ଧରି ଥିବା ହାଇପ୍ରୋଫାଇଲ ଆତଙ୍କୀ ହେଲା ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ କବ୍ଜା କରିବା ପରେ ନିଜର ସରକାର ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ କିଛି ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରୀଭାବେ ନିଯୁକ୍ତ କରିଛି। ସୂଚନାନୁସାରେ,…