Browsing Category
Featured
ପୁଳା ପୁଳା ଟଙ୍କା ସହ ହେଲିକପ୍ଟରରେ ଓମାନ ପଳାଇଛନ୍ତି ଅଶରଫ ଘନୀ !
ନୂଆଦିଲ୍ଲୀ: ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ି ପଳାଇଥିବା ରାଷ୍ଟ୍ରପତି ଅଶରଫ ଘନୀ ଚାରଟି କାର ଏବଂ ଗୋଟିଏ ହେଲିକପ୍ଟର ସହ କାବୁଲରୁ ବାହାରିଥିଲେ । ଋଷ ନ୍ୟୁଜ ଏଜେନି୍ସ ଆରଆଇଏ ଏବଂ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ…
ଆଫଗାନିସ୍ତାନ ସ୍ଥିତିକୁ ନେଇ UNSCର ଜରୁରୀ ବୈଠକ
ନୂଆଦିଲ୍ଲୀ: ଆଫଗାନ ସଙ୍କଟ ଉପରେ UNSCର ଜରୁରୀ ବୈଠକ ଜାରି । ଭାରତ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ଚାଲିଛି ଜରୁରୀ ବୈଠକ । ବୈଠକରେ ଜାତିସଂଘ ମହାସଚିବଙ୍କ ସୂଚନା, କହିଛନ୍ତି ‘ଏବେ ବିଶ୍ୱ ସମୁଦାୟ ଏକାଠି ହେବାର ସମୟ…
ଆଫଗାନୀ ଯୁଦ୍ଧବିମାନ ଧ୍ୱଂସ କଲା ଉଜବେକିସ୍ତାନ
ନୂଆଦିଲ୍ଳୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିଥିବା ବେଳେ ଏକ ଆଫଗାନୀ ଯୁଦ୍ଧବିମାନକୁ ଖସାଇ ଦେଇଛି ଉଜବେକିସ୍ତାନ । ରବିବାର ତାଲିବାନ କ୍ଷମତା ଦଖଲ କରିବା ପରେ ଏହି ଯୁଦ୍ଧବିମାନଟି ବେଆଇନ ଭାବରେ ଉଜବେକୀ ସୀମା…
ତାଲିବାନୀ ଆତଙ୍କ: ଭାରତୀୟଙ୍କୁ ଉଦ୍ଧାର ଲାଗି ହପଞ୍ଚିଲା ସ୍ୱତନ୍ତ୍ର ବିମାନ, ଜାଣନ୍ତୁ ପୂରା ଖବର
ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ଆରମ୍ଭ ହୋଇଯାଇଛି ତାଲିବାନୀ ରାଜ୍ । ତେବେ ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ କାବୁଲରେ ପହଞ୍ଚି ସାରିଛି । ସୂଚନା ଅନୁସାରେ…
ଭାରତ ପାକ୍ ସମ୍ପର୍କର ସେତୁ ସମଝୌତା ଏକ୍ସପ୍ରେସ; ଜାଣନ୍ତୁ ସମ୍ପୂର୍ଣ୍ଣ ଇତିହାସ
ଭୁବନେଶ୍ୱର: ପାକିସ୍ତାନର ଲାହୋର ଏବଂ ଭାରତର ଦିଲ୍ଲୀ ମଧ୍ୟରେ ଯିବା ଆସିବା କରେ ସମଝୌତା ଏକ୍ସପ୍ରେସ । ଦୁଇ ଦେଶକୁ ଯୋଡ଼ିବା ସଂକଳ୍ପ ନେଇ ୧୯୭୬ରେ ସିମଲା ଆଗ୍ରିମେଣ୍ଟ ପରେ ପ୍ରଥମେ ଆରମ୍ଭ ହୋଇଥିଲା ଏହି ସମ୍ପର୍କ…
ଟାଇଗର୍ ଶ୍ରଫଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ଆଉ ସବୁ ବେଳେ କିଛି ନା କିଛି ନୂଆ କରିବାର ପ୍ରୟାସରେ ଥାଆନ୍ତି । ଏବେ ଟାଇଗର୍ କିଛି ଏମିତି କରିଛନ୍ତି ଯେଉଁଥିପାଇଁ…
୬ ମାସରେ ଭୁବନେଶ୍ୱରରେ ହେବ ଆନ୍ତର୍ଜାତୀୟ ରେଲୱେ ଷ୍ଟେସନ?
ଓଡ଼ିଶା ଭାସ୍କର ବ୍ୟୁରୋ: ମାତ୍ର ୬ ମାସରେ ଭୁବେନଶ୍ୱରେ ହେବ ଆନ୍ତର୍ଜାତୀୟ ରେଲୱେ ଷ୍ଟେସନ? ଏକଥା ଆମେ କହୁନୁ ଏହା ଦସ୍ତାବିଜ କହୁଛି । ତେବେ ଏହା କିପରି ହେବ? କେଉଁଠି ହେବ? ଆଉ କିଏ କରିବ? ତାକୁ ନେଇ ଉଠିଛି ପ୍ରଶ୍ନ ।…
ମାଲେସିଆରେ ରାଜନୈତିକ ସଙ୍କଟ; ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ନଜର ଆଫଗାନିସ୍ତାନ ଉପରେ ରହିଥିବା ବେଳେ ଆଉ ଏକ ଦକ୍ଷୀଣ ଏସୀୟ ରାଷ୍ଟ୍ରରେ ଦେଖା ଦେଇଛି ରାଜନୈତିକ ସଙ୍କଟ । ଆସ୍ଥା ଭୋଟରେ ବିଫଳ ହେବା ପରେ ସୋମବାର ଇସ୍ତଫା ପ୍ରଦାନ କରିଛନ୍ତି…
ଡାଇଲଗ୍ କହୁ କହୁ ହଠାତ୍ ରାଗିଯାଇ ସ୍କ୍ରିପ୍ଟ ଚିରିଦେଲେ ସନି ଦେଓଲ, ଦେଖନ୍ତୁ ଭିଡିଓ
ମୁମ୍ବାଇ: ବଲିଉଡ୍ ଅଭିନେତା ସନି ଦେଓଲ ନିଜର ଫିଲ୍ମି ଅନ୍ଦାଜ୍ ଏବଂ ଆକ୍ସନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପରଦାରେ ତାଙ୍କର ଆଙ୍ଗ୍ରି ଲୁକ୍ କୁ ଫ୍ୟାନ୍ସ ମାନେ ବେଶ୍ ପସନ୍ଦ କରନ୍ତି । ଏବେ ସେ ନିଜର ଏକ…
ଭାରତକୁ ବିପର୍ଯ୍ୟରୁ ଉଦ୍ଧାର କଲେ ଶାମି ଓ ବୁମରା
ଭାରତକୁ ବିପର୍ଯ୍ୟରୁ ଉଦ୍ଧାର କଲେ ଶାମି ଓ ବୁମରା ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତକୁ ଏକ ବଡ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ଜସପ୍ରୀତ ବୁମରା ଓ ମହମ୍ମଦ ଶାମି । ଭାରତର ଦୁଇ ପ୍ରାଇମ ପେସ…