Browsing Category
Featured
ତାଲିବାନ୍ କବଜାରେ ଆଫଗାନିସ୍ତାନ: ଭାରତ ପାଇଁ କି ସଙ୍କେତ ଦେଉଛି ଆଉ କ’ଣ ଘଟିପାରେ ଆଗକୁ, ଜାଣନ୍ତୁ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ କବଜାକୁ ଚାଲିଯାଇଛି । ୨୦ ବର୍ଷ ପୁଣି ଥରେ ଦେଶକୁ ତାଲିବାନ ଯୁଗ ଫେରିଛି । ଦେଶର ରାଷ୍ଟ୍ରପତି ଅଶରଫ ଘନି ଓ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡ଼ିଛନ୍ତି ।…
ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…
ମୁଲ୍ଲା ଅବଦୁଲ୍ ଘନୀ ବରାଦର ହେବେ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି!
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ନୂଆ ଇତିହାସ ଲେଖା ହେବାକୁ ଯାଉଛି । ଦେଶର ରାଜଧାନୀ ଓ ରାଷ୍ଟ୍ରପତି ଭବନ ତାଲିବାନଙ୍କ କବଜାକୁ ଚାଲିଯିବା ପରେ ରାଷ୍ଟ୍ରପତି ଅସରଫ ଘନି ଦେଶଛାଡ଼ି ପଳାୟନ କରିଥିବା କୁହାଯାଉଛି । ତେବେ…
ଆଜିଠୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ସମୟରେ ଆଜିଠାରୁ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ରାଜ୍ୟରେ ଆଜିଠାରୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ସ୍କୁଲରେ ପାଠପଢ଼ା…
ଛଅଦିନ ପରେ ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା: ଆଜି ୮୬୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…
ତାଲିବାନ୍ କବଜାରେ ରାଷ୍ଟ୍ରପତି ଭବନ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ଏହାରି ମଧ୍ୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନ ଦଖଲ କରିଛନ୍ତି ତାଲିବାନ । ରାଷ୍ଟ୍ରପତି ଭବନ ଦଖଲ ନେଇ ତାଲିବାନ କମାଣ୍ଡର ଦାବି କରିଛନ୍ତି । ଦେଶ…
ପୱନଦୀପ ରାଜନ Indian Idol-12 ସିଜିନର ୱିନର
ନୂଆଦିଲ୍ଲୀ: ଦେଶର ସବୁଠାରୁ ପପୁଲାର ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ୍ ଆଇଡଲ୍-୧୨ ସିଜିନର ପରିସମାପ୍ତି ଘଟିଛି । ବହୁ ସମୟ ଧରି ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିଲା । ତେବେ ଚଳିତ…
ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ଓ କାଲି ଛେଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…
ରାଶିଫଳ (ସୋମବାର ,୧୬ ଅଗଷ୍ଟ ,୨୦୨୧)
ମେଷ - ଆଜି ସମସ୍ତ ସମସ୍ୟା ଓ ଶତ୍ରୁତାର ପରିସମାପ୍ତି ଘଟାଇପାରନ୍ତି। କିନ୍ତୁ ବାରମ୍ବାର ସ୍ଥାନ ଓ କାମର ପରିବର୍ତ୍ତନ ଚିନ୍ତା ମନରେ ଆଲୋଡନ ସୃଷ୍ଟି କରିବ। କିନ୍ତୁ ମନ ବୁଝିଲା ଭଳି କଥା କିମ୍ବା ଲୋଭନୀୟ ପ୍ରତିଶ୍ରୁତି…
କ୍ଷୀର ପ୍ୟାକେଟରୁ ଉତ୍ପାଦନ ହେବ ଚାରାଗଛ; ଜାଣନ୍ତୁ କେମିତି
ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପିଲାମାନେ ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି। ବଳକା ସମୟରେ କୁନି କୁନି ପିଲାମାନେ ନିଜର ଅନ୍ତର୍ନିହିତ ପ୍ରତିଭା ଦେଖାଇବାକୁ ଏକ ସୁଯୋଗ ପାଉଛନ୍ତି। ଏହି କ୍ରମରେ ସବୁଜ ପରିବେଶ ଲାଗି…