Browsing Category
Featured
କରୋନାରେ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜଣଙ୍କୁ ମିଳିବ ୫ ହଜାର
ନୂଆଦିଲ୍ଲୀ, ୨୭ା୪: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୟଙ୍କର ଭାବେ ବଢ଼ି ଚାଲିଛି । କରୋନା ପାଇଁ ବହୁ ଗରିବ ଲୋକ ନିଜର ଜୀବିକା ହରାଇଛନ୍ତି । ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଏନେଇ ଏକ ବଡ଼ ପଦକ୍ଷେପ…
ରାଜ୍ୟରେ ବିଳମ୍ବରେ ହେବ ୧୮ରୁ ୪୪ ବର୍ଷର ବ୍ୟକ୍ତିବିଶେଷଙ୍କ ଟିକାକରଣ
ଭୁବନେଶ୍ୱର,୨୭ା୪ (ଓଡିଶା ଭାସ୍କର) : କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ମେ ୧ ତାରିଖରୁ ୧୮ରୁ ୪୪ ବର୍ଷର ବ୍ୟକ୍ତିବିଶେଷ ଟିକା ନେବେ । ହେଲେ ଓଡ଼ିଶାରେ ଏହା ବିଳମ୍ବ ହେବାର ଆଶଙ୍କା ରହିଛି । କାରଣ ରାଜ୍ୟରେ ଟିକା…
ବିଜୟ ଶୋଭାଯାତ୍ରା ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ, ୨୭ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ୁଥିବା ବେଳେ ନିର୍ବାଚନ କମିସନ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛନ୍ତି । ନିର୍ବାଚନ ସମୟରେ ଭୋଟ ଗଣତି ପରେ କିମ୍ବା ଜିତିଲା ପରେ ବିଜୟ…
ଦେଶରେ ୨୭୭୧ ଜଣଙ୍କ ମୃତ୍ୟୁ, ୩.୨୩ ଲକ୍ଷ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ, ୨୭ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୭୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୭ ହଜାର ୮୯୪କୁ…
ଆସନ୍ତାକାଲିଠାରୁ ପଞ୍ଜୀକରଣ ଆରମ୍ଭ, ମେ ପହିଲାରୁ ଯୁବବର୍ଗଙ୍କୁ ଭ୍ୟାକ୍ସିନ
ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ମେ ମାସ ପହିଲାରୁ ରାଜ୍ୟରେ ସାବାଳକଙ୍କ ଟିକାକରଣ ଆରମ୍ଭ ହେବ ।…
ଏଣିକି ବ୍ୟାଙ୍କ ୧୦ଟାରୁ ୪ଟା: ଜାଣନ୍ତୁ କେବେ ହେବ ଲାଗୁ
ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟ ପରିବର୍ତ୍ତନ କରାଯାଇଛି । ଏଣିକି ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ଗ୍ରାହକମାନେ ସକାଳ ୧୦ଟାରୁ…
୧୭ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଲା: ଆଜି ୧୦ ଜଣଙ୍କ ମୃତ୍ୟୁ, ୬୦୭୩ ପଜିଟିଭ୍
ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ୧୭ଟି ଜିଲ୍ଲାରେ…
ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ
ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମଲେଖା ଆରମ୍ଭ ହେବ । ଆସନ୍ତା ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ସକାଳ ୭ଟାରୁ ୯ଟା ୩୦…
ଶରୀରରେ ଅକ୍ସିଜେନ ସ୍ତର କମିଲେ ଦେଖାଯିବ ଏପରି ଲକ୍ଷଣ, ଜାଣନ୍ତୁ କେବେ ରୋଗୀଙ୍କୁ ନେବେ ମେଡିକାଲ ?
ନୂଆଦିଲ୍ଲୀ,୨୭ ।୪: ସାରା ଦେଶରେ କରୋନା ଯୋଗୁଁ ହାହାକାର ସୃଷ୍ଟି ହୋଇଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ସବୁ ପ୍ରକାରର ପ୍ରୟାସ କରୁଛନ୍ତି । ଏହା ସତ୍ତ୍ୱେ ଲୋକମାନେ କରୋନାର ଦ୍ୱିତୀୟ ଲହରରୀରୁ ରକ୍ଷା…
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା
ପୁରୀ, ୨୭ା୪ (ଓଡିଶା ଭାସ୍କର): ପୁରୀରେ ଜଣେ ଯୁବକଙ୍କ ଅମାନୁଷିକ ଭାବେ ହତ୍ୟା କରାଯାଇଛି । ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଫାର୍ସାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା…