
Browsing Category
Featured
ଜାଭେଦ ଅଖତରଙ୍କ ପରେ ତାଲିବାନ ସହ ଆରଏସଏସର ତୂଲନା କଲେ ଦିଗବିଜୟ, କହିଲେ- ଉଭୟଙ୍କ ସମାନ ଚିନ୍ତାଧାରା
ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ତୂଳନା ତାଲିବାନ ସହ କରିଛନ୍ତି । ସପ୍ତାହରେ ଦ୍ୱିତୀୟ ଥର ସଂଘର ତୂଳନା…
୧୯ ବର୍ଷରେ ତୃତୀୟ ଥର ସବୁଠୁ ଗରମ ରହିଲା ଅଗଷ୍ଟ ମାସ, ହାରାହାରି ୨୪ ପ୍ରତିଶତ କମିଲା ବର୍ଷା
ନୂଆଦିଲ୍ଲୀ : ଆଶା କରାଯାଉଥିଲା ଚଳିତ ବର୍ଷ ଠିକ୍ ସମୟରେ ବର୍ଷା ହେବ ଏବଂ ଚାଷୀକୂଳକୁ ଟିକିଏ ଆଶ୍ୱସ୍ତି ମିଳିବ । ହେଲେ ଏ ପର୍ଯ୍ୟନ୍ତ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମୌସୁମୀ ବର୍ଷା ହୋଇ ନାହିଁ । ମୌସୁମୀର…
କରୋନା କାରଣରୁ ବାତିଲ୍ ହେଲା ମାଞ୍ଚେଷ୍ଟର ଟେଷ୍ଟ, ଶେଷ ମ୍ୟାଚ୍ ପାଇଁ ଭାରତକୁ ଏହି ବିକଳ୍ପ ଦେଲା ଇଂଲଣ୍ଡ !
ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ କରୋନା ସଙ୍କଟ କାରଣରୁ ବାତିଲ୍ କରାଯାଇଛି । ଦୁଇ ଦେଶର କ୍ରିକେଟ୍ ବୋର୍ଡ ବିସିସିଆଇ ଏବଂ ଇସିବି ଆଲୋଚନା କରି ପରସ୍ପର ସହମତି…
ଓଡ଼ିଶାରେ ପହଞ୍ଚିଲେ ପ୍ରମୋଦ ଭଗତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପହଞ୍ଚିଲେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ । ଟୋକିଓ ପାରାଲିମ୍ପିକ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରି ସେ ଆଜି ଓଡ଼ିଶାକୁ ଫେରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ…
କିଏ ଏହି ପ୍ରିୟଙ୍କା ଟିବ୍ରେୱାଲ, ଯାହାଙ୍କୁ ବିଜେପି ମମତାଙ୍କ ବିରୋଧରେ କରିଛି ପ୍ରାର୍ଥୀ
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁର ଉପ ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିଜର ପ୍ରାର୍ଥୀ ଘୋଷଣା କରିଛି । ଟିଏମସି ସୁପ୍ରିମୋ ପାଇଁ…
ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ପ୍ରିୟଙ୍କା, ବିଜେପି ଘୋଷଣା କଲା ପ୍ରାର୍ଥୀ
କୋଲକାତା: ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ପାଇଁ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବ ନିର୍ଦ୍ଧାରିତ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରର ଟିଏମସି ପ୍ରାର୍ଥୀ…
ରାଜ୍ୟରେ ଅଢ଼େଇ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର,(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଠିକାକରଣରେ ଆଉ ଏକ ମାଇଲଖୁଣ୍ଟି ଅତିକ୍ରମ କରିଛି । ରାଜ୍ୟରେ ଅଢ଼େଇ କୋଟି ଟପିଛି ଟିକାକରଣ ।…
ନଦୀ ଭିତରେ ପଶିଗଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ି
ପାଟନା: ବିହାରର ବେଗୂସରାୟଠାରେ ଶୁକ୍ରବାର ଦିନ ୧୨ ଜଣରୁ ଅଧିକ ସ୍କୁଲ ପିଲା ଯାଉଥିବା ଗାଡ଼ି ନିୟନ୍ତ୍ରଣ ହରାଇ ଗୋଟିଏ ନଦୀ ଭିତରେ ପଡ଼ିଯାଇଛି । ଘଟଣା ସମୟରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ମାନେ ତୁରନ୍ତୁ ପିଲା ମାନଙ୍କୁ…
କୃଷ୍ଣା ମୁହଁ ମୁଁ ଜୀବନରେ କେବେ ଦେଖିବାକୁ ଚାହୁଁନି: ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା
ମୁମ୍ବାଇ: ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ନିକଟରେ 'ଦ କପିଲ ଶର୍ମା ଶୋ"କୁ ଅତିଥି ଭାବରେ ଯାଇଥିଲେ । କିନ୍ତୁ କୃଷ୍ଣା ସେହି ଏପିସୋଡର ଶୁଟିଂକୁ ସ୍କିପ୍ କରି ଦେଇଥିଲେ । ତେବେ ଆପଣ ମାନେ ଜାଣିଥିବେ ଯେ, କୃଷ୍ଣା ଓ…
ଛାତ୍ରୀ ସ୍ୱୀକାର କଲେନି ପ୍ରେମ, ପର୍ଣ୍ଣ ସାଇଟରେ ପକାଇଲେ ଫୋନ୍ ନମ୍ବର; ଆଉ ତାପରେ
ମୁମ୍ବାଇ: ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ ପୁରୁଷ ବନ୍ଧୁ । ହେଲେ ପ୍ରେମକୁ ସ୍ୱୀକାର କଲେନି ଛାତ୍ରୀ । ଆଉ ତାପରେ ପୁରୁଷ ବନ୍ଧୁ କିଛି ଏପରି କଲେ ଯେଉଁଥିପାଇଁ ପୋଲିସ୍ ତାଙ୍କୁ ଗିରଫ କରିଛି । ତେବେ ଅଭିଯୁକ୍ତର…