Browsing Category

Featured

ଆକ୍ରାନ୍ତ ସଂଖ୍ୟା ପୁଣି ୧୭ ଶହ ଟପିଲା, ଆଜି ଚିହ୍ନଟ ହେଲେ ୧୭୮୪ ପଜିଟିଭ୍, ରାଜ୍ୟରେ ପୁଣି ଦୁଇଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ଦଶମ ଓ ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଆସିଗଲା ବଡ଼ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନ କରିବାର ଅନ୍ତିମ ତାରିଖ

ଦେଶରେ କରୋନା ଜାରି ରହିଥିବାରୁ ବିଗତ ଏକବର୍ଷ ଧରି ନିଯୁକ୍ତି କ୍ଷେତ୍ର ମାନ୍ଦା ହୋଇ ରହିଛି । ଫଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବେକାର ହୋଇ ଘରେ ବସି ରହିଛନ୍ତି । ତେବେ ବର୍ତ୍ତମାନ ଦଶମ ଓ ଦ୍ୱାଦଶ ପାସ୍…

ବାଲେଶ୍ୱର ଗସ୍ତରେ ୩ ସଚିବ, ପ୍ରକଳ୍ପର କରିବେ ସମୀକ୍ଷା

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ଆଜି ରାଜ୍ୟର ୩ ଜଣ ସଚିବ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୯.୫୮ ଲକ୍ଷ, ସଂକ୍ରମଣ ଦୃଷ୍ଟିରୁ ଭାରତର ସ୍ଥାନ ଦ୍ୱିତୀୟ

ନୂଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ୫୮ ହଜାର ୨୪୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ରାଶିଫଳ(ମଙ୍ଗଳବାର ,୧୩ ଅପ୍ରିଲ ,୨୦୨୧)

ମେଷ - ଶୁଭଦିନ ରହିବ ସମୟ ସାଥ ଦେବ ମନମୁତାବକ ପରିବେଷ ମଧ୍ୟରେ ଦିନ କଟିବ, ମାନ ସମ୍ମାନ,ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗଭରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଶୁଭସମୟ ରହିବ ଫଳରେ ମାନସିକ ସ୍ତରରେ…

ଜ୍ୱର, କାଶ ନଥିଲେ ବି ରୁହନ୍ତୁ ସାବଧାନ: ନୂଆ କରୋନା ଷ୍ଟ୍ରେନରେ ଦେଖାଦେଇଥାଏ ଏହିସବୁ ଭୟଙ୍କର ଲକ୍ଷଣ

ଦେଶରେ ଦୈନିକ ଏକ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଥଣ୍ଡା, ଜ୍ୱର, କାଶ ଆଦି ଏହି ମହାମାରୀର ସାଧାରଣ ଲକ୍ଷଣ ବୋଲି ଆମେ ପୂର୍ବରୁ ଜାଣିଛେ । ମାତ୍ର ସଂପ୍ରତି କରୋନାର ନୂଆ ଷ୍ଟ୍ରେନର ନୂଅ ଲକ୍ଷଣ…

ଲିଫ୍ଟ ବ୍ୟବହାର କରିବା ସମୟରେ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ଆଜିକାଲି ପ୍ରତ୍ୟେକ ବହୁତଳ ପ୍ରାସାଦମାନଙ୍କରେ ଲିଫ୍ଟର ବହୁଳ ବ୍ୟବହାର କରାଯାଉଛି । ଲୋକମାନେ କଷ୍ଟ କରି ସିଢ଼ିରେ ଯିବା ଅପେକ୍ଷା ଆରାମରେ ଲିଫ୍ଟରେ ଯିବାକୁ ବେଶୀ ପସନ୍ଦ କରୁଛନ୍ତି । ଲିଫ୍ଟରେ ଯିବା ଦ୍ୱାରା ଆମେ କମ…

ସର୍ଜରୀ ପରେ ରାଷ୍ଟ୍ରପତି ଭବନକୁ ଫେରିଲେ ରାମନାଥ କୋବିନ୍ଦ

ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ବାଇପାସ୍ ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ସେ ନିଜେ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ ଆଜି ଟୁଇଟ୍ କରି କହିଛନ୍ତି ଯେ,…