fbpx
Browsing Category

Featured

ରାସ୍ତା ଉପରେ ଜଳିଗଲା ବସ: ବର୍ତ୍ତିଲେ ୩୦ ଯାତ୍ରୀ

କନ୍ଧମାଳ, ୧୧ା୧ (ଓଡିଶା ଭାସ୍କର): ଏକ ଚଳନ୍ତା ବସରେ ହଠାତ ନିଆଁ ଲାଗିଥିଲା, ଫଳରେ ବସଟି ହୁତୁହୁତୁ ହୋଇ ଜଳି ଉଠିଥିଲା । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଏହି ଘଟଣା ଘଟିଛି । ତେବେ ରୁଦ୍ରକାଳୀ…

ଘଟିଲା ପ୍ରତୀକ୍ଷାର ଅନ୍ତ: ଖୋଲିଲା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୧ା୧ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳ ଖୋଲିଛି । ଏହାକୁ ଦୃଷ୍ଟିରେ ରଖି କଲେଜ ପରିସରକୁ ସାନିଟାଇଜ କରାଯିବା ସହ ସରକାରଙ୍କ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି…

ଘନ କୁହୁଡ଼ି ଯୋଗୁଁ ବ୍ରେକ ଫେଲ: ନାବାଳିକା ମୃତ, ୪ ଗୁରୁତର

ନିଶ୍ଚିନ୍ତକୋଇଲି, ୧୧ା୧ (ଓଡିଶା ଭାସ୍କର): ଘନ କୁହୁଡ଼ି ଆଉ ବ୍ରେକ ଫେଲ ଯୋଗୁଁ ଜଣେ ନାବାଳିକାଙ୍କ ଜୀବନ ଚାଲିଯାଇଛି । ନିଶ୍ଚିନ୍ତକୋଇଲି ଥାନା ନିକଟ କଟିକଟା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । କଟକ-ଚାନ୍ଦବାଲି…

ରାଶିଫଳ(ସୋମବାର,୧୧ ଜାନୁଆରୀ,୨୦୨୧)

ମେଷ - ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।…

ବୃନ୍ଦାବନ କଲୋନୀ କଣ୍ଟେନମେଣ୍ଟ ଜୋନ ଘୋଷିତ

ଝାରସୁଗୁଡା୧୦/୦୧: ଝାରସୁଗୁଡା ଜିଲ୍ଲା ର ବୃନ୍ଦାବନ କଲୋନୀ କୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷିତ କରିଛନ୍ତି ।ଏହି କଲୋନୀ ରେ 11 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏତେ ସଂଖ୍ୟା ର କରୋନା ଆକ୍ରାନ୍ତ…

ଗମ୍ପାକୋଣ୍ଡା ବି.ଏସ.ଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ମାଲକାନଗିରି - ୧୦/୦୧ ମାଲକାନଗିରି ଜିଲ୍ଲା ସ୍ଥିତ କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ବି.ଏସ.ଏଫ କ୍ୟାମ୍ପ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ବ୍ୟକ୍ତି ଜଣକ କାଲିମେଳା ରୁ ନିଜ ଘର…

ଭୁଶୁଡ଼ିଲା ପୋଲ , ଜଣେ ମୃତ ୬ ଗୁରୁତର

ଉମରକୋଟ, 10/1: ନବରଙ୍ଗପୁର ଉମରକୋଟ ତାଲାପଦର ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଏକ ନିର୍ମାଣଧୀନ ପୋଲ ଭୁଶୁଡ଼ି ପଡିଛି । ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ି ୬ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଏହା ସହ…