Browsing Category

Featured

ଅଲିମ୍ପିକ୍ସରେ ରଚିଥିଲେ ଇତିହାସ: ପରାଜୟ ପରେ ଜାତିଆଣ ଆକ୍ଷେପ;ନିନ୍ଦା କଲେ ଅଧିନାୟିକା

ନୂଆଦିଲ୍ଳୀ: ପ୍ରଥମ ମହିଳା ଖେଳାଳି ଭାବରେ ଅଲିମ୍ପିକ୍ସରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଭାରତୀୟ ମହିଳା ଷ୍ଟ୍ରାଇକର ବନ୍ଦନା କଟାରିଆଙ୍କ ପରିବାରକୁ ଜାତିଆଣ ଆକ୍ଷେପକୁ ସମାଲୋଚନା କରିଛନ୍ତି ଅଧିନାୟିକା ରାଣୀ ରାମପାଲ ।…

ବଜରଙ୍ଗଙ୍କୁ ବ୍ରୋଞ୍ଜ: ଦେଶ ପାଇଁ ଜିତିଲେ ଷଷ୍ଠ ପଦକ

ନୂଆଦିଲ୍ଲୀ: ଭାରତ ପାଇଁ ଷଷ୍ଠ ପଦକ ବିଜୟରେ ସକ୍ଷମ ହୋଇଛନ୍ତି ବଜରଙ୍ଗ ପୁନିଆ । ଶନିବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ କାଜାଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିବା ସହିତ ବଜରଙ୍ଗ ଦେଶପାଇଁ…

ଆକାଶରୁ ପଡ଼ିଲା ବଜ୍ର, ୩ ମହିଳା ଟଳି ପଡ଼ିଲେ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଆକାଶରୁ ପଡ଼ିଲା ବଜ୍ର । ଏହି ବ୍ରଜରାଘାତରେ ୩ ମହିଳା ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଜଳେଶ୍ୱର ବ୍ଲକ ବରଢିଆ ପଞ୍ଚାୟତର ପୂର୍ଣ୍ଣିମା ସିଂ, ବସ୍ତା ବ୍ଲକ୍…

ପୋଲିସକୁ ପ୍ରାଣାନ୍ତକ ଆକ୍ରମଣ: ୩ ମହିଳା ଅଟକ

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ସାବରଙ୍ଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କୁ ଥାନାକୁ ଡାକିବାକୁ ଯାଇଥିବା ୩ ଜଣିଆ ପୋଲିସ ଟିମ ଉପରେ ମହିଳାଙ୍କ ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଛି ।…

ବର୍ଷାଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ଅନୁଭବ, କହିଲେ ସବୁଦିନ ପାଇଁ ଭଲ ବନ୍ଧୁ ହୋଇ ରହିବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଦେଲେ ଅନୁଭବ । ଶୁଭେଚ୍ଛା ଦେବା ସହ ଅନୁଭବ କହିଛନ୍ତି ‘ହୁଏତ ଆମେ ଭଲ ପତି ପତ୍ନୀ ହୋଇପାରିଲେନି, କିନ୍ତୁ ଆମେ ସବୁବେଳ ପାଇଁ ଭଲ ବନ୍ଧୁ ହୋଇ…

ଦେଢ଼ଶ’ ଡ୍ରାଇଭରଙ୍କୁ ସମ୍ମାନିତ କଲେ ଚାନୁ, ଜାଣନ୍ତୁ କାହିଁକି…

ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଭାରତର ରୁପା ଝିଅ ତଥା ମଣିପୁର ମଣି ମୀରାବାଈ ଚାନୁ ଚମକିବା ପରେ ଚାରିଆଡୁ ମିଳୁଛି ଶୁଭେଚ୍ଛା-ସମ୍ମାନ । ତେବେ ମୀରାବାଈ ମଧ୍ୟ ଭୁଲି ନାହାନ୍ତି ତାଙ୍କ କଷ୍ଟ-ସାଧନାବେଳରେ…

RRB Group D CBT Exam: ଖୁବଶୀଘ୍ର ଜାରି ହେବ Admit Card

ନୂଆଦିଲ୍ଲୀ: ରେଳ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ଖୁବଶୀଘ୍ର ଗ୍ରୁପ୍ ଡି ଫେଜ୍ ୧ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ । ଏନେଇ ସବିଶେଷ ତଥ୍ୟ www.rrbcdg.gov.in ୱେବସାଇଟ୍ କିମ୍ବା ପ୍ରତ୍ୟେକ ଆଞ୍ଚଳିକ…

ଆଜିଠାରୁ ୨୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦେଶର ସର୍ବବୃହତ୍ ପ୍ରାଇଭେଟ୍ ବ୍ୟାଙ୍କର ଅନଲାଇନ୍ ସେବା

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ପ୍ରାଇଭେଟ୍ ବ୍ୟାଙ୍କ ଏଚଡିଏଫସି ପକ୍ଷରୁ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଆଜି ସନ୍ଧ୍ୟା ୬ଟାରୁ ଆସନ୍ତା କାଲି ରାତି ୧୦ଟା ପର୍ଯ୍ୟନ୍ତ ବ୍ୟାଙ୍କର…

ରେଳଯାତ୍ରୀଙ୍କ ପାଇଁ ଝଟକା! ଏବେ ଟ୍ରେନରେ ମିଳିବ ନାହିଁ ଏହି ବଡ଼ ସୁବିଧା

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ଟ୍ରେନ୍ ଯାତ୍ରା ସମୟରେ ଆପଣଙ୍କୁ ମିଳିବ ନାହିଁ ଏକ ବଡ଼ ସୁବିଧା । ତେବେ ଭାରତ ସରକାର ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ ଏବଂ ରେଳ…

ଶର୍ଲିନ୍ କହିଲେ ଶିଳ୍ପାଙ୍କୁ ପସନ୍ଦ ରାଜଙ୍କ ଫିଲ୍ମ, ଜେରାରୁ ଜଣାପଡ଼ିଲା

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ଫିଲ୍ମ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସମୟ ବଢ଼ିବା ସହ ବିବାଦ ବି ଘନେଇବାରେ ଲାଗିଛି । ତେବେ ଏହି ମାମଲାରେ ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା ମଧ୍ୟ…