fbpx
Browsing Category

Featured

ଖେଳାଳିଙ୍କ ପାଇଁ OCAର ପୁରସ୍କାର ଘୋଷଣା

ଭୁବନେଶ୍ୱର,୧୬ ।୨(ଓଡିଶା ଭାସ୍କର): ଓଡିଶା ରଣଜୀ ଟିମର ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛି ଓସିଏ । ସେମିଫାଇନାଲକୁ ଗଲେ ପ୍ରତି ଖେଳାଳିଙ୍କୁ ୭୫ ହଜାର ଟଙ୍କା ମିଳିବ । ସେହିପରି ଟିମ୍ ଫାଇନାଲକୁ ଗଲେ ପ୍ରତି…

୨୮ରେ ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର, ୧୬ା୨(ଓଡ଼ିଶା ଭାସ୍କର): ଆସନ୍ତା ୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ୨ ଦିନିଆ ଗସ୍ତରେ ଆସି ସେ ଭୁବନେଶ୍ୱରରେ ପହଞ୍ଚିବେ । ୨୮ ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ବିଶାଳ…

ଶପଥ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ, ୧୬ା୨: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାମଲୀଳା ମଇଦାନରେ ସେ ଶପଥ ଗ୍ରହଣ…

ଡ଼ବଲ ମର୍ଡ଼ର ମାମଲା, ନୂଆଗାଁରେ ୪ପ୍ଲାଟୁନ ପୋଲିସ

କଟକ, ୧୬ା୨(ଓଡ଼ିଶା ଭାସ୍କର): କଟକ ସ୍ଥିତ ବାଙ୍କୀର ଖଜୁରୀପଦା ନୂଆଗାଁରେ ଗତକାଲି ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁରେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ମୃତ ହୋଇଥିଲେ । ଏନେଇ ଆଜି ନୂଆ ଗାଁରେ ୪ପ୍ଲାଟୁନ ପୋଲିସ…

କରୋନା ଆତଙ୍କ, ମୃତ୍ୟୁ ସଂଖ୍ୟା ୧୬୦୦କୁ ବୃଦ୍ଧି

ବେଜିଙ୍ଗ, ୧୬ା୨: ଚୀନରେ ଦିନକୁ ଦିନ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ସେଠାରେ ଲୋକମାନେ କରୋନା ଭାଇରସକୁ ନେଇ କୋକୂଆ ଭୟରେ ରହିଛନ୍ତି । ସେଠାକର ପରିସ୍ଥିତି ଅଣଆୟତ ହେବାରେ ଲାଗିଛି । ଆଜି ସୁଦ୍ଧା ଚୀନରେ କରୋନା…