fbpx
Browsing Category

Featured

ଭୁଶୁଡ଼ିଲା ଭୁବନେଶ୍ୱର ବିମାନବନ୍ଦର ଛାତ

ଭୁବନେଶ୍ୱର, ୨୫ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଘଟଣ ଘଟିଛି । ବିମାନବନ୍ଦର ପରିସରରେ ନିର୍ମାଣଧୀନ ଲିଙ୍କ୍ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି ।…

k-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଆନ୍ଧ୍ର,୨୪ ।୧: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ k-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପାଣି ଭିତରୁ ଛଡାଯାଇଥିବା k-୪ର ଲକ୍ଷ୍ୟଭେଦର କ୍ଷମତା ୩୫୦୦ କିମି ରହିଛି । ତେବେ ଗତ ୬ ଦିନରେ ପାଣି ଭିତରୁ ଏହା…

ସିଏଏକୁ ନେଇ ରାଷ୍ଟ୍ରପତିଙ୍କୁ ଗୁହାରି

ନୂଆଦିଲ୍ଲୀ,୨୪ ।୧: ନାଗରିକତା ସଂଶୋଦନ ଆଇନ ବା ସିଏଏ ସମର୍ଥନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ୧୫୪ ଜଣିଆ ପ୍ରତିନିଧିମଣ୍ଡଳୀ । ଏହି ପ୍ରତିନିଧିମଣ୍ଡଳୀରେ ୧୧ ଜଣ ପୂର୍ବତନ ବିଚାରପତିଙ୍କ ସମେତ ୭୨ ଜଣ…

ସରକାର ଭାଙ୍ଗିଲେ କଲେଜ ପରିଚାଳନା କମିଟି

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): କଲେଜ ଗଭର୍ଣ୍ଣିଂ ବଢି ବା ପରିଚାଳନା କମିଟିକୁ ଆଜି ଭାଙ୍ଗିଛନ୍ତି ରାଜ୍ୟ ସରକାର । ସବୁ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ଭଙ୍ଗାଯାଇଛି । ପରିଚାଳନା…

ଜେଏସଡ଼ବ୍ଲୁ ଷ୍ଟିଲର ତ୍ରୈମାସିକ ରିପୋର୍ଟ ପ୍ରକାଶିତ

ଭୁବନେଶ୍ୱର, ୨୪ା୧(ଓଡ଼ିଶା ଭାସ୍କର): ଜେଏସଡ଼ବ୍ଲୁ ଇସ୍ପାତ କମ୍ପାନିର ତୃତୀୟ ତ୍ରିମାସର ରିପୋର୍ଟ ପ୍ରକାଶ ପାଇଛି । ଦ୍ୱିତୀୟ ତ୍ରିମାସ ତୁଳନାରେ ଇସ୍ପାତ ଉତ୍ପାଦନ ୫% ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ କମ୍ପାନିର ନିଟ୍…

ଏଣିକି ସ୍କୁଲକୁ ମିଳିବ ଖଣିଜ ପାଣ୍ଠି

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ସବୁ ସ୍କୁଲକୁ ଏଣିକି ସହାୟତା ମିଳିବ । ପାଣ୍ଠି ଅର୍ଥରେ ସ୍କୁଲର ବିଦ୍ୟୁତକରଣ ଓ ପାନୀୟ ଜଳ ବ୍ୟବସ୍ଥା ହେବ । ଏହା ସହ ବିଦ୍ୟାଳୟର ଶ୍ରେଣୀଗୃହ…

ନ୍ୟୁଜିଲାଣ୍ଡକୁ ହରାଇ ଭାରତର ଦମଦାର ବିଜୟ

ଅକଲାଣ୍ଡ,୨୪ ।୧: ଅକଲ୍ୟାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ । ୬ ୱିକେଟରେ ନ୍ୟୁଜଲାଣ୍ଡକୁ ହରାଇ ବିଜୟ ମୁକୁଟ ପିନ୍ଧିଛି ଭାରତ । ତେବେ ଟସ୍ ଜିତି…

ବନ୍ଧୁକ ଦେଖାଇ ଲୁଟିନେଲେ ୨୩ଲକ୍ଷ

ଖୋର୍ଦ୍ଧା, ୨୪ା୧(ଓଡ଼ିଶା ଭାସ୍କର): ଖୋର୍ଦ୍ଧାର ଟିଏଲସି ରୋଡ଼ରୁ ୨୩ଲକ୍ଷ ୬୮ହଜାର ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ଦେଖାଇ ନୂଆ ବସଷ୍ଟାଣ୍ଡ ଏଲଆଇସି ଅଫିସ ନିକଟରୁ ଲୁଟ ହୋଇଛି । ବାଇକରେ ଆସି ୩ ଦୁର୍ବୃତ୍ତ…

ଏପ୍ରିଲ ୧ରୁ ଘଣ୍ଟାକରେ ହେବ ଜମି କାଗଜପତ୍ର

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): ଏପ୍ରିଲ ୧ରୁ ଘଣ୍ଟାକରେ ସମସ୍ତ ଜମି କାଗଜପତ୍ର ମିଳିବ । ସବରେଜିଷ୍ଟ୍ରାର ଅଫିସରେ ପଞ୍ଜିକରଣ କଲେ ସେହିଦିନ ହିଁ ରେଜିଷ୍ଟ୍ରସନ ତଥ୍ୟ ମିଳିବ । ରାଜସ୍ବ ବିଭାଗ “ମୋ ସରକାର” ଅଧିନକୁ…