fbpx
Browsing Category

Featured

୪ଘଣ୍ଟା ଧରି ଅଟକିଛି ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର, ୧୬ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅଟକି ରହିଥିବା ସୂଚନା ମିଳିଛି । ୪ଘଣ୍ଟା ଧରି ଏୟାର ଇଣ୍ଡିଆ ବିମାନଟି ଅଟକିଛି । ଭୁବନେଶ୍ୱର ଦିଲ୍ଲୀ ଯାଇଥିବା ଏ-୧୦୭୮ ବିମାନ…

ନିଲମ୍ବିତ ହେଲେ ୨ ପିଇଓ

ବାଲେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ସରକାରୀ ଯୋଜନାର ଅର୍ଥ ହେରାଫେର କରିଥିବା ୨ ପିଇଓଙ୍କ ନାମରେ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ସମ୍ପୃକ୍ତ…

ଲକ୍ଷ୍ନୌରେ ପୋଲିସ ଉପରକୁ ନଦୱା ଛାତ୍ରଙ୍କ ପଥରମାଡ: ସୁପ୍ରିମକୋର୍ଟଙ୍କ କଡା ତାଗିଦ୍

ୟୁପି,୧୬ ।୧୨: ଲକ୍ଷ୍ନୌରେ ନାଗରିକତା ଆଇନକୁ ତୀବ୍ର ବିରୋଧ କରାଯାଉଛି । ଦିଲ୍ଲୀର ଜାମିଆ ଓ ଏମୟୁ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରିଛନ୍ତି ଉତ୍ତରପ୍ରଦେଶର ନଦୱା କଲେଜର ଛାତ୍ର । ଦିଲ୍ଲୀ ପରେ ପରେ ନଦୱାରେ ପୋଲିସ ଓ…

ଅଧାକେଜି ପ୍ଲାଷ୍ଟିକ୍ ବଦଳରେ ମିଳିବ ଆହାର

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ଏଣିକି ଅଧାକେଜି ପ୍ଲଷ୍ଟିକ୍ ବଦଳରେ ମିଳିବ ଗୋଟିଏ ଆହାର । ରାଜଧାନୀ ଭୁବନେଶ୍ୱରର ୧୧ଟି ଆହାର କେନ୍ଦ୍ରରେ ଆଜି ଆରମ୍ଭ ହୋଇଛି ଏହି ଯୋଜନା । ବିଏମସି, ୟୁଏନଡିପି ଓ କୋକାକୋଲାର…

ଝାଡଖଣ୍ଡ ନିର୍ବାଚନ: ୯ଟା ସୁଦ୍ଧା ୧୧.୮୫% ମତଦାନ

ଝାଡଖଣ୍ଡ,୧୬ ।୧୨: ଝାଡଖଣ୍ଡର ୧୫ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଚାଲିଛି । ଦିନ ୯ଟା ସୁଦ୍ଧା ୧୧.୮୫% ମତଦାନ କରିଛନ୍ତି ଜନତା । ସୁରକ୍ଷାକୁ ବ୍ୟବସ୍ଥା କଡାକଡି କରିବା ସହ ପୋଲିଂ ବୁଥରେ ବ୍ୟାପକ…

ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

କଟକ,୧୬ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ମ୍ୟାଚ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଓସିଏ ସହ ଅନୁବନ୍ଧିତ ସଙ୍ଗଠନ ଓ କ୍ଲବକୁ ମିଳିଛି ଟିକେଟ୍ । ଆସନ୍ତା ୧୯ ତାରିଖରେ ବାରବାଟିର ଟିକେଟ୍ କାଉଣ୍ଟରରେ ସାଧାରଣ…

ଭିଡିଓ କରି ଫସିଲେ ୩ ଅଭିନେତ୍ରୀ

ସମ୍ବଲପୁର,୧୬ ।୧୨(ଓଡିଶା ଭାସ୍କର): ସମ୍ବଲପୁର ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳର ଭିଡିଓ କରି ଫସିଲେ ୩ ଅଭିନେତ୍ରୀ । ନିଷିଦ୍ଧାଞ୍ଚଳରେ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ଏନେଇ ଘଟଣାର…

ଗାଡି ଚାଳକ ଆଶ୍ୱସ୍ତ! ଏଣିକି ଅନଲାଇନରେ ଗୋଟିଏ ଥରରେ ସବୁ ଫି’

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ଆରଟିଓ ଅଫିସର ସମସ୍ତ ଫି’ କାଲିଠାରୁ ଅନଲାଇନରେ ଗ୍ରହଣ କରାଯିବ । ଡିଏଲ୍, ଆରସି, ପରମିଟ ଭଳି ସବୁ ଫି’ ଏକାଥରକେ ଦାଖଲ କରିପାରିବେ ଚାଳକ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି…

ଗୁଳିମାଡ଼ରେ ଡାକ୍ତର ଗୁରୁତର

ଖୋର୍ଦ୍ଧା, ୧୫ା୧୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧାରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଗୁଳି କରାଯାଇଥିବା ସୂଚନା ମିଳିଛି । ଶିଶୁ ରୋଗୀ ବିଶେଷଜ୍ଞ ମାନସ ଦାସଙ୍କୁ…