Browsing Category
Featured
୧୦ ବର୍ଷ ମଧ୍ୟରେ ୫୨୩ ବିଲିୟନ ଡ଼ଲାରର ହୋଇଯିବ ଭାରତର ପର୍ଯ୍ୟଟନ କ୍ଷେତ୍ର: ୬.୩ କୋଟି ଲୋକଙ୍କୁ ମିଳିବ ନିଯୁକ୍ତି
ନୂଆଦିଲ୍ଲୀ: ଆଗାମୀ ୧୦ ବର୍ଷରେ ଭାରତର ପର୍ଯ୍ୟଟନ କ୍ଷେତ୍ରର ଆକାର ଦ୍ୱିଗୁଣିତ ହୋଇ ୫୨୩ ବିଲିୟନ ଡ଼ଲାର ହେବ ବୋଲି ଆଶା କରାଯାଉଛି । ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ପରିଷଦ (ଡବ୍ଲ୍ୟୁଟିଟିସି) ର ସଭାପତି ତଥା ମୁଖ୍ୟ…
Big Breaking; ଶ୍ରୀମନ୍ଦିରରେ ପଶିଥିଲେ ଲୁଟେରା ଗ୍ୟାଙ୍ଗ: ୭ ଜଣଙ୍କୁ କାବୁ କଲା ପୋଲିସ
ପୁରୀ: ପୁରୀ ଶ୍ରୀମନ୍ଦିରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଲୁଟ କରିବା ଉଦ୍ଦେଶ୍ୟରେ ଘୁରି ବୁଲୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ…
WPL Auction-2025; କାହାକୁ ମିଳିଲା ଅଧିକ ଟଙ୍କା? ଏହି ଖେଳାଳିଙ୍କୁ ମିଳିଲାନି ଦଳ, ଦେଖନ୍ତୁ ନିଲାମୀର ଫାଇନାଲ ଅପଡେଟ୍
ନୂଆଦିଲ୍ଲୀ: ବେଙ୍ଗଲୁରୁରେ ଶେଷ ହୋଇଛି ମହିଳା ପ୍ରିମିୟର ଲିଗ୍ । ଏହି ଅକ୍ସନରେ ମୋଟ ୧୨୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ମାତ୍ର ୧୮ ଜଣ ଖେଳାଳିଙ୍କୁ ସାମିଲ କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି । ଏହି ୧୮ ଜଣ…
ଅମିତ ଶାହ ପୋଲିସଙ୍କୁ ଦେଲେ ‘ପ୍ରେସିଡେଣ୍ଟ କଲର’, କହିଲେ- ୨୦୨୬ ମଧ୍ୟରେ ନକ୍ସଲ ମୁକ୍ତ ହେବ ରାଜ୍ୟ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହ ଏବଂ ସହଯୋଗ ମନ୍ତ୍ରୀ ଅମିତ ଶାହ ଆଜି ନିଜ ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ଛତିଶଗଡ଼ ପୋଲିସଙ୍କୁ ‘ପ୍ରେସିଡେଣ୍ଟ କଲର’ ପ୍ରଦାନ କରିଛନ୍ତି । ଏହି ଅବସରରେ ଛଡିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ…
ଆକାଉଣ୍ଟ ସହ ଜଡ଼ିତ କିଛି ନିୟମ ବଦଳାଇଲା ଏହି ବ୍ୟାଙ୍କ, ଏବେ ପୂର୍ବ ତୁଳନାରେ ଦେବାକୁ ପଡ଼ିବ ନୂଆ ଚାର୍ଜ
ନୂଆଦିଲ୍ଲୀ: ଆପଣ ମଧ୍ୟ ବାରମ୍ବାର ଆପଣଙ୍କ ଫୋନରେ ବ୍ୟାଙ୍କ କାରବାର, ଚେକ୍ କ୍ଲିୟରାନ୍ସ, ଡେବିଟ୍ କିମ୍ବା ଦେୟର କ୍ରେଡିଟ୍ ସମ୍ବନ୍ଧରେ ଏସଏମଏସ ଗ୍ରହଣ କରୁଛନ୍ତି । ଆପଣ ହୁଏତ ଭାବି ପାରନ୍ତି ଯେ ଏଗୁଡିକ ବିନା…
ବର୍ଷକ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଏତିକି ଟଙ୍କା ଆସିଥିଲେ, ପଛରେ ପଡିଯିବ ଆଇନ, ଯୋଗାଡ ରଖନ୍ତୁ ଏହି ପ୍ରମାଣ
ନୂଆଦିଲ୍ଲୀ: ଆପଣଙ୍କ ସେଭିଙ୍ଗସ ଆକାଉଣ୍ଟରେ ଅନେକ ସୀମାରୁ ଅଧିକ କ୍ୟାସ ଜମା ହେଉନାହିଁ ତ? ଯଦି ଏହା ଉପରେ ନଜର ନାହିଁ ତେବେ ଆପଣଙ୍କ ଉପରେ ବିପଦ ଆସିପାରେ । ବର୍ଷକ ମଧ୍ୟରେ ୧୦ ଲକ୍ଷରୁ ଅଧିକ କ୍ୟାସ ଯେଉଁ ଦିନ ଆପଣଙ୍କ…
(Video) ଟ୍ରେନ ଟ୍ରାକରେ ମହିଳା, ଅଟକିଲା ଟ୍ରେନ୍, ଉଠାଇନେଲେ ଯାତ୍ରୀ
ବରେଲି- ଏବେ ରିଲ୍ସ ନିଶା ଲୋକଙ୍କ ଭିତରେ ମହାମାରୀ ପରି ବ୍ୟାପିବାରେ ଲାଗିଛି । କିଛି ଫଲୋୟର୍ସ ଓ ଶସ୍ତା ଲୋକପ୍ରିୟତା ଏମିତି ଅନ୍ଧ କରିଛି କି ଏହି ରିଲ୍ସ ମାନିଆ ନିଜ ଜୀବନକୁ ବିପନ୍ନ କରିବାକୁ ବି ପଛଉ ନାହାନ୍ତି ।…
ଚୋରା ମୋବାଇଲକୁ ଖୋଜି ବାହାର କରିବ Google: କମାଲ କରିବ ଏହି ସ୍ପେସାଲ Feature
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । ସ୍ମାର୍ଟଫୋନ ମଣିଷର ଜୀବନଶୈଳୀକୁ ଆହୁରି ସହଜ ଏବଂ ସୁବିଧା କରିଦେଇଛି । ଛୋଟରୁ ବଡ଼ ସମସ୍ତ କାମରେ ସ୍ମାର୍ଟଫୋନ…
ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ନ କରିବା ନିଷ୍ପତ୍ତି କଂଗ୍ରେସ ପତ୍ତନର କାରଣ କହିଲେ ମଣିଶଙ୍କର ଅୟର
ନୂଆଦିଲ୍ଲୀ- ନିଜ ରାଜନୈତିକ ଜୀବନକୁ ନେଇ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଅୟର ଲେଖିଥିବା ପୁସ୍ତକ ଗାନ୍ଧୀ ପରିବାରର ଗୁମର ଖୋଲି ଦେଇଛି । ଏକଦା କଂଗ୍ରେସ ତଥା ଗାନ୍ଧୀ ପରିବାରରେ ଗୁରୁତ୍ୱ ବହନ କରୁଥିଲେ ଅୟର ।…
୨୦୨୪ର ଶେଷ ସୂର୍ଯ୍ୟ ଗୋଚର, ଏହି ୩ଟି ରାଶିମାନଙ୍କୁ ମିଳିବ ନୂଆ ବର୍ଷ ପୂର୍ବରୁ ଉପହାର
ଓଡ଼ିଶା ଭାସ୍କର: ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା କୁହାଯାଏ। ତେଣୁ, ଯେତେବେଳେ ବି ସୂର୍ଯ୍ୟ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ ସମସ୍ତ ରାଶି ଉପରେ କିଛି ପ୍ରଭାବ ପଡିଥାଏ। ଡିସେମ୍ବର ମାସରେ, ସୂର୍ଯ୍ୟ ଭଗବାନ 15…