Browsing Category

Featured

ନୂଆବର୍ଷ ପାଇଁ ଜିଓର ଉପହାର, ଲୋକଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୩୧ ।୧୨: ନୂଆବର୍ଷ ପାଇଁ ଜିଓ ଆଣିଛି ଧମାକେଦାର ଉପହାର । ଆସନ୍ତା ଜାନୁଆରୀ ୧ରୁ ଜିଓର ଘରୋଇ ଭଏସ କଲ୍ ମାଗଣା ହୋଇଯିବ । ଜିଓରୁ ଅନ୍ୟ ସମସ୍ତ ନେଟୱାର୍କକୁ ଭଏସ କଲ ପୁରା ମାଗଣା ହେବ । ଆଉ ଇଣ୍ଟରକନେକ୍ଟ…

ସଙ୍କଟ କାଳରେ ଆପଣ କେବେ ବି ହାରିବେ ନାହିଁ, ଜାଣି ରଖନ୍ତୁ ଏହି ନୀତିଗୁଡ଼ିକ ବିଷୟରେ

ମଣିଷ ଜୀବନରେ ସୁଖ ଆଉ ଦୁଃଖ ମୁଦ୍ରାର ଦୁଇଟି ଧାର ଭଳି ହୋଇଥାଏ । ସଙ୍କଟ ସମୟ ମନୁଷ୍ୟର ଅସଲ ପରୀକ୍ଷା ହୋଇଥାଏ । ଯେଉଁମାନେ ଏହି ସମୟରେ ନିଜର ମନୋବଳ ଓ ଧୈର୍ଯ୍ୟ ହରାଇ ବସନ୍ତି, ସେମାନେ ଜୀବନରେ କେବେ କିଛି କରି…

ସାବଧାନ୍! କାଲିଠାରୁ ଡବଲ୍ ହେଲମେଟ୍, ନପିନ୍ଧିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ନୂଆବର୍ଷରୁ ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ ହେବ । ଏଥର ଅମାନିଆଙ୍କୁ ଆଉ ତ୍ରାହି ନାହିଁ । ଆସନ୍ତାକାଲିଠାରୁ ଡବଲ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ନହେଲେ କଡା…

ଜାନୁଆରୀ ୨ରୁ ଭ୍ୟାକ୍ସିନର ଡ୍ରାଇ ରନ୍

ନୂଆଦିଲ୍ଲୀ,୩୧ ।୧୨: ନୂଆ ବର୍ଷ ଆରମ୍ଭରେ କରୋନା ଭ୍ୟାକ୍ସିନକୁ ନେଇ ବଡ ପ୍ରସ୍ତୁତି ଆରମ୍ଭ ହୋଇଛି । ଦେଶରେ କରୋନା ଭ୍ୟାକ୍ସିନର ଡ୍ରାଇ ରନ୍ ନେଇ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜାନୁଆରୀ ୨ରୁ ଆରମ୍ଭ ହେବ କରୋନା…

ଟ୍ୱିନ୍ ସିଟିରେ ଲାଗିଲା ୧୪୪ ଧାରା

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ନୂଆବର୍ଷ ଯୋଗୁଁ ଓଡିଶାରେ ଆଜି ରାତି ପାଇଁ ଲାଗୁ ହେଲା ନାଇଟ କର୍ଫ୍ୟୁ । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ଏହି ନାଇଟ କର୍ଫ୍ୟୁ ଜାରି ରହିବ । ତେବେ ଜିରୋ ନାଇଟ୍…

ଏହି ସ୍ଥାନ ହେଉଛି ମାନବ ବିକାଶର ପ୍ରଥମ ସ୍ଥଳ, ଜାଣନ୍ତୁ ଶହ ଶହ ପଥର ଚିତ୍ରରେ ଭରପୁର ବିଶ୍ୱ ଐତିହ୍ୟ ସ୍ଥଳ ବିଷୟରେ

ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଭିମ୍ବେଟକା ନାମକ ଏକ ସ୍ଥାନ ରହିଛି, ଯେଉଁଠି ମାନବ ସଭ୍ୟତାର ଆରମ୍ଭ ପ୍ରଥମେ ହୋଇଥିଲା ବୋଲି ଜଣାଯାଏ । ଏହି ସ୍ଥାନ ରାଜଧାନୀ ଭୋପାଳଠାରୁ ୪୫ କିମି ଦୂର ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ…