Browsing Category

Featured

ଭିକାରୀ ହେବ ତ ଏମିତି ! ୧୦୦ ପରିବାରକୁ ୧ ମାସର ରାସନ ଦେବା ସହ ବାଣ୍ଟିସାରିଛନ୍ତିି ୩୦୦୦ ମାସ୍କ

ଦୁନିଆରେ ବହୁ ଲୋକ ଏପରି ଅଛନ୍ତି, ଯେଉଁମାନେ ଭିକ ନିଜ ପେଟ ପୋଷୁଛନ୍ତି । କିନ୍ତୁ ପଞ୍ଜାବର ପଠାଣକୋଟରେ ଏପରି ଏକ ଭିକାରୀ ଅଛନ୍ତି ଯିଏ କରୋନା ଯୋଦ୍ଧା ସାଜି ଲୋକମାନଙ୍କୁ ସାହାର୍ଯ୍ୟ କରିବାରେ ଲାଗିଛନ୍ତି । ଭିକ ମାଗି…

ବାହାରେ ଲକଡାଉନ୍ ତ ଘରେ ସାପ

ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁହୋଇଛି, ଯାହାକି ମେ ୩୧ରେ ସମାପ୍ତ ହେବ । ଏହାରି ମଧ୍ୟରେ ରାଜସ୍ଥାନର ରାଜଧାନୀ ଜୟପୁରରେ ଗୋଟିଏ ପରିବାର ଅଜବ ସମସ୍ୟାରେ ଫସିଛନ୍ତି । ଘରେ ୭ ଫୁଟର ଅଜଗର ପଶିଯିବାରୁ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ମୃତକ ଜଣକ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି ।…

ରାଜ୍ୟରେ ଆଉ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୩୧,…

ପୁଣି ଘୁଞ୍ଚିଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ପୁଣି ଘୁଞ୍ଚିଛି ମାଟ୍ରିକ ପରୀକ୍ଷା ଖାତା ଦେଖା । ୨୧ରୁ ହେବାକୁ ଥିବା ମାଟ୍ରିକ ଖାତା ଦେଖା ଘୁଞ୍ଚାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା…

ଲକଡାଉନରେ କନିଆ ବେଶ, ବାହା ହେବେ କି ସ୍ୱପ୍ନା?

ଳକ୍-ଡାଉନରେ ବଲିଉଡ ଷ୍ଟାରମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି । ଏଥିରୁ ବାଦ୍ ପଡିନାହାନ୍ତି ହରିୟାଣାର ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ସେ ନିଜର ଫ୍ୟାନ୍ସମାନଙ୍କୁ ଜୋରଦାର ଝଟକା ଦେଇଛନ୍ତି । ତେବେ…

ପାଖେଇ ଆସୁଛି ମହାବାତ୍ୟା, ପାରାଦୀପଠାରୁ ୫୭୦ କିମି ଦୂରରେ ଅମ୍ଫନ

ଭୁବନେଶ୍ୱର,୧୯/୫(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫନ ପାରାଦୀପଠାରୁ ୫୭୦ କିମି ଦୂରରେ ରହିଛି। ଗତ ୬ ଘଣ୍ଟା ଧରି ୧୪ କିମି ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ…

ଏହି ରାଜ୍ୟରେ ଆଜିଠାରୁ ଗଡିବ ମଦ ବୋତଲ

ମଦୁଆଙ୍କ ପାଇଁ ଖୁସ ଖବର । ଚତୁର୍ଥ ପର୍ଯ୍ୟା ଲକ-ଡାଉନରେ ଝାଡଖଣ୍ଡରେ ଆଜିଠାରୁ ମତ ଦୋକାନ ଖୋଲିବାକୁ ଯାଉଛି । ଲକଡାଉନ ୪କୁ ନେଇ ଝାଡଖଣ୍ଡ ସରକାର ନିଜର ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ…

ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ

କଟକ,୧୯/୫(ଓଡ଼ିଶା ଭାସ୍କର): କଟକ ଟାଙ୍ଗୀରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ସେଠାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌  ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାରେ ଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି ବସ୍‌। …